କଳାହାଣ୍ଡି ରାଜନୀତି ସରଗରମ ; ଭକ୍ତ ଦାସ ନିଜେ ଲଢିବେ ନା ନିଜ ପୁଅକୁ ରାସ୍ତା ଛାଡିବେ ।

କଳାହାଣ୍ଡି – (ଓଡିଆପୁଅ) ରାଜ୍ୟ କଂଗ୍ରେସର ନୂତନ କଳେବର ହେବା ପରେ ପ୍ରଭାରୀ ଜିତେନ୍ଦ୍ର ସିଂ ଙ୍କ ୨୦୧୯ ନିର୍ବାଚନ ପାଇଁ ନୂଆ ଫର୍ମୁଲା ୱାନ ଫାମିଲି ୱାଲ ଟିକେଟ ଘୋଷଣା ହେବା ପରେ କଂଗ୍ରେସ ନେତୃତ୍ୱ ମହଲରେ ରାଜ୍ୟ ସାରା ଚର୍ଚ୍ଚା ଯୋର ଧରିଛି । ରାଜ୍ୟର ବହୁ ହେଭିୱେଟ କଂଗ୍ରେସ ନେତା ଙ୍କ ପାରିବାରିକ ରାଜନୀତି ନେଇ କଂଗ୍ରେସ ଦଳରେ କମ୍ପନ ସୃଷ୍ଟି ହେବାରେ ଲାଗିଛି । ରାଜ୍ୟ ସ୍ତରରେ ବିଶ୍ୱାଳ ବ୍ରଦର୍ସ ରୁ ଜଣେ ଦିଲ୍ଲୀ ତ ଆଉ ଜଣେ ରାଜ୍ୟ ରେ ପ୍ରତିନିଧିତ୍ୱ କରୁଥିବା ବେଳେ ଜେନା ପରିବାରରେ ଏବେ ପୁଅ ରାଜନୀତି କରିବାକୁ ସଜବାଜ ହେଉଥିଲେ । ସେହିପରି…

"କଳାହାଣ୍ଡି ରାଜନୀତି ସରଗରମ ; ଭକ୍ତ ଦାସ ନିଜେ ଲଢିବେ ନା ନିଜ ପୁଅକୁ ରାସ୍ତା ଛାଡିବେ ।"