କୋଟିଆରେ କିଓସ୍କ ବ୍ୟାଙ୍କ ଶାଖା ଖୋଲିଲା

କୋରାପୁଟ ; ତା୧୧-୦୭-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋଟିଆ ପଂଚାୟତର ଲୋକମାନେ ବ୍ୟାଙ୍କ ସେବା ନିମନ୍ତେ ପଟ୍ଟାଙ୍ଗୀ ଯିବା ଆସିବା କରିବା ଦ୍ୱାରା ଅସୁବିଧାରେ ପଡୁଥିଲେ କିନ୍ତୁ ଏବେ ସେମାନଙ୍କ ନିକଟରେ ବ୍ୟାଙ୍କ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ଏକ କିଓସ୍କୋ ବ୍ୟାଙ୍କ ଖୋଲିଛନ୍ତି। ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏକ ଗ୍ରାହକ ସେବା କିଓସ୍କୋ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଉଦଘାଟନୀ ସମାରୋହରେ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି, ବିଡିଓ କରୁଣାକର ପ୍ରଧାନ, ଏପିଓ ସୈାମେନ୍ଦ୍ର ନାୟକ, ଜିଲା ପରିଷଦ ସଦସ୍ୟ ଡୁମୁରୀ ଖୀଲ, କୋଟିଆ ସରପଂଚ ବିଶ୍ୱନାଥ…

"କୋଟିଆରେ କିଓସ୍କ ବ୍ୟାଙ୍କ ଶାଖା ଖୋଲିଲା"