Tag: picturenews
କରୋନା ଭାଇରସ୍ ରେ ଚୀନରେ ଏପର୍ଯ୍ୟନ୍ତ ୩୬୧ ଲୋକମାନଙ୍କର ମୃତ୍ୟୁ, ମୃତଶରୀରକୁ ତୁରନ୍ତ ଅନ୍ତିମ...
ନୂଆ ଦିଲ୍ଲୀ ୩-୨ (ଓଡ଼ିଆ ପୁଅ) କରୋନା ଭାଇରସ୍ ର ସଂକ୍ରମଣକୁ ଦେଖି ଚୀନ ର ବିଦେଶ ମନ୍ତ୍ରଣାଳୟ ନିଜର ଦୈନିକ ପ୍ରେସ କନ୍ଫ୍ରୈଂସକୁ ମଧ୍ୟ ଅନଲାଇନ କରିବାକୁ ନିଷ୍ପତି ନେଇଛି। ମନ୍ତ୍ରଣାଳୟ...
କଂଗ୍ରେସ ଅଧ୍ୟକ୍ଷା ସୋନିଆଁ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି
ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆଁ ଗାନ୍ଧୀ ଅସ୍ୱସ୍ଥ। ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଖବର ଅନୁଯାୟୀ ତାଙ୍କୁ ରୁଟିନ ଚେକଅପ ପାଇଁ...
ନିର୍ଭୟା ମାମଲା : ଦିଲ୍ଲୀ ହାଇକୋର୍ଟରେ ଫାଶୀ ଉପରେ ଶୁଣାଣି ଶେଷ – ରାୟ...
ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଚାରି ଦୋଷୀମାନଙ୍କର ପାଶୀ ଦଣ୍ଡ ଉପରେ ଲାଗିଥିବା ରୋକକୁ ଚ୍ୟାଲେଞ୍ଜ କରାଯାଇଥିବା କେନ୍ଦ୍ରର ଯାଚିକା...
କରୋନା ଭାଇରସ୍ : ଚୀନ ନାଗରିକ ଏବଂ ବିଦେଶୀମାନଙ୍କ ପାଇଁ ଭାରତ ଇ-ଭିସା ସୁବିଧା...
ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ଚୀନ ନାଗରିକ ଏବଂ ବିଦେଶୀମାନଙ୍କପାଇଁ ଭାରତ ନିଳମ୍ବିତ କରିଛି ଇ-ଭିସା ସୁବିଧା। କରୋନା ଭାଇରସ୍ ରେ ୧୪,୫୬୨ ଲୋକ ସଂକ୍ରମିତ ହେବାର ପୁଷ୍ଟି ହୋଇଛି।
ଭାରତ ଦ୍ୱିତୀୟ...
ନ୍ୟୁଜିଲ୍ୟାଣ୍ଡକୁ ୭ ରନ୍ ରେ ହରାଇଲା ଭାରତ ୫-୦ ରେ ସିରିଜ୍ ଜୀତିଲା
ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) ଭାରତ ପଞ୍ଚମ ଏବଂ ଅନ୍ତିମ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ସାତ ରନରେ ହରାଇ ପାଞ୍ଚଟି ମ୍ୟାଚର ସିରିଜ୍ ରେ ୫-୦ ରେ...
ଭାରତରେ କରୋନା ଭାଇରସ୍ ର ଦ୍ୱିତୀୟ ରୋଗୀ – ଜାଣନ୍ତୁ ଏହି ପ୍ରଦେଶରେ
ନୂଆଦିଲ୍ଲୀ ୨-୨ (ଓଡ଼ିଆ ପୁଅ) କେରଳରେ ରବିବାରଦିନ (୨ ଫେବୃଆରି)ରେ କରୋନା ଭାଇରସ୍ ର ଦ୍ୱିତୀୟ ମାମଲା ସାମନାକୁ ଆସିଛି। ରୋଗୀ ଜଣକ ଚୀନରୁ ଭାରତ ଆସିଛି। ରୋଗୀକୁ ହସ୍ପିଟାଲରେ ନିରୀକ୍ଷଣରେ ଅଲଗା...
