Tag: picturenews
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ...
ଭୁବନେଶ୍ୱର, ୨୭.୪ (ଓଡ଼ିଆ ପୁଅ) କରୋନା ଯୋଗୁ ସାରା ବିଶ୍ବରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି...
ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ଜିଲ୍ଲାରେ ୧୯,...
ଭୁବନେଶ୍ୱର ୨୭-୪ (ଓଡ଼ିଆ ପୁଅ) ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ମିଶାଇ ଆଜି ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁରର ବସୁଦେବପୁରରେ।...
ହିନ୍ଦୁ ଜନଜାଗୃତି ସମିତି ପକ୍ଷରୁ ଅନଲାଇନ୍ ବୌଦ୍ଧିକ ଅଧିବେଶନ
ଭୁବନେଶ୍ୱର: ମହାମାରୀ କରୋନା ଏବେ ବୈଶ୍ବିକ ସଙ୍କଟ ହୋଇ ଉଭା ହୋଇଛି। ଏହି ସଙ୍କଟର ମୁକାବିଲା ପାଇଁ ଦେଶରେ ଏବେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏହା ଭିତରେ ଆଜି ସନ୍ଧ୍ୟା ୫ଟା...
ବାଲେଶ୍ୱରରେ ପୁଣି ୫ କରୋନା ପଜେଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି
ଭୁୁବନେଶ୍ୱର; ୨୭,୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ରାଜ୍ୟରେ ଆଉ ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ ପକ୍ଷରୁ ଏହି ସୂଚନା ମିଳିଛି। ସମସ୍ତ...
ପ୍ରକୃତିର ତାଣ୍ଡବ ଲୀଳା
ଆଶୁତୋଷ ନାୟକ
ସୃଷ୍ଟିର ଆରମ୍ଭରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ। ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ।...
କରୋନା ମୁକାବିଲା ପାଇଁ ନଟିଆର ସହଯୋଗ ନେଲେ ରାଜ୍ୟ ସରକାର
ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରୟାସ ଜାରୀ ରଖିଛନ୍ତି। ଏଥିପାଇଁ ଭିନ୍ନ ଭିନ୍ନ ପ୍ରକାର ପ୍ରୟୋଗ ଏବଂ ପ୍ରୟାସ କରାଯାଉଛି। ଲୋକଙ୍କୁ ବିଭିନ୍ନ ଉପାୟରେ...
ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର ୨୬।୪ (ଓଡ଼ିଆ ପୁଅ) ଗତ ୨୪ଘଣ୍ଟା ମଧ୍ୟରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇ ଥିବାର ଖବର ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି...
ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କୁ ଗୁଜୁରାଟରୁ ଫେରାଇ ଆଣିବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ...
ଭୁବନେଶ୍ୱର ୨୬-୪ (ଓଡ଼ିଆ ପୁଅ) ଗୁଜୁରାଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ସହ ଭିଡିଓ କନଫରେନ୍ସିଂରେ...
ରାଉରକେଲାରୁ ଚିହ୍ନଟ ତିନି ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ଵର ୨୬-୪ (ଓଡ଼ିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) : ଆଜି ସକାଳେ ସୁନ୍ଦରଗଡ ଜିଲାର ରାଉରକେଲାରୁ ଚିହ୍ନଟ ହୋଇଛନ୍ତି ୩ ନୂଆ କରୋନା ଆକ୍ରାନ୍ତ। ସ୍ୟାସ୍ଥ୍ୟ ବିଭାଗ ସୂଚନାଅନୁୟାୟୀ ଏମାନଙ୍କ ବୟସ ୨୩ ବର୍ଷ...
ଆଜି ଅକ୍ଷୟ ତୃତୀୟା: କରୋନା କଟକଣା ଭିତରେ ରଥ ନିର୍ମାଣ ଅନୁକୂଳ, ମୁଠି ଅନୁକୂଳ...
ଭୁବନେଶ୍ୱର: ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ହୋଇଥାଏ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ। କୃଷକମାନେ ଏହାକୁ...
