ପ୍ରଶାସନିକ ଉଦାସୀନତା ; ଜୁନାଗଡ ନୂଆବସଷ୍ଟାଣ୍ଡର ଦୂରାବସ୍ଥା ଅଭିଯୋଗ। ଉଚିତ ପ୍ଲାନିଂ ସହ ଉନ୍ନତିକରଣ ଦାବି

କଳାହାଣ୍ଡି ୯-୯- (ଓଡିଆ ପୁଅ) କଳାହାଣ୍ଡି ର ପୁରାତନ ରାଜଧାନୀ ହଜାରେ ବର୍ଷର ପୁରୁଣା ସହର ଜୁନାଗଡ ର ବସଷ୍ଟାଣ୍ଡ ଅଂଚଳ ଏବେ ଅତ୍ୟନ୍ତ ଦୂରାବସ୍ଥା ରେ ଗତି କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ପୁରାତନ ବଜାର ତଥା ଡାକଘର ପାଖରେ ଥିବା ତିନିଛକକୁ ବସଷ୍ଟାଣ୍ଡ ଭାବେ ବ୍ୟବହାର କରାଯାଉଥିବା ବେଳେ କାଳକ୍ରମେ ହାଇସ୍କୁଲ ସମ୍ମୁଖରେ ଖାଲିଥିବା ସ୍ଥାନକୁ ନୂତନ ବସଷ୍ଟାଣ୍ଡ ଭାବେ ବ୍ୟବହାର କରାଗଲା ଏବଂ ଏହା ନୂଆ ବସଷ୍ଟାଣ୍ଡ ଭାବେ ପରିଚିତ ହୋଇଆସିଲା। ରାଜ୍ୟ ପରିବହନ ନିଗମ ପକ୍ଷରୁ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇ ସେଠାରେ ଏକ ଆଂଚଲିକ ଅଫିସ ମଧ୍ୟ ଚାଲିଥିଲା ଏବଂ ପ୍ରତ୍ୟହ ଚଳାଚଳ କରୁଥିବା ଅନେକ ସରକାରୀ…

"ପ୍ରଶାସନିକ ଉଦାସୀନତା ; ଜୁନାଗଡ ନୂଆବସଷ୍ଟାଣ୍ଡର ଦୂରାବସ୍ଥା ଅଭିଯୋଗ। ଉଚିତ ପ୍ଲାନିଂ ସହ ଉନ୍ନତିକରଣ ଦାବି"