କେନ୍ଦ୍ରୀୟ ବଜେଟ ୨୦୨୦-୨୧ର ମୁଖ୍ୟାଂଶ
- ଆୟ- ୨୨.୪୬ ଲକ୍ଷ କୋଟି ଟଙ୍କା
- ବ୍ୟୟ-୩୦.୪୨ ଲକ୍ଷ କୋଟି ଟଙ୍କା
- ଜିଡିପି ଅଭିବୃଦ୍ଧି ୧୦% ରହିବା ଅନୁମାନ
- ବିତିୟ ନିଅଂଟ ୩.୫%
ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଏକବିଂଶ...
ନିର୍ଭୟା ଗ୍ୟାଙ୍ଗରେପ କେସ : ଦୋଷୀ ବିନୟ ଶର୍ମାର ଦୟା ଯାଚିକା ଖାରଜ: ଦୋଷୀ...
ନୂଆଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ନିର୍ଭୟା ଗ୍ୟାଙ୍ଗରେପ କେସର ଆଉ ଜଣେ ଦୋଷୀ ଅକ୍ଷୟ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିଛି। ଏହା ପୂର୍ବରୁ ଶନିବାରଦିନ ଅର୍ଥାତ୍...
କନ୍ଧମାଳରେ କରୋନା ଭୟ, ଚାଇନାରେ ରହି ଏମ୍ବିବିଏସ୍ କରୁଥିବା ଛାତ୍ର ଆକ୍ରାନ୍ତ ସନ୍ଦେହ
ବାଲିଗୁଡା,୩୧-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ। କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଶୁକ୍ରବାର କନ୍ଧମାଳ ଜିଲା...
ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ : ପ୍ରମୁଖ ବୈଶିଷ୍ଟ୍ୟ
ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ : ପ୍ରମୁଖ ବୈଶିଷ୍ଟ୍ୟ
- ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ୬ ରୁ ୬.୫ ପ୍ରତିଶତ ହେବା ଆକଳନ
- ଏପ୍ରିଲ୨୦୧୯ ରେ ମୁଦ୍ରାସ୍ଫୀତି ହାର ୩.୨ ପ୍ରତିଶତରୁ ଡିସେମ୍ବର, ୨୦୧୯...
କରୋନା ଭାଇରସ୍ : ଗ୍ଲୋବାଲ୍ ଏମରଜେନ୍ସି ଘୋଷଣା କଲେ WHO, ଏପର୍ଯ୍ୟନ୍ତ ୨୧୩ ଲୋକଜଣଙ୍କର...
ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ଚୀନରେ କରୋନା ଭାଇରସ୍ ପ୍ରକୋପରେ ମୃତକଙ୍କ ସଂଖ୍ୟା ବଢ଼ି ୨୧୩ ରେ ପହଁଚିଛି ଏବଂ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯,୬୯୨ ହୋଇଗଲାଣି। ସରକାରଙ୍କର ତରଫରୁ ଶୁକ୍ରବାରଦିନ...
ନିର୍ଭୟା ଦୋଷୀଙ୍କୁ ଫାଶୀ କାଲି ଦିଆଯିବ ନାହିଁ – ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ...
ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) : ଆସନ୍ତାକାଲି ଦିଆଯିବନାହିଁ ନିର୍ଭୟା ଦୋଷୀଙ୍କୁ ଫାଶୀ। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି।
ସୂଚନାଯୋଗ୍ୟଯେ, ଆସନ୍ତାକାଲି ଫେବୃଆରି ୧...
ତିହାର ଜେଲ୍ ଓକିଲ କହିଲେ – ବିନୟକୁ ଛାଡ଼ି ବାକୀ ତିନିଜଣଙ୍କୁ କାଲି ଫାଶୀ...
ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ନିର୍ଭୟା ଗ୍ୟାଙ୍ଗରେପ ମାମଲାରେ ପାଶୀ ଦଣ୍ଡର ତାରିଖକୁ ଟାଳିବା ପାଇଁ ଯାଚିକା ଉପରେ କୋର୍ଟରେ ବର୍ତ୍ତମାନ ଶୁଣାଣି ହେଉଛି। ତିହାର ଜେଲର ଓକିଲ ଇରଫାନ ଅହମ୍ମଦ...
