Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୯୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୭୨,୭୧୮...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୯୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୭୨,୭୧୮ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

262

ଭୁବନେଶ୍ୱର ୨୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୨,୭୧୮ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୭୫ 

– ନୂଆ ଆକ୍ରାନ୍ତ: ୨୬୯୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୬୭୫
– ସ୍ଥାନୀୟ ଅଞ୍ଚଳରୁ୧୦୨୩

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୨୯
୨- ବାଲେଶ୍ୱର ଜିଲ୍ଲାରୁ – ୧୦୨
୩- ବରଗଡ଼ ଜିଲ୍ଲାରୁ – ୫୬
୪- ଭଦ୍ରକ ଜିଲ୍ଲାରୁ – ୮୯
୫- ବଲାଙ୍ଗୀର ଜିଲ୍ଲାରୁ – ୭୧
୬- ବୌଦ୍ଦ ଜିଲ୍ଲାରୁ – ୧୧
୭- କଟକ ଜିଲ୍ଲାରୁ – ୨୦୭
୮- ଦେବଗଡ଼ ଜିଲ୍ଲାରୁ – ୨
୯- ଢେଙ୍କାନାଳ ଜିଲ୍ଲାରୁ – ୨୭
୧୦- ଗଜପତି ଜିଲ୍ଲାରୁ – ୫୮
୧୧- ଗଞ୍ଜାମ ଜିଲ୍ଲାରୁ – ୧୬୨
୧୨- ଜଗତସିଂହପୁର ଜିଲ୍ଲାରୁ – ୨୧
୧୩- ଯାଜପୁର ଜିଲ୍ଲାରୁ – ୮୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭୨
୧୫- କଳାହାଣ୍ଡି ଜିଲ୍ଲାରୁ – ୪୯
୧୬- କନ୍ଧମାଳ ଜିଲ୍ଲାରୁ – ୮୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୯
୧୮- କେନ୍ଦୁଝର ଜିଲ୍ଲାରୁ – ୨୧
୧୯- – ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୭୫ 
୨୦- କୋରାପୁଟ ଜିଲ୍ଲାରୁ – ୧୪୬
୨୧- ମାଲକାନଗିରି : ୮୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୮
୨୩- ନବରଙ୍ଗପୁର ଜିଲ୍ଲାରେ: ୯୧
୨୪- ନୟାଗଡ଼ ଜିଲ୍ଲାରୁ – ୯୪
୨୫- ନୂଆପଡ଼ା ଜିଲ୍ଲାରୁ – ୩
୨୬- ପୁରୀ ଜିଲ୍ଲାରୁ – ୮୭
୨୭- ରାୟଗଡ଼ା ଜିଲ୍ଲାରୁ – ୧୫୪
୨୮- ସମ୍ବଲପୁର ଜିଲ୍ଲାରୁ – ୭୮
୨୯- ସୋନପୁର ଜିଲ୍ଲାରୁ – ୩୧
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୩


– ନୂଆ ସୁସ୍ଥ ହୋଇଥିଲେ୧୬୪୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୧, ୭୨, ୪୨୬
– ମୋଟ ଆକ୍ରାନ୍ତ ୭୨୭୧୮
– ମୋଟ ସୁସ୍ଥ ହେଲେଣି ୪୮୫୭୬
– ସକ୍ରୀୟ ଆକ୍ରାନ୍ତ – ୨୩୬୯୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.