Home Tags Picturenews

Tag: picturenews

ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ କଲା ସିବିଏସଇ

0
ନୂଆଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) : ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ଏହି ପରୀକ୍ଷାଗୁଡ଼ିକ ଜୁଲାଇ ମାସ ୧ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ...

ରାଜ୍ୟରେ ୨୧୦ ନୂଆ କରୋନା ଆକ୍ରାନ୍ତ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?

0
ଭୁବନେଶ୍ୱର ୨୫-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଜିଲ୍ଲାରୁ...

ଦେଶରେ ବେକାବୁ କରୋନା: ଗୋଟିଏ ଦିନରେ ପାଖାପାଖି ୧୭ ହଜାର ଆକ୍ରାନ୍ତ -୪୧୮ ମୃତ,...

0
ନୂଆ ଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ କରୋନାର ଏକ ଲକ୍ଷ ୮୬ ହଜାର ୫୧୪ ସକ୍ରିୟ ମାମଲା ରହି ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪,୮୯୪...

ବିଶ୍ୱରେ ୯୫ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମଣ : ୪ ଲକ୍ଷ ୮୩...

0
କରୋନା ଭାଇରସ୍ ବିଶ୍ୱରେ ୨୧୩ ଟି ଦେଶରେ ବ୍ୟାପି ହୋଇସାରିଲାଣି। ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ୱାର୍ଲ୍ଡୋମିଟର ଅନୁଯାୟୀ, ସମଗ୍ର ବିଶ୍ୱରେ ୯୫ ଲକ୍ଷରୁ ଅଧିକ ଲୋକ କରୋନା...

କଂଗ୍ରେସ ସମ୍ଭାଳିବାକୁ ଅଣ୍ଟା ଭିଡ଼ିଲେଣି ରାହୁଲ – ମୋଦୀଙ୍କୁ ଘେରିବା ପାଇଁ ରାଜ୍ୟ ମୁଖ୍ୟଙ୍କ...

0
ନୂଆ ଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସ ଦାୟିତ୍ୱ ନେବାକୁ ହେଉଛନ୍ତି ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରି ରହିବା ପାଇଁ ରାଜ୍ୟ ମୁଖ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଛି।...

କୋଭିଡ-୧୯ ଦ୍ୱାରା ପ୍ରଭାବିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପୁନର୍ବାର କାରବାର ଆରମ୍ଭ କରିବା ପାଇଁ ‘ଶିଶୁଋଣ’...

0
‘ଶିଶୁଋଣ’ ହିତାଧିକାରୀଙ୍କ ପାଇଁ ୨ ପ୍ରତିଶତ ସୁଧ ରିଆତି - ଉପଯୁକ୍ତ ସମୟରେ ଋଣ ପରିଶୋଧ କଲେ ୧୨ ମାସ ପାଇଁ ରିହାତି ସୁବିଧା ମିଳିବ: ନିୟମିତ ପରିଶୋଧକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ...

୩୧ ଜୁଲାଇ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଲକ୍‌ଡାଉନ୍

0
କୋଲକାତା ୨୪-୬ (ଓଡ଼ିଆ ପୁଅ) କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ରାଜ୍ୟରେ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ...

ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣା: ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟିଲା...

0
ଭୁବନେଶ୍ୱର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧୀ ଦଳ। ବିଜେପି ପକ୍ଷରୁ କୁହାଯାଇଛି, ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ...

ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳ ଏକାଠି ହେଲେ ଜୁନ୍ ୨୬ ରେ ରାଜ୍ୟସ୍ତରୀୟ...

0
ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସଭାକକ୍ଷରେ ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳ ଏକ ବୈଠକରେ ମିଳିତ ହୋଇ ଆସନ୍ତା ଜୁନ୍ ୨୬...

କରୋନା ନେଲା ବିଧାୟକଙ୍କ ଜୀବନ – ତୃଣମୂଳ କଂଗ୍ରେସ ବିଧାୟକ ତମୋନାଶ ଘୋଷଙ୍କର ପରଲୋକ

0
କୋଲକାତା ୨୪-୬ (ଓଡ଼ିଆ ପୁଅ) ମେ ମାସରେ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହୋଇଥିବା ତୃଣମୂଳ କଂଗ୍ରେସ (TMC) ବିଧାୟକ ତମୋନାଶ ଘୋଷଙ୍କର ବୁଧବାରଦିନ ଦେହାନ୍ତ ହୋଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଘୋଷ...

ଅଗଷ୍ଟ ପର୍ଯ୍ୟନ୍ତ ସାଧାରଣ ଟ୍ରେନ୍ ଚାଲିବ ନାହିଁ – ରେଳ ସର୍କୁଲାରରୁ ସଂକେତ

0
ନୂଆଦିଲ୍ଲୀ ୨୪-୬ (ଓଡ଼ିଆ ପୁଅ) ଦିନକୁ ଦିନ କରୋନା ଭାଇରସ୍ ଭୟଙ୍କର ଭାବରେ ବଢ଼ିବାରେ ଲାଗିଛି। ଅବଶ୍ୟ ଅନେକ ଇତି ମଧ୍ୟରେ ଆରୋଗ୍ୟ ହେଉଛନ୍ତି। ଅନେକଙ୍କର ମୃତ୍ୟୁ ମଧ୍ୟ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ...

