ଲକ୍ଷ୍ମିପୁରର ନୂତନ ତହସିଲାଦାରଙ୍କ ଦାୟିତ୍ୱ ଗ୍ରହଣ

କୋରାପୁଟ ; ତା୧୨-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଲକ୍ଷ୍ମିପୁର ତହସିଲର ନୂତନ ତହସିଲଦାର ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ଏସ.ଇସାକ ମଦାନି ଆଜି ଲକ୍ଷ୍ମିପୁର ତହସିଲର ନୀୁନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି ।

"ଲକ୍ଷ୍ମିପୁରର ନୂତନ ତହସିଲାଦାରଙ୍କ ଦାୟିତ୍ୱ ଗ୍ରହଣ"

ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ

କୋରାପୁଟ ;ତା୧୦-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଯୁବ ଓଏଏସ ଅଧିକାରୀ ନରେନ୍ଦ୍ର ନାୟକ କୋରାପୁଟ ବିଡିଓ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୧ ବ୍ୟାଚର ଶ୍ରୀ ନାୟକ ଏହା ପୂର୍ବରୁ ମାଲକାନଗିରି ଜିଲା ମୋଟୁ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଅତିରିକ୍ତ ବିଡିଓ ସଦାଶିବ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ନୂଆ ବିଡିଓଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ସେ ବ୍ଲକରେ ଚାଲିଥିବା ଆବାସ ଯୋଜନା, ସ୍ୱଚ୍ଛ ଭାରତ ଓ ଅନ୍ୟାନ୍ୟ ଉଇନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଲୋକଙ୍କର ନିକଟତର ହୋଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଯେପରି ସଫଳତା ଆଣିପାରିବ ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି ଏକ…

"ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ"