କଳାହାଣ୍ଡି; ଆଶଙ୍କାରେ ଜାରିଙ୍ଗ ମେଡିକାଲ କଲେଜ ଓ ହସପିଟାଲ: ମେଡିକାଲ କଲେଜ ସ୍ଥାପନରେ ବ୍ୟାଘାତ ସୃଷ୍ଟି କରିଥିବା ଜନସଲ ଏ ରାଜା ଗିରଫ

କଳାହାଣ୍ଡି – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ହେଲେ ଏହି ଅଂଚଳର ଲୋକେ ନିଜ ଦ୍ୱାର ଦେଶରେ ଉତମ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ବହୁ ଆଶା ବାନ୍ଧିଥିଲେ। ଅନେକ ଥର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ କଳାହାଣ୍ଡିରେ ମେଡିକାଲ କଲେଜ ସ୍ଥାପନ କରାଯିବାକୁ ଦାବି ଉପସ୍ଥାପନ କରିଥିଲେ। ବହୁ ବାଧାବିଘ୍ନ ସହ୍ୟ କରିବାପରେ ୨୦୦୪ ମସିହାରେ ରାଜ୍ୟ କେବିନେଟ ମଂଜୁର ପ୍ରାପ୍ତ ହେବା ପରେ ଜୁନାଗଡ-ଭବାନୀପାଟଣା ଜାତୀୟ ରାଜପଥ ପାଶ୍ୱର୍ରେ ଜାରିଙ୍ଗ ଠାରେ ସରକାର ୨୫ ଏକର ଜମି ଯୋଗାଇଦେବା ସହ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୨୫ କୋଟି ଟଙ୍କା ଅନୁଦାନ ଦେଇ ଓଡିଶା ସରକାର ତାମିଲନାଡୁର…

"କଳାହାଣ୍ଡି; ଆଶଙ୍କାରେ ଜାରିଙ୍ଗ ମେଡିକାଲ କଲେଜ ଓ ହସପିଟାଲ: ମେଡିକାଲ କଲେଜ ସ୍ଥାପନରେ ବ୍ୟାଘାତ ସୃଷ୍ଟି କରିଥିବା ଜନସଲ ଏ ରାଜା ଗିରଫ"