Tag: picturenews
ଯାନ ପଞ୍ଜୀକରଣ ଡକ୍ୟୁମେଣ୍ଟରେ ମାଲିକାନା ବିବରଣୀ ପାଇଁ ବିଜ୍ଞପ୍ତି ଉପରେ ସରକାର ଲୋଡ଼ିଲେ ପରାମର୍ଶ
ନୂଆଦିଲ୍ଲୀ, ଅଗଷ୍ଟ ୨୧ (ଓଡ଼ିଆ ପୁଅ) ଗୁରୁବାର ଦିନ ସରକାର କହିଛନ୍ତି ଯେ, ଯାନ ପଞ୍ଜୀକରଣ ଡକ୍ୟୁମେଣ୍ଟରେ ମୋଟର ଯାନର ମାଲିକାନା ପ୍ରକାରକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ପାଇଁ ଏକ ଡ୍ରାଫ୍ଟ...
ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଜାରୀ
ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ବିହାର ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଜାରୀ କରିଛନ୍ତି। ନିର୍ବାଚନ ଆୟୋଗ କରୋନାକୁ ଦୃଷ୍ଟିରେ ରଖି ନୂତନ ନିର୍ଦ୍ଦେଶାବଳୀ ଜାରି...
ଭାରତରେ COVID-19 ଟିକା ଆସିଲେ, ପ୍ରଥମେ କାହାକୁ ଦିଆଯିବ ?
ନୂଆ ଦିଲ୍ଲୀ - ଅଗଷ୍ଟ, ୨୧ (ଓଡ଼ିଆ ପୁଅ) ଭାରତରେ COVID-୧୯ ଟିକା ଆସିଲେ, ପ୍ରଥମ ସ୍ଲଟ କାହାକୁ ଦିଆଯିବ । ଏପରି ପ୍ରଶ୍ନ ନିଶ୍ଚିତ ଆପଣଙ୍କର ମନରେ ଆସୁଥିବ।
ତେବେ ଆହୁରି ଅନେକ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୨୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୨,୭୧୮ କୁ ବୃଦ୍ଧି ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ...
ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୯୦ କୁ...
ଭୁବନେଶ୍ୱର ୨୧-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୯୦ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।ଅନୁଗୁଳ ଜିଲ୍ଲାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୯୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୨୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୨,୭୧୮ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ଦିନକୁ କେବଳ ୧୦୦ ଟଙ୍କା ସଞ୍ଚୟ କରି ଏଠାରେ ବିନିଯୋଗ କରନ୍ତୁ, ୧୫ ବର୍ଷରେ...
ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ଯଦି ଆପଣ ନିଜ ପିଲାଙ୍କ ନାମରେ ଦୈନିକ ୧୦୦ ଟଙ୍କା ଶୃଙ୍ଖଳିତ ଢଙ୍ଗରେ ସଞ୍ଚୟ କରନ୍ତି, ତେବେ ମାତ୍ର ୧୫ ବର୍ଷ ମଧ୍ୟରେ ଏହା ଆପଣଙ୍କୁ...
ଦେଶରେ ୬୮, ୮୯୮ ନୂଆ କରୋନା ଆକ୍ରାନ୍ତ, ୯୮୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୪,...
ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୮, ୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୮୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
ବାଲି ତୃତୀୟା: ଶିବଙ୍କୁ ପାଇବା ଲାଗି ପାର୍ବତୀ କରିଥିଲେ କଠୋର ତପସ୍ୟା ..
।| ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତତଂ ନମଃ।
ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ |।
ଆଜି ବାଲି ତୃତୀୟା, ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ...
ଅଷ୍ଟ ବିନାୟକ : ଜାଣନ୍ତୁ କେଉଁସବୁ ସ୍ଥାନରେ ରହିଛି ଏହିସବୁ ମନ୍ଦିର ଏବଂ କିପରି...
ମହାରାଷ୍ଟ୍ରରେ ଗଣେଶଙ୍କର ପୂଜା ବଡ଼ ଧୂମଧାମରେ ପାଳନ କରାଯାଏ। ମହାରାଷ୍ଟ୍ରରେ ହିନ୍ଦୁମାନେ ଅଷ୍ଟ ବିନାୟକଙ୍କର ଦର୍ଶନ କରିଥାନ୍ତି। ଅଷ୍ଟ ବିନାୟକ ଦର୍ଶନ କରିବାର ଏକ ନିୟମ ମଧ୍ୟ ରହିଛି। ଏହି ଅଷ୍ଟ ବିନାୟକ...
