Home କୋରାପୁଟ ଆଇ ଲଭ କୋରାପୁଟ ଉଦଘାଟିତ

ଆଇ ଲଭ କୋରାପୁଟ ଉଦଘାଟିତ

180

କୋରାପୁଟ ୦୧-୦୪(ଓଡିଆ ପୁଅ /ରଂଜନ ଦାସ))କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଆମ୍ବେଦକର ପାର୍କ ଭିତରେ  ନୂତନ ଭାବେ ସ୍ଥାପିତ ଆଇ ଲଭ କୋରାପୁଟ  ଉଦଘାଟିତ ହୋଇଯାଇଛି ।ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ,ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ,କୋରାପୁଟ ବିଧାୟକ ରଘୁରାମ ପଡାଲ ,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ,ପୂର୍ବତନ ପୈାରାଧ୍ୟକ୍ଷ ଭଗବାନ ବାହିନିପତି , ନଗର କଂଗ୍ରେସ  କମିଟି ଅଧ୍ୟକ୍ଷ ଜୟନ୍ତ କଚିନ ,କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ  ପ୍ରମୁଖ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।କାର୍ଯ୍ୟକ୍ରମକୁ କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.