Home Coronavirus Outbreak ରାଜ୍ୟରେ ୨୧୮ ନୂଆ କରୋନା ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?

ରାଜ୍ୟରେ ୨୧୮ ନୂଆ କରୋନା ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?

393

ଭୁବନେଶ୍ୱର ୨୬-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୨୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୦ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ନୂଆ ୨୧୮ ଆକ୍ରାନ୍ତଙ୍କ ମଧ୍ୟରୁ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧- ଖୋର୍ଦ୍ଦା ଜିଲ୍ଲାରୁ ୧୭

୨- ନବରଙ୍ଗପୁର ଜିଲ୍ଲାରୁ ୧

୩- ଗଞ୍ଜାମ ଜିଲ୍ଲାରୁ ୪୯

୪- ଅନୁଗୁଳ ଜିଲ୍ଲାରୁ ୧

୫- କଟକ ଜିଲ୍ଲାରୁ ୫

୬- ଜଗତସିଂହପୁର ଜିଲ୍ଲାରୁ ୨୯

୭- ଭଦ୍ରକ ଜିଲ୍ଲାରୁ ୨୫

୮- କନ୍ଧମାଳ ଜିଲ୍ଲା ରୁ ୧

୯- ନୂଆପଡ଼ା ଜିଲ୍ଲାରୁ ୨

୧୦- ଝାରସୁଗୁଡ଼ା ଜିଲ୍ଲାରୁ ୪

୧୧- କେନ୍ଦୁଝର ଜିଲ୍ଲାରୁ ୨

୧୨- ଯାଜପୁର ଜିଲ୍ଲାରୁ ୧

୧୩- ପୁରୀ ଜିଲ୍ଲାରୁ ୧୦

୧୪- ଗଜପତିଜିଲ୍ଲାରୁ ୨୭

୧୫- ବୌଦ୍ଦ ଜିଲ୍ଲାରୁ ୧

୧୬- ସୁନ୍ଦରଗଡ଼ ଜିଲ୍ଲାରୁ ୧୧

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ ୬

୧୮- ସମ୍ବଲପୁର ଜିଲ୍ଲାରୁ ୨

୧୯- ମୟୁରଭଞ୍ଜ ଜିଲ୍ଲାରୁ ୯

୨୦- କୋରାପୁଟ ଜିଲ୍ଲାରୁ ୧

୨୧- ବାଲେଶ୍ୱର ଜିଲ୍ଲାରୁ ୭

୨୨- NDRF କର୍ମଚାରୀ ୭

ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ ହୋଇଛି।

ଆଜି ୨୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ କୁ ବୃଦ୍ଧି ପାଇଛି।

କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ କୁ ବୃଦ୍ଧି ପାଇଛି। ୪୨୯୧ ଜଣ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଟେଷ୍ଟ ୨୪୪୫୮୮ ହୋଇଛି। କରୋନା କାରଣରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ୧୮୬୫ ଜଣ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଜିଲ୍ଲାୱାରୀ ତଥ୍ୟ –

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.