Tag: picturenews
ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର
ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଗୋଟିଏ ଦିନ ବ୍ରେକ ପରେ ପୁଣି ୨୩ତମ ଦିନରେ ଆଜି ପୁଣି ବଢ଼ିଛି ପେଟ୍ରୋଲ-ଡିଜେଲ ଦର। ଗତକାଲି ଦରରେ ପ୍ରାୟ କୌଣସି ପରିବର୍ତ୍ତନ ହୋଇନଥିଲା। କିନ୍ତୁ...
ହୋମ୍ ଡେଲିଭରି: ଘରେ ଘରେ ଚାଇନିଜ୍ ଆପ୍ ପହଞ୍ଚାଉଛି ବିଜେପି ..
ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ "ଜନ ସମ୍ବାଦ ରାଲି"ର ଆୟୋଜନ କରାଯାଉଛି।...
ଜାମ୍ମୁ କାଶ୍ମୀର : ଅନନ୍ତନାଗରେ ୩ ଆତଙ୍କବାଦୀ ନିପାତ – ୨୨ ଦିନରେ ୩୮...
ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଅନନ୍ତନାଗ ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଏନକାଉଣ୍ଟର ହୋଇଥିବା ରିପୋର୍ଟ ହୋଇଛି।
- ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏନକାଉଣ୍ଟରରେ...
ଆସିଗଲା ରାଜ୍ୟରେ କରୋନା ସମ୍ବନ୍ଧିୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ – ଜାଣନ୍ତୁ କେଉଁ ଜିଲ୍ଲାରୁ...
- ରାଜ୍ୟରେ ଆଉ ୨୬୪ ଜଣ କରୋନା ଆକ୍ରାନ୍ତ
- ରାଜ୍ୟରେ କରୋନା ନେଇଛି ତିନୋଟି ମୁଣ୍ଡ
ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ...
ରାଜ୍ୟରେ କରୋନା ନେଲା ୩ ମୁଣ୍ଡ
ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) ରାଜ୍ୟେରେ କରୋନା ନେଇଛି ତିନୋଟି ମୁଣ୍ଡ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛି।
ତେବେ ଗଞ୍ଜାମ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ,...
ରାଜ୍ୟରେ ୨୬୪ ନୂଆ କରୋନା ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?
– ୨୬୪ ନୂଆ ଆକ୍ରାନ୍ତ
– ୨୩ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୬ ଆକ୍ରାନ୍ତ ଚିହ୍ନଟ
– ୨୩୪ ଜଣ କ୍ୱାରେଣ୍ଟିନ୍ରୁ
– ୩୦ ସ୍ଥାନୀୟ ଅଞ୍ଚଳରୁ
- କରୋନା କାରଣରୁ ମୃତ ୨୧
-...
ସ୍କୁଲ ଛାତ୍ରକୁ ଖାଇଗଲା କୁମ୍ଭୀର – ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଗାଧୋଇବା ବେଳେ ଖାଇଗଲା
ମାଲକାନଗିରି ୨୮-୬ (ଓଡ଼ିଆ ପୁଅ) ଗତ କାଲି ମଧ୍ୟାହ୍ନରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଝୋଲା ଗୁଡା ଅପରେଟ କଲୋନୀ କୈଳାସ ମାଝୀ (୧୦) ଓ ଅଜୟ ଖରା (୯) ନିକଟରେ ଥିବା ଜଳଭଣ୍ଡାର...
ବିଜେପି ଦୋହରାଉଛି ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ; ଅପରାଜିତା ଦେବେ ନିଜ ରିପୋର୍ଟ କାର୍ଡ
ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ "ଜନ ସମ୍ବାଦ ରାଲି"ର ଆୟୋଜନ କରାଯାଉଛି। ମୋଦୀ ସରକାର...
ଆସିଗଲା ଜିଲ୍ଲାୱାରୀ କରୋନା ତଥ୍ୟ – ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର ୨୭-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୪ ଜିଲ୍ଲାରୁ...
ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ
ଭୁବନେଶ୍ୱର ୨୭-୬ (ଓଡ଼ିଆ ପୁଅ) : ରାଜ୍ୟରେ କରୋନାରେ ଶନିବାର ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଗଞ୍ଜାମ ଜିଲାର ୬୮ବର୍ଷୀୟ ପୁରୁଷ ହୋଇଥିବା ଜଣାପଡିଛି। ଏଥିସହିତ ରାଜ୍ୟରେ ମୋଟ ମୃତ୍ୟୁ...
ରାଜ୍ୟରେ ୧୭୦ ନୂଆ କରୋନା ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?
- ୧୭୦ ନୂଆ ଆକ୍ରାନ୍ତ
- ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ
- ୧୪୩ ଜଣ କ୍ୱାରେଣ୍ଟିନ୍ରୁ
- ୨୭ ସ୍ଥାନୀୟ ଅଞ୍ଚଳରୁ
ଭୁବନେଶ୍ୱର ୨୭-୬ (ଓଡ଼ିଆ ପୁଅ) ରାଜ୍ୟରେ...