ଟସ୍ ଜୀତିଲା ନ୍ୟୁଜିଲ୍ୟାଣ୍ଡ – ଭାରତ ପ୍ରଥମେ କରିବ ବ୍ୟାଟିଂ
ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ମ୍ୟାଚର ଟି-୨୦ ସିରିଜ୍ ର ଚତୁର୍ଥ ମ୍ୟାଚ୍ ୱେଷ୍ଟପ୍ୟାକ୍ ଷ୍ଟାଡ଼ିୟମ, ୱିଲିଙ୍ଗଟନରେ ଖେଳା ଯାଇଛି। ତୃତୀୟ ମ୍ୟାଚ୍ ଡ୍ର...
ନିର୍ଭୟା ଗ୍ୟାଙ୍ଗରେପ୍ କେସ୍ – ଦୋଷୀ ପବନ ଗୁପ୍ତା ସୁପ୍ରୀମ କୋର୍ଟରେ ଦାଖଲ କଲା...
ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ୧୬ ଡିସେମ୍ବରରେ ଦିଲ୍ଲୀରେ ହୋଇଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗ୍ୟାଙ୍ଗରେପ କେସ୍ ର ଦୋଷୀ ପବନ ଗୁପ୍ତାର ନାବାଳକ ଦାବି କରିବାର ଯାଚିକାକୁ ସୁପ୍ରୀମ କୋର୍ଟ...
ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ...
ନୂଆ ଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କ୍ୟାବିନେଟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ନିୟମିତ ଭାବେ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି...
ଜାମିଆ ଫାଇରିଙ୍ଗକୁ ନେଇ ରାଜନୀତି ଉଷ୍ମ: ମାହୌଲ ଖରାପ କରୁଛି ବିଜେପି :...
ନୂଆଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) ଦକ୍ଷିଣ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରୁଥିବାବେଳେ ଜଣେ ଯୁବକ ହଠାତ ସେଠାରେ ପହଞ୍ଚି ଗୁଳିମାଡ଼ କରିବାରୁ...
କରୋନା ଭାଇରସ୍ : ଚୀନରେ ଫଶିଥିବା ଭାରତୀୟମାନଙ୍କୁ କାଲି କରା ଯାଇପାରେ ଏୟାରଲିଫ୍ଟ
ନୂଆ ଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) କୋରୋନା ଭାଇରସ୍ ରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତଭାବେ ବଢ଼ୁଥିବାରୁ ଚୀନରେ ଫଶିଥିବା ଭାରତୀୟମାନଙ୍କୁ ଶୁକ୍ରବାର ୩୧ ଜାନୁଆରୀରେ ଏୟାରଲିଫ୍ କରାଯାଇପାରେ। ସୂତ୍ରରୁ ଅନୁସାରେ, ଚୀନର ଔପଚାରିକ...
ଏହି ତିନିଜଣଙ୍କୁ ଫାଶୀ ଦଣ୍ଡାଦେଶ
ଆସିଫାବାଦ/ତେଲେଙ୍ଗାନା ୩୦-୧ (ଓଡ଼ିଆ ପୁଅ) ଆସିଫାବାଦ ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ସମସ୍ତ ତିନି ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ଆଦିଲାବାଦ ଜିଲ୍ଲାର ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ।
ସୂଚନାଯୋଗ୍ୟଯେ, ୩୦ ବର୍ଷର ସାମନ୍ତା...
ନିର୍ଭୟା କେସ୍ : ଦୋଷୀ ଅକ୍ଷୟର କ୍ୟୁରେଟିବ ପିଟିସନ୍ ସୁପ୍ରୀମ କୋର୍ଟରେ ଖାରଜ
ନୂଆ ଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) ୨୦୧୨ ରେ ହୋଇଥିବା ନିର୍ଭୟା ଗଣଦୁଷ୍କମ ଏବଂ ହତ୍ୟା ମାମଲାରେ ଆଉ ଏକ ଦୋଷୀର କ୍ୟୁରେଟିଭ୍ ପିଟିସନ ଉପରେ ରାୟ ଆସିଛି। କୋର୍ଟ ଗୁରୁବାରଦିନ ଚାରି...









