୨୦୧୮ ଡିସେମ୍ବର ସୁଦ୍ଧା ସବୁ ପଞ୍ଚାୟତ ମୁଖ୍ୟାଳୟକୁ ପାଇପ ପାନୀୟ ଜଳର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର  ୧୩-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମର ସମୀକ୍ଷା କରି ୨୦୧୮ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ ମୁଖ୍ୟାଳୟକୁ ପାଇପ ଦ୍ବାରା ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବାପାଇଁ ନିର୍ଦେଶ ଦେଇଛନ୍ତି। ବୈଠକରୁ ଜଣାଯାଇଛି ଯେ ରାଜ୍ୟର ୬୮୦୧ ଗ୍ରାମ ପଞ୍ଚାୟତ ମଧ୍ୟରୁ ୫୫୮୬ଟି ଗ୍ରାମପଞ୍ଚାୟତ ମୁଖ୍ୟାଳୟକୁ ଯାଇପ ପାନୀୟ ଜଳଯୋଗାଣର ସୁବିଧା କରାଯାଇଛି। ବାକି ୧୨୧୫ଟି ଗ୍ରାମ ପଞ୍ଚାୟତକୁ ଡିସେମ୍ବର ୨୦୧୮ ସୁଦ୍ଧା ପାଇପ ଜଳ ଯୋଗାଣର ବ୍ୟବସ୍ଥା କରାଯିବ। ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ ଆ’ଶିକ ପାନୀୟ ଜଳ ସୁବିଧା ଥିବା ୪୮,୭୬୬ଟି ଗାଁ ମଧ୍ୟରୁ ୨୬,୧୮୫ଟି…

"୨୦୧୮ ଡିସେମ୍ବର ସୁଦ୍ଧା ସବୁ ପଞ୍ଚାୟତ ମୁଖ୍ୟାଳୟକୁ ପାଇପ ପାନୀୟ ଜଳର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ"