ତାଳଚେର ପୌର କାର୍ଯ୍ୟାଳୟରେ ତାଲା ପକାଇଲେ ବିଜେପି କାଉନସିଲର

ତାଳଚେର, ୨୮/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିନା ବୈଠକରେ ବେଆଇନ୍ ଭାବରେ ତାଳଚେର ନଗରପାଳ ଓ ନିର୍ବାହୀ ଅଧିକାରିଣୀ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା, ୨୦୧୮-୧୯ର ବାର୍ଷିକ ବଜେଟ୍ ଅବଧି ୮ମାସ ବିତି ଯାଇଥିଲେ ସୁଧା ବଜେଟ୍ ବୈଠକ ଉପସ୍ଥାପନ ନକରିବା ଓ ମାସିକ ସାଧାରଣ ବୈଠକ ଠିକ୍ ଭାବରେ ନହୋଇ ପ୍ରତି ୫-୬ ମାସରେ ହେଉଥିବା ନେଇ ଅନୁଗୋଳ ଜିଲ୍ଲାପାଳ ଏବଂ ନିର୍ବାହୀ ଅଧିକାରିଣୀ ଅତସୀ ପରିଡାଙ୍କୁ ବିଜେପି କାଉନସିଲରଙ୍କ ଲିଖିତ ଅଭିଯୋଗ କରା ଯାଇଥିଲା। ତେବେ ଏନେଇ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଜେପି କାଉନ୍ସିଲରମାନେ ପୌର ପରିଷଦ କାର୍ଯ୍ୟାଳୟରେ ତାଲା ପକାଇ ପୌର କାର୍ଯ୍ୟାଳୟକୁ…

"ତାଳଚେର ପୌର କାର୍ଯ୍ୟାଳୟରେ ତାଲା ପକାଇଲେ ବିଜେପି କାଉନସିଲର"