ଟ୍ରକା-ଡମ୍ପର ଚାପାରେ ବାଇକ୍ ଆରୋହୀର ଜୀବନ ଗଲା

ଯାଜପୁର, ୧୦/୭(ଓଡିଆ ପୁଅ/ମାନସ ରାଉତ) ଚଣ୍ଡିଖୋଲ ଡୁବୁରୀ ଜାତୀୟ ରାଜପଥ ଚଢେଇଧରା ତଳଛକ ନିକଟରେ ଆଜି ଦିନ ୧୨ଟା ସମୟରେ ଟ୍ରକ୍ ଏବଂ ଡମ୍ପର ଚାପରେ ଜଣ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ମୁତାବକ ଜେନାପୁର ଥାନା ରାମଚନ୍ଦ୍ରପୁର ଗ୍ରାମର ତପନ ବାରିକ(୨୮) ନିଜ କାର୍ଯ୍ୟରେ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଦୁଇଟି ଗାଡି ମଧ୍ୟରେ ଆଗକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦୁଇଟି ଟକ୍ର ପରସ୍ପରକୁ ଧକ୍କା ଦେଇଥିଲେ। ଫଲରେ ଦୁଇଟି ଟ୍ରକ ମଝିରେ ତପନ ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ଏବଂ ଡମ୍ପରର ଚାଳକ ଦ୍ୱୟ ଗୁରୁତର ଭାବେ ଆହତ ହୋଇ…

"ଟ୍ରକା-ଡମ୍ପର ଚାପାରେ ବାଇକ୍ ଆରୋହୀର ଜୀବନ ଗଲା"

ଅଜଣା ଗାଡି ଧକ୍କାରେ ଶିଶୁପୁତ୍ର ମୃତ:୨ ଗୁରୁତର

ଯାଜପୁର, ୨୬.୩(ଓଡିଆପୁଅ/ମାନସ ରାଉତ): ବଡଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳୋ ଛକ ନିକଟରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ଶିଶୁପୁତ୍ରର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି। କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ କାନପୁର ଗ୍ରାମର ସୁଧିର ମହାନ୍ତିଙ୍କ ପତ୍ନୀ ଲିଲି ମହାନ୍ତି(୨୭) ତାଙ୍କ ବାପଘର ମାହାଙ୍ଗା ଥାନା ଅନ୍ତର୍ଗତ କଉଡୁକୋଲ ଗ୍ରାମରୁ ଶାଶୂଘରକୁ ଯିବା ବେଳେ ବନ୍ଦାଳୋ ଛକ ନିକଟରେ ଅଜଣା ଗାଡି ଧକ୍କା ଦେବାରୁ ଲିଲିଙ୍କ ସମେତ ବାଇକ ଚାଳକ ଭାଇ ଜଗା ନାଥ(୨୦) ଓ ପୁଅ ସ୍ୱାଗତ ମହାନ୍ତି ଗୁରୁତର ହୋଇ କଟକ ବଡଡାକ୍ତର ଖାନାକୁ ସ୍ଥାନାନ୍ତର ହୋଇଥିଲେ। ବଡଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଶିଶୁପୁତ୍ରଟିର…

"ଅଜଣା ଗାଡି ଧକ୍କାରେ ଶିଶୁପୁତ୍ର ମୃତ:୨ ଗୁରୁତର"

ମର୍ମନ୍ତୁଦ ସଡକ ଦୁର୍ଘଟଣା ୬ ଆହତ, ୨ ଗୁରୁତର

ଯାଜପୁର, ୧୪/୦୧(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶଙ୍କାରୀଡିହ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୬ ଜଣ ଆହାତ ମଧ୍ୟରୁ ୨ ଜଣ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାରୁ ପ୍ରକାଶ ଶଙ୍ଖାରୀଡିହ ଛକଠାରେ ପୂର୍ବରୁ ଏକ ୧୦ ଚକିଆ ମାଲବାହୀ ଟ୍ରକ ଡବ୍ଳୁ ବି୭୩ସି-୦୧୯୯ ରାସ୍ତା କଡରେ ଛିଡା ହୋଇଥିଲା। ଆଜି ସକାଳ ଭୋର ୫ ଟା ସମୟରେ କଟକରୁ ଭଦ୍ରକ ଅଭିମୁଖେ ଏକ କାର ଓଡି ୦୨ ଏଜି ୦୧୨୫ ଦ୍ରୁତ ଗତିରେ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ୧୦ ଚକିଆ…

"ମର୍ମନ୍ତୁଦ ସଡକ ଦୁର୍ଘଟଣା ୬ ଆହତ, ୨ ଗୁରୁତର"