ତାଳଚେର ଓକିଲ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବୀପତ୍ର ପ୍ରଦାନ ଓ ଦୁଇ ଦିନିଆ କାର୍ଯ୍ୟ ବନ୍ଦ ଆନେ୍ଦାଳନ

ତାଳଚେର,୧୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ସଂଘର ସମସ୍ତ ସଦସ୍ୟ ଫାମିଲି କୋର୍ଟ,ଭିଜିଲାନସ୍ କୋର୍ଟ, ଏଡିଏମ୍ କୋର୍ଟ,ଏ.ଏଲ୍.ସି. ତାଳଚେର ଠାରେ ପ୍ରତିଷ୍ଠା କରିବା ଆଦି ୪ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ମଙ୍ଗଳବାର ଦିନ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ତାଳଚେର ଓ ପାଲଲହଡା ସବ୍ଡିଭିଜନ୍ ରେ ଅନେକ ବୈବାହିକ ମାମଲା ପଡି ରହିଛି ଏବଂ ଦୃତ ଶିଳ୍ପାୟନ ଯୋଗୁଁ ଦିନକୁ ଦିନ ବୈବାହିକ ଓ ଭରଣପୋଷଣ ମାମଲା ବଢ଼ି ଚାଲିଛି । ଏଣୁ ତାଳଚେରଠାରେ ଫାମିଲି କୋର୍ଟ ପ୍ରତିଷ୍ଠା କରାଯିବା ଦରକାର । ସେହିପରି ତାଳଚେର ଏକ ଶିଳ୍ପ ସମୃଦ୍ଧ…

"ତାଳଚେର ଓକିଲ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବୀପତ୍ର ପ୍ରଦାନ ଓ ଦୁଇ ଦିନିଆ କାର୍ଯ୍ୟ ବନ୍ଦ ଆନେ୍ଦାଳନ"