ରାଜ୍ୟରେ ଆଜିର କରୋନା ସଦ୍ୟତମ ସୂଚନା – ଜାଣନ୍ତୁ ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ

0
ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ଜିଲ୍ଲାରୁ...

ଦେଶରେ ଗତ ୨୪ ଘଣ୍ଟାରେ ୧୫୯୬୮ ଟି ନୂଆ ଆକ୍ରାନ୍ତ, ୪୬୫ ମୃତ, ମୋଟ...

0
ନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ଦେଶରେ ମୋଟ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ଚାରି ଲକ୍ଷ ୫୬ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୬ ହଜାର...

ଆଲ ସଖି ଆପଣା ମହତ ଆପେ ରଖି; ଚକାଆଖି ସବୁ ଦେଖୁଛି ..

0
ଭୁବନେଶ୍ୱର: ରଥଯାତ୍ରା ହେଲା। ବଡ଼ ଦାଣ୍ଡରେ ଗଡ଼ିଲା ତିନି ରଥ। ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ କିଛି କଟକଣା ଭିତରେ ଆୟୋଜିତ ହେଲା ରଥଯାତ୍ରା। ସୁପ୍ରିମକୋର୍ଟର ଯେଉଁ ତିନି ଜଣିଆ ଖଣ୍ଡପୀଠ...

ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀକୁ ବିମାନ ସେବା ପାଇଁ “ଦ୍ୱିପାକ୍ଷିକ ଚୁକ୍ତି” ଉପରେ ବିଚାର...

0
ନୂଆଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) : ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ସହିତ ଭାରତ ଏକ “ଦ୍ୱିପାକ୍ଷିକ ଚୁକ୍ତି” ଉପରେ ବିଚାର କରୁଛି ଯାହା ଭାରତ। ଏହା ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ...

୨୦୧୭ ରେ PPP ଆଧାରରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି

0
ନୂଆଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) : ୨୦୧୭ ପାଇଁ ପରଚେଜିଂ ପାୱାର ପ୍ୟାରିଟି (ପିପିପି) ଦୃଷ୍ଟିରୁ ଚୀନ୍ ଏବଂ ଆମେରିକା ପରେ ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଭାରତ ନିଜର ସ୍ଥିତିକୁ ବଜାୟ...

ବିନା ଭକ୍ତରେ ବଡଦାଣ୍ଡରେ ଗଡିଲା ତିନି ରଥ – ପ୍ରତି ରଥକୁ ଟାଣିଲେ ସେବାୟତ...

0
ପୁରୀ, ୨୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଉଚ୍ଚନ୍ୟାୟାଳୟ ୧୮ ତାରିଖ ଦିନ ରଥଯାତ୍ରା ବନ୍ଦ ନିର୍ଦେଶ ଦେବା ପରେ ବିଭିନ୍ନ ମହଲରେ ଆଶା ଓ ଆଶଙ୍କା ଖେଳିଯାଇଥିଲା। ଲୀଳାମୟ ଇଛାମୟ ଠାକୁର...

ରାଜ୍ୟରେ କରୋନା କାରଣରୁ ୧୭ ମୃତ, ଅନ୍ୟ କାରଣରୁ ୭ ମୃତ – ଜାଣନ୍ତୁ,...

0
ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୨ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ...

କଂଗ୍ରେସ ଭବନରେ ଦୁଇ ଗୋଷ୍ଠି ମୁଁହାମୁହିଁ

0
ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ) : କଂଗ୍ରେସ ଭବନରେ ଦୁଇ ଯୁବ ଗୋଷ୍ଠୀ ମୁହାଁମୁହିଁ। ଯୁବ କଂଗ୍ରସର ନୂଆ ସଭାପତି ସ୍ମୃତି ଲେଙ୍କାଙ୍କ ସଭାପତି ହେବା ଏବଂ ତାଙ୍କର ଯୋଗଦାନକୁ ନେଇ ଦୁଇ...

CBSE ଜୁନ୍ ୨୫ ରେ ଅବଶିଷ୍ଟ ପରୀକ୍ଷା ଉପରେ ନିଷ୍ପତ୍ତି ନେବ – ICSE...

0
CBSE ଜୁନ୍ ୨୫ ରେ ଅବଶିଷ୍ଟ ପରୀକ୍ଷା ଉପରେ ନିଷ୍ପତ୍ତି ନେବ - ICSE ମାନିବ CBSE ନିଷ୍ପତ୍ତିନୂଆ ଦିଲ୍ଲୀ ୨୩-୬ (ଓଡ଼ିଆ ପୁଅ) ଅବଶିଷ୍ଟ CBSE ପରୀକ୍ଷା ଜୁଲାଇ ୨ ରୁ...