ଉତ୍କଳ ଟାନେରୀ – ଓଟିଏମ୍

– ଦେବପ୍ରସାଦ ମିଶ୍ର କଟକରେ ୧୯୦୫ ରେ ଦେଶପ୍ରାଣ, କୁଳବୃଦ୍ଧ ଓଡିଆ ଜାତୀୟ ଜାଗରଣର ଜନ୍ମଦାତା ଓଡିଶାବାସୀଙ୍କ ପ୍ରିୟ ମଧୁସୁଦନ ଦାସ, ଏମ, ଏ, ବି, ଏଲ୍, ସି, ଆଇ, ଇ ( ଉତ୍କଳ ଟାନେରୀ ) ନାମକ ଜୋତା କାରଖାନା ସ୍ଥାପନ କରିଥିଲେ। କଟକ ସହରର ଚାଉଳିଆଗଞ୍ଜ ନୂଆବଜାର ଅଞ୍ଚଳରେ କମ୍ପାନୀଟି ସ୍ଥାପିତ ହୋଇଥିଲା। କମ୍ପାନୀର କଳକାରଖାନା ସେଠାରେ ଅବସ୍ଥିତ ଥିଲା ମଧୁବାବୁ ନିଜ ଧନରେ ଏହି ଶିଳ୍ପ କାରଖାନାଟି ସ୍ଥାପନ କରିଥିଲେ ଏବଂ ପରିଚାଳନା ମଧ୍ୟ କରୁଥିଲେ। ଏହି କାରଖାନାରୁ ଉତ୍କୃଷ୍ଟ ଧରଣର ଜୋତା ପ୍ରସ୍ତୁତ ହେଉଥିବାରୁ ଦେଶ ବିଦେଶରେ ଏହାର ଖ୍ୟାତି ପ୍ରସାରଲାଭ କରିଥିଲା ଏବଂ ପୂର୍ବାଞ୍ଚଳରେ ଏକ ବିଶିଷ୍ଟ ଶିଳ୍ପ…

"ଉତ୍କଳ ଟାନେରୀ – ଓଟିଏମ୍"