Home Coronavirus Outbreak ବ୍ରହ୍ମପୁର ସହର ୪ ଦିନ ସଟ୍ ଡାଉନ୍

ବ୍ରହ୍ମପୁର ସହର ୪ ଦିନ ସଟ୍ ଡାଉନ୍

203

ବ୍ରହ୍ମପୁର ୨୫-୬ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ବଢିବା ନେଇ ଆଜି ଠାରୁ ୪ ଦିନ ପାଇଁ ବ୍ରହ୍ମପୁର ସହରକୁ ସଟଡାଉନ କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପୁରା ବନ୍ଦ ରହିବ ସହର। ସହରରେ ସମସ୍ତଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା ହେବ।

ସୂଚନାଯୋଗ୍ୟଯେ, ଗଞ୍ଜାମ ଆଜି ଜିଲ୍ଲାରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଟ୍ୱିଟ କରି ସୂଚନା ଦେଇଛି। ତେବେ ଗଞ୍ଜାମ ଜିଲ୍ଲାରେ ୧୦୮୮ ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୭୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫୧ ଜଣ ସକ୍ରୀୟ ଅଛନ୍ତି। ୮ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ଚିହ୍ନଟ ହୋଇଥିବା ୫୭ ଜଣକରୋନା ଆକ୍ରାନ୍ତଙ୍କ ମଧ୍ୟରୁ

କରୋନା ଯୋଦ୍ଧା -୧୮ ଜଣ –

(ବିଏମସି -୩ଜଣ, ଭଞ୍ଜନଗର-୨ଜଣ ଜଣ, ବୁଗୁଡ଼ା -୩ଜଣ, ଛତ୍ରପୁର-୨ଜଣ, ଚିକିଟି -୧ଜଣ, ଧରାକୋଟ ୧ଜଣ, କୁକୁଡ଼ାଖଣ୍ଡି -୧ଜଣ, ପତ୍ରପୁର -୧ଜଣ, ପୋଲୋସରା -୧ଜଣ, ସାନଖେମୁଣ୍ଡି-୨ଜଣ, ଶେରଗଡ -୧)

ପ୍ରବାସ ଫେରନ୍ତା -୧୦ ଜଣ –

ସେମାନଙ୍କ ମଧ୍ୟରୁ ସୁରାଟ -୪ଜଣ, ମୁମ୍ବାଇ -୧ଜଣ, ବାଙ୍ଗାଲୋର -୩ଜଣ, ତାମିଲନାଡୁ ୧ଜଣ, କର୍ଣ୍ଣାଟକ -୧
(ବୁଗୁଡା-୨ଜଣ, ଦିଗପହଣ୍ଡି-୨ଜଣ, ପୁରୁଷୋତ୍ତମପୁର -୧ଜଣ, ରଙ୍ଗେଇଲୁଣ୍ଡା -୪ଜଣ, ଶେରଗଡ -୧)

କଣ୍ଟାକ୍ଟ କେସ୍ -୨୯ ଜଣ –

ଆସ୍କା-୩ଜଣ, ବିଇଏମ୍‌ସି-୫ଜଣ, ଭଞ୍ଜନଗର -୪ଜଣ, ବୁଗଡା -୧ଜଣ, ଚିକିଟି ୨ଜଣ, ହିଞ୍ଜିଳିକାଟୁ -୧ଜଣ, କେ-ଏସ-ନଗର -୮ଜଣ, ପତ୍ରପୁର -୧ଜଣ, ପୁରୁଷୋତ୍ତମପୁର -୧ଜଣ, ରଙ୍ଗେଇଲୁଣ୍ଡା-୨ଜଣ, ଶୋରଡ଼ା -୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.