Tag: picturenews
ବଜାରରୁ ନିଖୋଜ ହୋଇ ଯାଇଥିଲେ ୨ ନାବାଳିକା; ୨୪ ଘଣ୍ଟା ଭିତରେ ଉଦ୍ଧାର କଲା...
ଭୁବନେଶ୍ୱର/ରାୟଗଡ଼ା: ରାୟଗଡ଼ା ପୋଲିସକୁ ଏକ ବଡ଼ ସଫଳତା ମିଳିଛି।ଦୁଇ ଜଣ ନିଖୋଜ ନାବାଳିକାଙ୍କୁ ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କରି ପାରିଛି ରାୟଗଡ଼ା, ଟିକିରି ପୋଲିସ।୨୨ ତାରିଖ ରବିବାର ଦିନ ଟିକିରି ବଜାରରୁ...
ଚାକିରିର ୭ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦% ବର୍ଦ୍ଧିତ ପେନସନ
- ସିସିଏସ ପେନସନ ନିୟମାବଳୀ, ୧୯୭୨ରେ ସଂଶୋଧନ
- ୧ ଅକ୍ଟୋବର, ୨୦୧୯ରୁ ଲାଗୁ ହେବ ନୂଆ ନିୟମ
ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ...
କ୍ରମାଗତ ୭ମ ଦିନ ବଢ଼ିଲା ତୈଳ ଦର
ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ପେଟ୍ରୋଲ-ଡିଜେଲର ଦରରେ ଲାଗିଛି ନିଆଁ ! କ୍ରମାଗତଭାବେ ସପ୍ତମ ଦିନ ବଢ଼ିଛି ତୈଳ ଦର।
ପେଟ୍ରୋଲ-ଡିଜେଲର ଦର ଆଜି ପୁଣି ବଢ଼ିଛି। ସୋମବାରଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର...
ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ ମୋଦି ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ...
କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
- ମୋଦି ସରକାରଙ୍କ ପଦକ୍ଷେପ ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ବିଶିଷ୍ଟ କରିବାରେ ସହାୟକ ହେବ ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ
- ଏହି ପଦକ୍ଷେପର ପ୍ରଭାବ...
ନୂଆ ଏକ ଛାତ୍ର ସଙ୍ଗଠନର ଅଭ୍ୟୁଦୟ
ଭୁବନେଶ୍ୱର: ମୁଣ୍ଡ ଟେକୁଛି ନୂଆ ଏକ ହିନ୍ଦୁବାଦୀ ଛାତ୍ର ସଙ୍ଗଠନ।ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ଶିବ ସେନାର ବିଦ୍ୟାର୍ଥୀ ଶାଖା ରାଷ୍ଟ୍ରବାଦୀ, ହିନ୍ଦୁବାଦୀ ଛାତ୍ର ସଙ୍ଗଠନ ଭାବରେ ଉଭା...
କାଶ୍ମିରୀବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ୧୩୦କୋଟି ଭାରତୀୟଙ୍କ ଦାୟୀତ୍ୱ :ଗଜେନ୍ଦ୍ର ସିଂହ ଶେଖାୱତ...
- ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତି
- ମୋଦି ସରକାର କାଶ୍ମିରୀର ବିକାଶ ଲାଗି ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି
- ଦେଶର ୩୫ଟି ପ୍ରମୁଖ...
ଅକ୍ଟୋବର ୨୧ରେ ବିଜେପୁର ଉପ ନିର୍ବାଚନ
ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ବିଜେପୁର ସମେତ ଦେଶର ୬୪ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୧ ତାରିଖରେ...
ଭଞ୍ଜ ବିହାରରେ ଅଶାନ୍ତି: ଛାତ୍ର – ଅଣଛାତ୍ର ସଙ୍ଘର୍ଷ
ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଭଞ୍ଜ ବିହାର ପରିସରରେ ଶୁକ୍ରବାର ଅପରାହ୍ନରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଅଣ ଛାତ୍ର ଆହତ ହୋଇଛନ୍ତି।ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ...