ଦେଶରେ କରୋନା ଆତଙ୍କ : ୫ ଲକ୍ଷ ପାର କରୋନା ଆକ୍ରାନ୍ତ – ୨୪...
ନୂଆଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) ସାରା ଦେଶରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ୫, ୦୮, ୯୫୩ କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶନିବାର ପ୍ରକାଶିତ ତଥ୍ୟ...
ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା...
- ବାତିଲ ହୋଇଥିବା ପରୀକ୍ଷା ପାଇଁ ସିବିଏସ୍ଇ ଆସେସମେଣ୍ଟ ସ୍କିମ୍ଅନୁସାରେ ପରୀକ୍ଷାର୍ଥୀଙ୍କୁ ଦିଆଯିବ ନମ୍ବର ବୋଲି କହିଲା ସିବିଏସ୍ଇ କମିଟି
- ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ଅଗ୍ରାଧିକାର ଦେଇଥିବାରୁ ସୁପ୍ରିମକୋର୍ଟକୁ କୃତଜ୍ଞତା ଜଣାଇଲେ କେନ୍ଦ୍ର ମାନବ...
ଭଦ୍ରକ : ନାଗ ମା’ ସହ ୪୮ ଟି ଛୁଆ ଓ ୫୮ ଟି...
ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ସାପଧରାଳି ମିର୍ଜା ଆରିଫ୍ ୪୮ଟି ଛୋଟ ସାପ, ୫୮ଟି ଅଣ୍ଡା ଓ ମାଧ ନାଗକୁ ଉଦ୍ଧାର କରିବା ଘଟଣା...
ରାଜ୍ୟରେ ୨୧୮ ନୂଆ କରୋନା ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?
ଭୁବନେଶ୍ୱର ୨୬-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ ଜିଲ୍ଲାରୁ...
ଗୋଟିଏ ଦିନରେ ୧୭ ହଜାର ରୁ ଅଧିକ ଆକ୍ରାନ୍ତ – ୧୫ ହଜାର ପାର...
ନୂଆ ଦିଲ୍ଲୀ ୨୬-୬ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ କରୋନାରେ ଏକ ଲକ୍ଷ ୮୯ ହଜାର ୪୬୩ ସକ୍ରିୟ ମାମଲା ରହି ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫,୩୦୧...
ବଡ ଖବର : ଆଜି ସୁପ୍ରିମକୋର୍ଟରେ ଶୁଣାଣି – ରାଜ୍ୟରେ ପରୀକ୍ଷା କେବେ ହେବ...
ନୂଆଦିଲ୍ଲୀ ୨୬-୬ (ଓଡ଼ିଆ ପୁଅ) ସୁପ୍ରିମକୋର୍ଟରେ ସିବିଏସ୍ଇ ପରୀକ୍ଷା ସମ୍ପର୍କରେ କେନ୍ଦ୍ର ସରକାର ରଖିଥିବା ପକ୍ଷ ଉପରେ ସୁପ୍ରୀମ କୋର୍ଟ ଆହୁରି କିଛି ସୂଚନା ମାଗିଛନ୍ତି। ଗୁରୁବାର ସୁପ୍ରିମକୋର୍ଟରେ ସରକାର ଦାଖଲ କରିଥିବା...
ବ୍ରହ୍ମପୁର ସହର ୪ ଦିନ ସଟ୍ ଡାଉନ୍
ବ୍ରହ୍ମପୁର ୨୫-୬ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ବଢିବା ନେଇ ଆଜି ଠାରୁ ୪ ଦିନ ପାଇଁ ବ୍ରହ୍ମପୁର ସହରକୁ ସଟଡାଉନ କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ୨୭ ତାରିଖରୁ...
ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ନିୟମିତ ଟ୍ରେନ ବାତିଲ – ଭାରତୀୟ ରେଳବାଇ
ନୂଆଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) : ଭାରତୀୟ ରେଳବାଇ ଗୁରୁବାର ଦିନ ଜାରି ବିଜ୍ଞପ୍ତିରେ ଅଗଷ୍ଟ ୧୨, ୨୦୨୦ ପର୍ଯ୍ୟନ୍ତ ସମସ୍ତ ନିୟମିତ ଟ୍ରେନକୁ ବାତିଲ କରିଛି। ସମସ୍ତ ସ୍ୱତନ୍ତ୍ର ରାଜଧାନୀ, ମେଲ୍...
ଟିକଟକ ଷ୍ଟାର ସିୟା କକ୍କରଙ୍କ ଆତ୍ମହତ୍ୟା
ନୂଆ ଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ କ୍ରାଇମ ପାଟ୍ରୋଲ ଅଭିନେତ୍ରୀ ପ୍ରେମ ମେହେଟ୍ଟାଙ୍କ ମୃତ୍ୟୁର ଦୁଃଖଦ ଖବର ପରେ ମନୋରଞ୍ଜନ ଜଗତର ଅନ୍ୟ ଜଣେ...