ଆରଏଏସ୍ ପକ୍ଷରୁ ଅନ୍ ଲାଇନ୍ ବୌଦ୍ଧିକ ବର୍ଗ: ଉଦବୋଧନ ଦେବେ ମୋହନ ଭାଗବତ୍
ଭୁବନେଶ୍ୱର: ମହାମାରୀ କରୋନା ଏବେ ବୈଶ୍ବିକ ସଙ୍କଟ ହୋଇ ଉଭା ହୋଇଛି। ଏହି ସଙ୍କଟର ମୁକାବିଲା ପାଇଁ ଦେଶରେ ଏବେ ଲକ୍ ଡାଉନ୍ ଘୋଷଣା ହୋଇଛି। ଯେଉଁଠି ସଙ୍କଟ ଗମ୍ଭୀର ସେଠି ଦେଶର...
ଆଜି ଅକ୍ଷୟ ତୃତୀୟା; ଚନ୍ଦନ ଯାତ୍ରା ଆରମ୍ଭ: ରଥ ନିର୍ମାଣ ଆଉ ମୁଠି ଅନୁକୂଳ
ଭୁବନେଶ୍ୱର: ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ହୋଇଥାଏ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ। କୃଷକମାନେ ଏହାକୁ...
ଓଡ଼ିଶାରେ ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୩ ହେଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର ୨୬।୪ (ଓଡ଼ିଆ ପୁଅ) : ପୁଣି ଆଉ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମୋଟ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...
କରୋନା ସଙ୍କଟକୁ ନଜରରେ ରଖି ଅବସର ବୟସକୁ ୫୦ କୁ ହ୍ରାସ କରିବାକୁ କେନ୍ଦ୍ର...
ନୂଆଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) : କରୋନାଭାଇରସ୍ ପ୍ରଭାବରେ ଅର୍ଥନୈତିକ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇପାରନ୍ତି। ଏହାର ପ୍ରଭାବ ମଧ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ...
ଏପ୍ରିଲ ୩୦ ପରେ ଲକଡାଉନ୍ ବଢ଼ିବ କି ନାହିଁ, ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଦିଲ୍ଲୀ...
ନୂଆ ଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) : ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର କହିଛନ୍ତି ଯେ ଲକଡାଉନ୍ର ସମ୍ପ୍ରସାରଣକୁ ନେଇ ଆଲୋଚନା ଚାଲିଛି ଏବଂ ଯାହା ହେବ ତାହା ଏପ୍ରିଲ୍ ୩୦...
ରାଜ୍ୟରେ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଆଜି ପୁଣି ୬ ଆକ୍ରାନ୍ତ...
ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାରେ ପୁଣି ୬ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା...
ଓଡ଼ିଶାରେ ଆଉ ନୂଆ ୫ କରୋନା ଆକ୍ରାନ୍ତ ଚିହ୍ନଟ – ସମସ୍ତେ ଯାଜପୁରର
ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାରେ ପୁଣି ୫ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା...
ନିର୍ଦ୍ଦିଷ୍ଟ କେତେକ ଶ୍ରେଣୀର ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ
- ସିଙ୍ଗଲ ଓ ମଲ୍ଟିବ୍ରାଣ୍ଡ ମଲ ପାଇଁ ଏହି ନିୟମ ଲାଗୁ ହେବ ନାହିଁ
- ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କୋହଳ ହେବନାହିଁ
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଲକଡାଉନ ଜାରି...
କୋଭିଡ-୧୯ ପରିଚାଳନା ଓ ସାମ୍ପ୍ରତିକ ସ୍ଥିତି ନେଇ ମନ୍ତ୍ରୀମଣ୍ଡଳୀୟ ସମୀକ୍ଷା – କୋଭିଡ-୧୯ର ମୁକାବିଲାରେ...
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ତ୍ରୟୋଦଶ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀର ନିର୍ମାଣଭବନଠାରେ...
ଦୋକାନ ଖୋଲିବାନେଇ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ସ୍ପଷ୍ଟୀକରଣ
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଦୋକାନ ଖୋଲିବାକୁ ଅନୁମତି ଦେବା ଲାଗି ଲକଡାଉନ ଅବଧିର ମାର୍ଗଦର୍ଶିକାକୁ ସଂଶୋଧନ କରି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଗତକାଲି ଏକ ଏକୀକୃତ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି...




