ବିନା ହେଲମେଟରେ ବସ୍ ଚଲାଉଥିବା ଡ୍ରାଇଭରକୁ ୫୦୦ ଟଙ୍କା ଫାଇନ୍!
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡ଼ା ଅଞ୍ଚଳରେ ହେଲମେଟ୍ ନ'ପିନ୍ଧି ବସ୍ ଚଲାଉଥିବା ଜଣେ ଡ୍ରାଇଭରଙ୍କ ଉପରେ ୫୦୦ ଟଙ୍କାର ଚାଲାଣ କଟାଯିବା ପରି ଏକ ଅଜବ ଅଭିଯୋଗ ହୋଇଛି।ବସ ମାଲିକ ନିରଙ୍କର ସିଂହ ଅଭିଯୋଗ...
“କହୋ ନାଁ ପ୍ୟାର ହେ” ୨୦ ବର୍ଷର ଶ୍ରେଷ୍ଠ ଫିଲ୍ମ
ମୁମ୍ବାଇ: ଆଇଫା ୨୦୧୯ ପକ୍ଷରୁ ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଫିଲ୍ମ "କହୋ ନାଁ ପ୍ୟାର ହେ" କୁ ଗତ ୨୦ ବର୍ଷ ଭିତରର ସର୍ବଶ୍ରେଷ୍ଠ ଫିଲ୍ମର ଆୱାର୍ଡ ମିଳିଛି।ସୂଚନାଯୋଗ୍ୟ ଯେ ଏହି ଫିଲ୍ମଟିରେ...
ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଭଦ୍ର ଶବ୍ଦ ରାଷ୍ଟ୍ରଦ୍ରୋହ ନୁହେଁ!
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଭଦ୍ର ଶବ୍ଦ ରାଷ୍ଟ୍ରଦ୍ରୋହ ନୁହେଁ।ଦିଲ୍ଲୀ ପୋଲିସ ଦିଲ୍ଲୀର ଏକ ଅଦାଲତରେ କହିଛି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭଦ୍ର ଶବ୍ଦ ପ୍ରୟୋଗ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪ (କ)/୧୫୩ ଅନୁଯାୟୀ...
ବିଶେଷ ସୂଚନା: ମଦୁଆଙ୍କୁ ମିଳିବନି ପାର୍ଟି ଟିକେଟ!
ନୂଆଦିଲ୍ଲୀ: ମଦ ପିଉଥିଲେ ମିଳିବନି ପାର୍ଟି ଟିକେଟ।ଏପରି ଘୋଷଣା କରିଛି କଂଗ୍ରେସ।ହରିୟାଣାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସରୁ ଟିକେଟ ପାଇବାକୁ ହେଲେ ଆବେଦନ ପତ୍ରରେ ନେତାଙ୍କୁ ଘୋଷଣା କରିବାକୁ...
ସ୍ପା ସେଣ୍ଟରରୁ ମହିଳା ଆୟୋଗ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ!
ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲୀବାୱାଲଙ୍କୁ ହତ୍ୟା ଧମକ ମିଳିଛି।ଏ' ନେଇ ସ୍ୱାତୀ ଦିଲ୍ଲୀ ପୋଲିସ କମିଶନରଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି।ସ୍ୱାତୀ କହିଛନ୍ତି ଦିଲ୍ଲୀରେ ସ୍ପା ସେଣ୍ଟର ଏବଂ...
ଜିଏସଟି (GST) କାଉନସିଲ୍ ରେ ବଡ଼ ନିଷ୍ପତି : ଜାଣନ୍ତୁ କାହା ଉପରେ କମିଲା...
ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) ଜିଏସଟି (GST) କାଉନସିଲର ୩୭ତମ ବୈଠକ ପରେ ବିଭିନ୍ନ ବସ୍ତୁ ଏବଂ ସେବାଗୁଡ଼ିକ ଉପରେ ନୂଆ ଦରର ଘୋଷଣା କରାଯାଇଛି।
ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଛନ୍ତି କି...
ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!
ନୂଆଦିଲ୍ଲୀ: ପାକିସ୍ଥାନର ଦୋମୁହାଁ ଚରିତ୍ର ସବୁବେଳେ ସାମନାକୁ ଆସିଥାଏ।ଏବେ ଏକ ଘଟଣା ପାକିସ୍ଥାନରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ମାନବାଧିକାର ଉଲ୍ଲଂଘନର ପ୍ରମାଣ ଦେଉଛି।ଗୁଲାଲାଇ ଇସ୍ମାଇଲ ନାମକ ଜଣେ ମହିଳା ମାନବାଧିକାର...
ଏହା କ’ଣ ପ୍ରମିଳା ବିଶୋଇଙ୍କ ଲେଖା ?
ଭୁବନେଶ୍ୱର: ଆସ୍କା ସାଂସଦ ପ୍ରମିଳା ବିଶୋଇଙ୍କର ଏକ ଲେଖା ବୋଲି ଦାବି କରି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଲେଖାଟି ପ୍ରମିଳା ବିଶୋଇଙ୍କର, ଆଉ ଜଣେ ସାଂସଦ କିପରି ଲେଖନ୍ତି କହି...
କଣ୍ଡୋମ୍ ନଥିଲା କ୍ୟାବରେ, କଟିଲା ଚାଲାଣ !
ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) : କ୍ୟାବ ଡ୍ରାଇବର ପାଖରେ କଣ୍ଡୋମ ନଥିବାରୁ କଟିଲା ଚାଲାଣ। ଶୁଣିଲେ ଆପଣଙ୍କୁ ମଧ୍ୟ ଆଶ୍ଟର୍ଯ୍ୟ ଲାଗୁଥିବ। ନୂଆ ମୋଟର ଯାନ ଆଇନ ଲାଗୁ ହେବା...
ଘରୋଇ କମ୍ପାନୀଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କର ପୂଜାଭେଟି : କର୍ପୋରେଟ ଟ୍ୟାକ୍ସଦର ୩୦% ରୁ...
- ସରକାର ଘରୋଇ କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ ଟ୍ୟାକ୍ସଦର ୩୦% ରୁ କମହୋଇ ୨୨% ହେଲା, ସେଂସେକ୍ସରେ ୧୬୦୦ ଅଙ୍କର ବୃଦ୍ଧି
- ଗତ ୨୮ ଦିନମଧ୍ୟରେ ଏହା ପଞ୍ଚମ ଘଟଣା : ଅର୍ଥ...
ମୋଦୀ କହିଥିଲେ, ସୁବାସ କହିଲେ; ଯାହା ଓଡ଼ିଶା କହୁଛି!
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କୁ ଦାୟିତ୍ୱ ମିଳିବା ପରେ ଏକ ଘରୋଇ ଟିଭି ଚ୍ୟାନେଲରେ ନିଜର ପ୍ରତିକ୍ରିୟା ଦେବା ବେଳେ ସୁବାସ ଏପରି ଏକ କଥା କହିଛନ୍ତି,...
ଯୌନ ଶୋଷଣ ଘଟଣା : ପୂର୍ବତନ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ ସ୍ଵାମୀ ଚିନ୍ମୟାନନ୍ଦ ଗିରଫ
ଶାହଜହାଁପୁର ୨୦-୯ (ଓଡ଼ିଆ ପୁଅ) ଆଇନ୍ ଅଧ୍ୟୟନ କରୁଥିବା ଛାତ୍ରୀ (Law Student) ସହିତ ଯୌନ ଶୋଷଣ ମାମଲାରେ ଶୁକ୍ରବାରଦିନ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ପୂର୍ବତନ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ ସ୍ଵାମୀ...







