ଜାତୀୟ ଜୈବ ଇନ୍ଧନ ନୀତି-୨୦୧୮କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆ ଦିଲ୍ଲୀ ୧୬ ମଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ଜୈବ ଇନ୍ଧନ ନୀତି-୨୦୧୮କୁ ମଞ୍ଜୁରି ଦେଇଛନ୍ତି। ପ୍ରମୁଖ ବିଶେଷତ୍ୱ : ୧. ଏହି ନୀତି ଜୈବ ଇନ୍ଧନକୁ “ମୂଳ ଜୈବ ଇନ୍ଧନ” ଭାବେ ବର୍ଗୀକରଣ କରୁଛି ଅର୍ଥାତ୍ ପ୍ରଥମ ପିଢ଼ି (ୱାନ ଜି) ଜୈବ ଇଥାନଲ ଏବଂ ଜୈବଡିଜେଲ ଏବଂ “ଉନ୍ନତ ଜୈବ ଇନ୍ଧନ”- ଦ୍ୱିତୀୟ ପିଢ଼ି (ଟୁଜି) ଇଥାନଲ, ପୌରାଂଚଳ କଠିନ ବର୍ଜ୍ୟ (ଏମଏସଡବ୍ଲ୍ୟୁ)ରୁ ଡ୍ରପ-ଇନ ଇନ୍ଧନ, ତୃତୀୟ ପିଢ଼ି (ଥ୍ରୀଜି) ଜୈବଇନ୍ଧନ, ଜୈବ-ସିଏନଜି ଆଦିକୁ ସୂଚୀବଦ୍ଧ କରିଛି। ପ୍ରତ୍ୟେକ ବର୍ଗରେ ଉପଯୁକ୍ତ ଆର୍ଥିକ ଏବଂ ବିତୀୟ ସମ୍ପ୍ରସାରଣକୁ ସକ୍ଷମ କରିବା ଲାଗି…

"ଜାତୀୟ ଜୈବ ଇନ୍ଧନ ନୀତି-୨୦୧୮କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ"