ଓଡିଶା ରାଜସ୍ୱ ସେବା ସଂଘ,  କୋରାପୁଟ ଜିଲା୍ଲ ଶାଖା କର୍ମକର୍ତାମାନେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଆରମ୍ଭ କଲେ 

କୋରାପୁଟ ; ତା୨୫-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଓଡିଶା ରାଜସ୍ୱ ସେବା ସଂଘର ଅଧିକାରୀମାନେ କଳାବ୍ୟାଜ ପିନ୍ଧି ପ୍ରତୀକାତ୍ମକ ଭାବେ ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡିଛି।ଜିଲ୍ଲା ସଭାପତି ଭବାନୀ ଶଙ୍କର ମିଶ୍ର ଓ ଅନ୍ୟ କର୍ମକର୍ତାମାନେ ଆଜି ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗ୍ରେଡ ପେ ବୃଦ୍ଧି କରିବା,  ୩ ବର୍ଷରେ ପଦୋନ୍ନତି ଦେବା ଓ ଗ୍ରୂପ-ଏ ରେ ସାମିଲ କରିବା ପ୍ରମୁଖ ଦାବି ରହିଥିବା ଜିଲ୍ଲା ସଂପାଦକ ଆଲୋକ ଅନୁଗୁଲିଆ ସୂଚନା ଦେଇଥିଲେ।୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ଓ ସମାଧାନ ନ ହେଲେ ୨ ତାରିଖରୁ ସାମୂହିକ ଭାବେ ଛୁଟିରେ…

"ଓଡିଶା ରାଜସ୍ୱ ସେବା ସଂଘ,  କୋରାପୁଟ ଜିଲା୍ଲ ଶାଖା କର୍ମକର୍ତାମାନେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଆରମ୍ଭ କଲେ "