ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ, ଛାତ୍ରଓ ମହିଳା ବିଜେଡିର ଆନ୍ଦୋଳନ ଏବଂ ସଚେତନତା

କୋରାପୁଟ ; ତା୦୮-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ,  ଛାତ୍ର ଓ ମହିଳା ବିଜେଡି ତରଫରୁ କୋରାପୁଟ ସହରରେ ଥିବା ୨ ଟି ପେଟ୍ରୋଲ ପମ୍ପ ସମ୍ମୁଖରେ ଆନ୍ଦୋଳନ କରିବା ସହ ଖାଉଟିମାନଙ୍କ ସଚେତନ କରାଉଥିବା ନଜର କରାଯାଇଥିଲା।କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲଙ୍କ ନେତୃତ୍ୟରେ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ ଓ ରଘୁରାମ ପଡାଲ,  ଜିଲ୍ଲା ଉପସଭାପତି ତ୍ରୀପୁରାରୀ ଗରଡା, ବରିଷ୍ଠ ନେତା ରଘୁରାମ ମାଛ,  ମହିଳା ନେତ୍ରୀ ପାର୍ବତୀ ମସ୍ତି, ଜିଲ୍ଲା ଯୁବ ବିଜେଡି ଉପସଭାପତି ଭରତ ମଲ୍ଲିକ,  ପ୍ରମୁଖଙ୍କ ଅସଂଖ୍ୟ ବିଜେଡି କର୍ମୀ ପେଟ୍ରୋଲ ପମ୍ପ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ…

"ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ, ଛାତ୍ରଓ ମହିଳା ବିଜେଡିର ଆନ୍ଦୋଳନ ଏବଂ ସଚେତନତା"

ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ

କୋରାପୁଟ ; ତା୩୦-୦୫-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର କମ୍ ଥିବା ସତ୍ୱେ କେନ୍ଦ୍ର ସରକାର ଗତ କିଛି ଦିନ ମଧ୍ୟରେ ଆଶାତୀତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବା ପ୍ରତିବାଦରେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଲୀ ପକ୍ଷରୁ ବୁଧବାର ଜିଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶର୍ନ କରା ଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରା ଯାଇଛି। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ବିଜେଡି ନେତା ରଘୁରାମ ମାଛ, ଉତ୍କଳ ରଂଜନ ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ସଦର ବ୍ଲକ…

"ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ"

ଏସବିଆଇ ସମୁଖରେ ବିଜେଡିର ବିକ୍ଷୋଭ

କୋରାପୁଟ; ତା୨୧-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ବ୍ୟାଙ୍କ ଓ ଏଟିଏମରେ ଟଙ୍କାର ଅଭାବ ପ୍ରତିବାଦରେ କୋରାପୁଟ ଜିଲା ବିଜୁ ଜନତା ଦଳ ପକ୍ଷରୁ ଏସବିଆଇ ମୁଖ୍ୟ ଶାଖା ସମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେଡି ଜିଲା ଉପ-ସଭାପତି ତ୍ରିପୁରାରୀ ଗରଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ପରିଷଦ ସଭାପତି ପ୍ରଭୁ ଯାନୀ, ଉପାଧ୍ୟକ୍ଷା ତୁଳସୀ କିର୍ଷାନୀ, ଜିଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ବିଜେଡି ନେତା ରଘୁରାମ ମାଛ, ଆଇନଜୀବି ସୀମାଂଚଳ ମିଶ୍ର, ବିଦ୍ୟାଧର ସାହୁ, କାଉନସିଲର ରାମଚନ୍ଦ୍ର ମାଝି, ଲିଲି ବୁରୁଡି, ଅମ୍ବିକା ଶଣ୍ଢ, ନଗର ସଭାପତି ଅଶୋକ ଷଣ୍ଢ, ଯୁବନେତା ତ୍ରୀନାଥ ପାତିକା, ସନ୍ତୋଷ ପଣ୍ଡା, ଅକ୍ଷୟ କୁମାର…

"ଏସବିଆଇ ସମୁଖରେ ବିଜେଡିର ବିକ୍ଷୋଭ"

ପୋଲାଭରମ ପ୍ରକଳ୍ପ ବନ୍ଦ କରିବା ନେଇ ବିଜେଡିର ବିକ୍ଷୋଭ ଓ ଧାରଣା

କୋରାପୁଟ ; ତା୦୯-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ପୋଲାଭରମ ପ୍ରକଳ୍ପ ବନ୍ଦ କରିବା ନେଇ ଜିଲ୍ଲା ବିଜେଡି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରନା ଦିଆଯାଇଥିଲା। ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଧାରଣାରେ ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ, ଉପସଭାପତି ତ୍ରୀପୁରାରୀ ଗରଡା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବାଲା ରାୟ, ରଘୁରାମ ମାଛ, ଅଶ୍ୱିନୀ ସାହୁ, ଅଶୋକ ଷଣ୍ଢ, ଜିଲ୍ଲା ପରିଷଦ ଉପସବାପତି ତୁଲସି କିରସାନି, ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ, ବିନୋଦ ନାୟକ ପ୍ରମୁଖ…

"ପୋଲାଭରମ ପ୍ରକଳ୍ପ ବନ୍ଦ କରିବା ନେଇ ବିଜେଡିର ବିକ୍ଷୋଭ ଓ ଧାରଣା"