Home Tags Picturenews

Tag: picturenews

ଲକଡାଉନରେ ଫସିଥିବା ଲୋକଙ୍କୁ ଘରକୁ ଫେରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି – ଏ ନେଇ...

0
ନୂଆଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) : କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଜାରି କରାଯାଇଛି। ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନରେ ଫସି...

ଭଲ ଖବର : ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

0
ଭୁବନେଶ୍ୱର ୨୯-୪ (ଓଡ଼ିଆ ପୁଅ) ରାଜ୍ୟପାଇଁ ଆସିଛି ପୁଣି ଭଲ ଖବର। ଆଜି ଭୁବନେଶ୍ବରର ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଭୁବନେଶ୍ୱରରେ ୨୭ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟର...

ଏକା ସାଙ୍ଗରେ ୫ ପିଲାଙ୍କୁ ଜନ୍ମ ଦେଲେ ମହିଳା

0
ଭୁବନେଶ୍ୱର: ଉତ୍ତରପ୍ରଦେଶର ବାରବାଙ୍କି ଅଞ୍ଚଳରେ ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରଥମେ ଜଣେ ଶିଶୁ ଘରେ ଜନ୍ମ ହେବା ପରେ ବାକି ୪ ଜଣ ଶିଶୁ CHCରେ...

ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ...

0
ଭୁବନେଶ୍ଵର ୨୯-୪ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ଆଉ ୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ବାଲେଶ୍ଵରର। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ...

ଓଟ କ୍ଷୀର ପରେ ଅମୁଲ୍ ଲଞ୍ଚ କଲା ହଳଦୀ କ୍ଷୀର

0
ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କ ଭିତରେ ଗୁଜୁରାଟ ସମବାୟ କ୍ଷୀର ମାର୍କେଟିଂ ଫେଡେରେସନ୍ ଲିମିଟେଡ୍ (ଜିସିଏମ୍ଏମ୍ଏଫ୍) ଅଧୀନରେ କାର୍ଯ୍ୟ କରୁଥିବା ଅମୁଲ୍ କମ୍ପାନୀ ହଳଦୀ କ୍ଷୀର ଲଞ୍ଚ କରିଛି। ୨୦୦ ମି.ଲି ହଳଦୀ...

ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ – ୩ ନୂଆ ଜିଲ୍ଲାରେ କରୋନା...

0
ଭୁବନେଶ୍ୱର ୨୯-୪ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଞ୍ଚିଛି। ତେବେ ଆଶ୍ଚର୍ଯ୍ୟର କଥା...

ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ

0
ମୁମ୍ବାଇ ୨୯-୪ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଇରଫାନଙ୍କର ନିଧନ ହୋଇଥିବା ସୂଚନା ମିଲିଛି। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ସେ କୋକିଲାବେନ୍ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି...

ଆଶାର କିରଣ: ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ଭାରତରେ ପ୍ରସ୍ତୁତ କୋଭିଡ୍- ୧୯ ଟିକା;...

0
ଭୁବନେଶ୍ୱର: ଭାରତରେ କରୋନା ଟିକା ପ୍ରସ୍ତୁତ କରିବାରେ ନିୟୋଜିତ ଥିବା ମହାରାଷ୍ଟ୍ରର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଯଦି ପରୀକ୍ଷଣ ସଫଳ ହୁଏ,...

CBSE ପରୀକ୍ଷା ଅପଡେଟ୍ : ଦଶମର ବାକିଥିବା ବିଷୟଗୁଡ଼ିକର କୌଣସି ପରୀକ୍ଷା ହେବ ନାହିଁ

0
ନୂଆଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) କରୋନା ଭାଇରସ୍ ଲକ୍‌ଡାଉନ୍ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ ବୋର୍ଡ) ରୁ ବଡ ଖବର ଆସିଛି। ବୋର୍ଡ ସ୍ପଷ୍ଟ କରିଛି ଯେ, ଦଶମ ବୋର୍ଡର...

ଓଡ଼ିଶାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ...

0
ଭୁବନେଶ୍ବର ୨୯-୪ (ଓଡ଼ିଆ ପୁଅ) : ଆଜି ପୁଣି ରାଜ୍ୟରେ ନୂଆ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା...

ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

0
ॐ ଦୃତେ ଦୃଂହ ମିତ୍ରସ୍ୟ ମା' ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷନ୍ତାମ୍‍। ମିତ୍ରସ୍ୟାହଂ ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷେ। ମିତ୍ରସ୍ୟ ଚକ୍ଷୁଷା ସମୀକ୍ଷାମହେ॥ (ଯଜୁର୍ବେଦ ୩୬/୧୮) ଭାବାର୍ଥ - ହେ' ଅନନ୍ତବଳ ମହାବୀର ଈଶ୍ୱର। ହେ' ଦୁଷ୍ଟ ସ୍ୱଭାବନାଶକ।...

ମୃତ୍ୟୁ ଏବଂ ଅନ୍ତିମ ସଂସ୍କାର ପରେ ଆସିଲା କରୋନା ଆକ୍ରାନ୍ତ ମହିଳାଙ୍କ ଫୋନ୍: କହିଲେ...

0
ଭୁବନେଶ୍ୱର: ଜଣେ କରୋନା ସଂକ୍ରମିତ ମହିଳାଙ୍କର ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା। ଡାକ୍ତରଖାନା ପକ୍ଷରୁ ସଂପୃକ୍ତ ମହିଳାଙ୍କ ପରିବାରକୁ ଖବର ଆସିଲା ଯେ ସେ ମୃତ୍ୟୁ ବରଣ କରିଛନ୍ତି। ପରିବାର ଲୋକ ନେଇ ମହିଳାଙ୍କ...

