Home ଓଡ଼ିଶା କଂଗ୍ରେସ ଅଧ୍ୟକ୍ଷା ସୋନିଆଁ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

କଂଗ୍ରେସ ଅଧ୍ୟକ୍ଷା ସୋନିଆଁ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

1107

ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆଁ ଗାନ୍ଧୀ ଅସ୍ୱସ୍ଥ। ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଖବର ଅନୁଯାୟୀ ତାଙ୍କୁ ରୁଟିନ ଚେକଅପ ପାଇଁ ହସ୍ପିଟାଲ ଯିବାକୁ ପଡ଼ିଛି ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.