Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୭୦୦୨୦...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୭୦୦୨୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

207

ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୦୦୨୦ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୨୪

– ନୂଆ ଆକ୍ରାନ୍ତ: ୨୮୯୮

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୭୯୨

– ସ୍ଥାନୀୟ ଅଞ୍ଚଳରୁ୧୧୦୬

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୬

୨- ବାଲେଶ୍ୱର ଜିଲ୍ଲାରୁ –  ୧୪୦

୩- ବରଗଡ଼ ଜିଲ୍ଲାରୁ –  ୯

୪- ଭଦ୍ରକ ଜିଲ୍ଲାରୁ –  ୧୦୭

୫- ବଲାଙ୍ଗୀର ଜିଲ୍ଲାରୁ –  ୧୭୩

୬- ବୌଦ୍ଦ ଜିଲ୍ଲାରୁ –  ୧

୭- କଟକ ଜିଲ୍ଲାରୁ –  ୨୪୧

୮- ଦେବଗଡ଼ ଜିଲ୍ଲାରୁ –  ୩

୯- ଢେଙ୍କାନାଳ ଜିଲ୍ଲାରୁ –  ୪୪

୧୦- ଗଜପତି ଜିଲ୍ଲାରୁ –  ୫୩

୧୧- ଗଞ୍ଜାମ ଜିଲ୍ଲାରୁ –  ୨୨୬

୧୨- ଜଗତସିଂହପୁର ଜିଲ୍ଲାରୁ –  ୮୪

୧୩- ଯାଜପୁର ଜିଲ୍ଲାରୁ –  ୬୯

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୪୯

୧୫- କଳାହାଣ୍ଡି ଜିଲ୍ଲାରୁ –  ୭୬

୧୬- କନ୍ଧମାଳ ଜିଲ୍ଲାରୁ –  ୬୩

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୭

୧୮- କେନ୍ଦୁଝର ଜିଲ୍ଲାରୁ –  ୩୫

୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୨୪

୨୦- କୋରାପୁଟ ଜିଲ୍ଲାରୁ –  ୧୩୨

୨୧- ମାଲକାନଗିରି : ୫୬

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୫୩

୨୩- ନବରଙ୍ଗପୁର ଜିଲ୍ଲାରେ: ୩୭

୨୪- ନୟାଗଡ଼ ଜିଲ୍ଲାରୁ –  ୨୩୨

୨୫- ନୂଆପଡ଼ା ଜିଲ୍ଲାରୁ –  ୮

୨୬- ପୁରୀ ଜିଲ୍ଲାରୁ –  ୧୦୪

୨୭- ରାୟଗଡ଼ା ଜିଲ୍ଲାରୁ –  ୧୦୫

୨୮- ସମ୍ବଲପୁର ଜିଲ୍ଲାରୁ –  ୭୭

୨୯- ସୋନପୁର ଜିଲ୍ଲାରୁ –  ୨୩

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୦୧

– ନୂଆ ସୁସ୍ଥ ହୋଇଥିଲେ୧୬୨୧

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୧, ୧୫, ୯୪୭

– ମୋଟ ଆକ୍ରାନ୍ତ ୭୦୦୨୦

– ମୋଟ ସୁସ୍ଛ ହୋଲେଣି ୪୬୯୩୫

– ସକ୍ରୀୟ ଆକ୍ରାନ୍ତ –  ୨୨୬୫୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.