ତାଜା ଖବର ଗଞ୍ଜାମ: ପଥର ଖଣିରେ କାମ କରୁଥିବା ୩ ଶ୍ରମିକ ମୃତ; ଜଣେ...

0
ଭୁବନେଶ୍ୱର/ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମ ନିକଟରେ ଏକ ଅଘଟଣ ଘଟିଛି। ଗ୍ରାମ ନିକଟରେ ଥିବା ଏକ ପଥର ଖଣିରେ କାମ କରୁଥିବା ୩ ଜଣ ଶ୍ରମିକଙ୍କର...

ଚାଇନା ଚଷମାରେ ବିଶ୍ୱକୁ ଦେଖୁଛି WHO: ଭାରତ ସହିତ ପକ୍ଷପାତ ..

0
ଭୁବନେଶ୍ୱର: କରୋନା ଭାଇରସ୍ ଘଟଣାରେ ଚାଇନାର ଦୋଷ ତୃଟିକୁ ଲୁଚାଇ ଏବଂ ଚାଇନାର ଭୁଲକୁ ସମର୍ଥନ ଦେଇ ସାରା ବିଶ୍ଵ ସହିତ ବିଶ୍ୱାସଘାତକତା କରିଥିବା ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏବେ ଭାରତ...

ଅଫିସର କରୋନା ପଜିଟିଭ୍‌ -ଦୁଇ ଦିନ ପାଇଁ ନୀତି ଆୟୋଗ ଅଫିସ୍‌ ସିଲ୍‌

0
ନୂଆଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) : ଦୁଇ ଦିନ ପାଇଁ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ ଅଫିସ୍‌ ସିଲ୍‌ କରାଗଲା। ସୂଚନା ଅନୁସାରେ ନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ କରୋନା ଆକ୍ରାନ୍ତ ଥିବା...

ଓଡ଼ିଶାରେ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ...

0
ଭୁବନେଶ୍ବର ୨୮-୪ (ଓଡ଼ିଆ ପୁଅ) : ଆଜି ପୁଣି ରାଜ୍ୟରେ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଜଣ ସୁନ୍ଦରଗଡ଼ରୁ ଓ ୩ ଜଣ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି। ତେବେ ସୁନ୍ଦରଗଡ଼ରେ...

କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ : ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ହ୍ରାସ ପାଇଁ କୌଣସି...

0
- ଏପରି ପ୍ରସ୍ତାବ ସମ୍ପର୍କରେ ପରିକଳ୍ପନା କିମ୍ବା ଆଲୋଚନା କରାଯାଇନାହିଁ : ଡ. ଜିତେନ୍ଦ୍ର ସିଂ ନୂଆ ଦିଲ୍ଲୀ ୨୭-୪ (ଓଡ଼ିଆ ପୁଅ) ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୬୦ ବର୍ଷରୁ ହ୍ରାସ କରି...

ଆମେରିକା: କରୋନା ଆତଙ୍କ ଭିତରେ ଆଉ ଏକ ଭୟଙ୍କର ବିପର୍ଯ୍ୟୟର ଚେତାବନୀ ..

0
ଭୁବନେଶ୍ୱର: କରୋନା ଭୂତାଣୁ ମହାମାରୀ ଆତଙ୍କ ଭିତରେ ଆଉ ଏକ ବିପର୍ଯ୍ୟୟର ସତର୍କ ସୂଚନା ଜାରି କରିଛନ୍ତି ଆମେରିକାର ବୈଜ୍ଞାନିକ। ସମଗ୍ର ବିଶ୍ୱ ଏବେ କରୋନା ଭୂତାଣୁ ଆତଙ୍କ ଯୋଗୁଁ ଅନେକ ଦେଶର...

ଦୁନିଆର ସବୁଠାରୁ ବଡ଼ ପରିବାର; ୩୯ ପତ୍ନୀ, ୯୪ ସନ୍ତାନ; ମୋଟ ୧୮୧ ସଦସ୍ୟ:...

0
ଭୁବନେଶ୍ୱର: ଭାରତର ଉତ୍ତର- ପୂର୍ବ ରାଜ୍ୟ ମିଜୋରାମରେ ରୁହନ୍ତି ଦୁନିଆର ସବୁଠାରୁ ବଡ଼ ପରିବାର। ୭୪ ବର୍ଷର ଏହି ପୁରୁଣା ପରିବାରକୁ ଏକ ସ୍ଵାଧୀନ ସମ୍ପ୍ରଦାୟ ବୋଲି କୁହାଯାଇ ପାରେ। ପରିବାରର ମୁଖିଆ...

କଣ୍ଟା ସାଜିଛି ଲକ ଡାଉନ : ୨୦ ହଜାର ପରିବାରକୁ ବେରୋଜଗାର କରିଛି କରୋନା...

0
ବାଲିଗୁଡା, ୨୭-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ସିଆଲି ଖଲିକୁ ଭାତହାଣ୍ଡି ବୋଲି କୁହାଯାଇଥାଏ। ଜିଲ୍ଲାର ପ୍ରାୟ ୨୦ ହଜାର ପରିବାର ଏହି ଖଲି ତିଆରି କରି ପରିବାର ପୋଷଣ...