ନୟାଗଡ଼ରେ ଏକାଦିନକେ ୨୩୨ ଆକ୍ରାନ୍ତ, ଜଣେ ଡାକ୍ତର ମୃତ, ଗୋପୀନାଥପୁର ଗାଁ ୭ ଦିିନିଆ...
ନୟାଗଡ଼, ୨୦ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ସଂକ୍ରମଣକୁ ନେଇ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଏକାଦିନରେ ୨୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ୧୬୫୬...
ପାଣି ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଉଭୟ ପକ୍ଷରୁ ଥାନାରେ ଏତଲା
ଯୋଡା, ୨୦/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଠାରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ଦେଖାଦେଇ ଉଭୟ ପକ୍ଷରୁ ପୃଥକ ମାମଲା...
ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିରେ ଡିସେମ୍ବର ଶେଷ ସୁଦ୍ଧା ୫୦, ୦୦୦ ନିଯୁକ୍ତି ସୁଯୋଗ
ନୂଆ ଦିଲ୍ଲୀ ୨୦ ଅଗଷ୍ଟ (ଓଡ଼ିଆ ପୁଅ) କରୋନା ମହାମାରୀ କରାଣରୁ ମାର୍ଚ୍ଚ ଶୋଷ ସପ୍ତାହରୁ ଆରମ୍ଭ ହୋଇଥିବା ତାଲାବନ୍ଦ ଅନେକ ଲୋକଙ୍କୁ ଚାକିରିରୁ ଛଟେଇ କରିଥିଲା। ଅର୍ଥନୀତିରେ ବ୍ୟାପକ ଚାକିରୀ କ୍ଷତି...
କୋଭିଡ୍ କଟକଣା: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ସମାରୋହ ବନ୍ଦ୍
ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଗଣେଶ ପୂଜା। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗଣେଶ ପୂଜା ଓଡ଼ିଶା ପ୍ରସିଦ୍ଧ। ଜଟଣୀରେ ପ୍ରାୟ ଦୁଇ ଶହ ବର୍ଷ ହେବ ପାରମ୍ପରିକ ରୀତିନୀତିରେ ବିଭିନ୍ନ ପୂଜା...
ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ବିଷୟରେ ସମ୍ପୂର୍ଣ୍ଣ ଜାଣନ୍ତୁ : ନିଯୁକ୍ତି ପ୍ରକ୍ରିୟାରେ ଆସିବ...
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଏକକ ଯୋଗ୍ୟତା ପରୀକ୍ଷା (ସିଇଟି) ଆୟୋଜନ ନିମନ୍ତେ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ତେବେ ଜାତୀୟ ନିଯୁକ୍ତି ସଂସ୍ଥା...
ବାସ୍ତୁ ଶାସ୍ତ୍ରରେ ଶ୍ରୀ ଗଣେଶ: ଜାଣନ୍ତୁ; କିଛି ନିୟମ ..
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ।
ନିର୍ବିଘ୍ନମ୍ କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା |।
ଶ୍ରୀ ଗଣେଶ ବିଘ୍ନନାଶ, ଅଗ୍ରପୂଜ୍ୟ। ନୂତନ ଘର ପ୍ରବେଶ ହେଉ ଅବା ଶୁଭକାର୍ଯ୍ୟ, ସର୍ବ ପ୍ରଥମେ ପୂଜା ପାଆନ୍ତି ଶ୍ରୀ ଗଣେଶ।...
Gmail down – ଇମେଲ ପଠାଇବା ଏବଂ ଫାଇଲ ଆଟାଚ୍ କରି ହେଉନାହିଁ
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) Gmail down - ଇମେଲ ପଠାଇବା ଏବଂ ଫାଇଲ ଆଟାଚ୍ କରି ହେଉନାହିଁ ବୋଲି ଏକ ରିପୋର୍ଟରୁ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଗୁଗୁଲ ଏହା...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ନୂଆ ଆକ୍ରାନ୍ତ, ୮ ମୃତ, ଖୋର୍ଦ୍ଧା ଜିଲ୍ଲାରୁ...
ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୦୦୨୦ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୪...
ରାଜ୍ୟରେ ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୮୦ କୁ...
ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୮ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୮୦ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।କଟକ ଜିଲ୍ଲାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୦୦୨୦ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
















