Home Tags Picturenews

Tag: picturenews

ଓଡ଼ିଶାରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

0
ଭୁବନେଶ୍ୱର ୬-୫ (ଓଡ଼ିଆ ପୁଅ) : କରୋନା ନେଇଛି ଦ୍ୱିତୀୟ ମୁଣ୍ଡ। ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା – ବର୍ତ୍ତମାନ ସୁଦ୍ଧା 12, 726 ଲୋକ ସୁସ୍ଥ...

0
ନୂଆ ଦିଲ୍ଲୀ ୫-୫ (ଓଡ଼ିଆ ପୁଅ) ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ...

ସୁପ୍ରଭାତ; ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

0
ଅନୁଚିନ୍ତା .. କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାରଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ। ସବୁ ଆମ କର୍ମ ଉପରେ ନିର୍ଭର କରେ। କର୍ମକୁ ବିଶ୍ବାସ କର, କର୍ମ ହିଁ...

ତେଲେଙ୍ଗାନାରେ ୨୯ ମଇ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି

0
ହାଇଦ୍ରାବାଦ୍ ୫-୫ (ଓଡ଼ିଆ ପୁଅ) କରୋନାଭାଇରସ୍ ସଂକ୍ରମଣ ବଢ଼ୁଥିବା କାରଣରୁ ତେଲେଙ୍ଗାନାରେ ୨୯ ମଇ ପର୍ଯ୍ୟନ୍ତ ଲକଡାଉନ ବଢାଇ ଦିଆଯାଇଛି।ଏ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ୨୯ ମଇ...

ବାଲେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ...

0
ଭୁବନେଶ୍ୱର ୫-୫ (ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲାରୁ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି...

କୋଭିଡ ମୁକାବିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଶିଳ୍ପ ସଂସ୍ଥା ପାଇଁ ନୀତି, ପ୍ରବାସୀଙ୍କ ଫେରିବା, ଚାଷୀଙ୍କୁ...

0
ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଗ୍ରୀନ୍ ଜୋନ୍‌ରେ ସ୍ବାଭାବିକ ଅବସ୍ଥା ଫେରିବ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ଓ ସଂଗରୋଧ ବାଧ୍ୟତାମୂଳକ ଭୁବନେଶ୍ବର, ୫.୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ...

ଆଜି ବିଶ୍ଵ ଆଜ୍‌ମା ଦିବସ: କିଛି ସତର୍କତା ଏବଂ ଉପଚାର ..

0
ଭୁବନେଶ୍ୱର: ବିଶ୍ୱ ଆଜ୍‌ମା ଦିବସ ହେଉଛି ଆଜ୍‌ମା ସଚେତନତା ଏବଂ ଯତ୍ନର ଉନ୍ନତି ପାଇଁ ଗ୍ଲୋବାଲ୍ ଇନିସିଏଟିଭ୍ ଫର୍ ଆଜ୍‌ମା (ଜିଏନା) ଦ୍ୱାରା ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ। ଆଜ୍‌ମା ଦ୍ୱାରା ପ୍ରଭାବିତ...

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ଭାରତ ସରକାର –...

0
ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବା ଲାଗି ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ ଭାରତ ସରକାର ମଞ୍ଜୁର କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାର...

ଋଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି

0
ପୁରୀ, ୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଛି। ଏ ସଂପର୍କରେ ଗଜପତି ମହାରାଜା ଦିବ୍ୟସିଂହ ଦେବ...

ଜଗତସିଂହପୁର ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ୧୨ ଘଣ୍ଟିଆ କର୍ଫ୍ୟୁ

0
ଜଗତସିଂହପୁର ୪-୫ (ଓଡ଼ିଆ ପୁଅ) :ଜଗତସିଂହପୁର ଜିଲ୍ଲାରେ ଆଜି ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ କଟକଣା। ଏହା ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅର୍ଥାତ୍...

ପପ୍ ଷ୍ଟାର୍ ମାଡୋନା କରୋନା ପଜେଟିଭ୍ ..

0
ଭୁବନେଶ୍ୱର: ପ୍ରସିଦ୍ଧ ହଲିଉଡ୍ ଗାୟିକା ମାଡୋନା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଣ୍ଟିବଡି ପରୀକ୍ଷଣରେ ଏପରି ଜଣାପଡି଼ଥିବା କଥା ସେ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଜଣାଇବା ସହ ଏଥିନେଇ ସେ ଆଦୌ...

ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ : ନିୟମ ଉଲ୍ଲଂଘନ କରନ୍ତୁ ନାହିଁ ନହେଲେ କଠୋର...

0
ଭୁବନେଶ୍ୱର, ୪।୫(ଓଡ଼ିଆ ପୁଅ) : ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ପ୍ରକାଶ କରିଛନ୍ତିଯେ, ବର୍ତ୍ତମାନ ଓଡ଼ିଶା...

ହଠାତ୍ ଆସି ଯାଏନି ହାର୍ଟ ଆର୍ଟାକ୍: କିଛି ଦିନ ପୂର୍ବରୁ ଦେଖାଦିଏ ଏହିସବୁ ଲକ୍ଷଣ...

0
ଭୁବନେଶ୍ୱର: ହୃଦଘାତ (ହାର୍ଟ ଆର୍ଟାକ୍) ଏକ ବିପଜ୍ଜନକ ରୋଗ ଏବଂ ଏହା ଯେ କୌଣସି ବ୍ୟକ୍ତିଙ୍କ ନିକଟରେ ହୋଇପାରେ। କିନ୍ତୁ, ଆପଣ ଜାଣନ୍ତି କି ହାର୍ଟ ଆର୍ଟାକ୍ ସବୁବେଳେ ହଠାତ୍ ଆସି ଯାଇନଥାଏ।...

ୟୁପିରେ ଖୋଲିବ ମଦ ଦୋକାନ; ତେବେ ଓଡ଼ିଶାରେ ସମାଲୋଚନା କାହିଁକି ..

0
ଭୁବନେଶ୍ୱର: ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆଜିଠାରୁ କରୋନା ଭାଇରସ୍ ହଟସ୍ପଟ୍ ଅଞ୍ଚଳ ଠାରୁ ଏକରୁ ତିନି କିଲୋମିଟର ଦୂରତା ବ୍ୟତୀତ ରାଜ୍ୟର ସମସ୍ତ...

ଖୁସି ଖବର: ଏଣିକି ଟ୍ରେନରେ ମାଗଣାରେ ଆସିବେ ପ୍ରବାସୀ ଶ୍ରମିକ ..

0
ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଏବେ ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ଏଥିପାଇଁ ପ୍ରବାସୀ ଶ୍ରମିକ...

ଖାଲି ଟ୍ରକ ସମେତ ମାଲବାହୀ ଯାନର ବାଧାମୁକ୍ତ ଯାତ୍ରା ନିମନ୍ତେ ଟ୍ରାନ୍ସପୋର୍ଟର ଏବଂ ଡ୍ରାଇଭରମାନଙ୍କର...

0
ନିୟନ୍ତ୍ରଣ କକ୍ଷରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅଧିକାରୀ ନିୟୋଜିତ ସହାୟତା ଲାଗି ଗୃହ ମନ୍ତ୍ରଣାଳୟର ହେଲ୍ପଲାଇନ ନମ୍ବର ୧୯୩୦ ଓ ଏନଏଚଏଆଇର ହେଲ୍ପଲାଇନ ନମ୍ବର ୧୦୩୩ରେ କଲ କରିବାକୁ ପରାମର୍ଶ ନୂଆ ଦିଲ୍ଲୀ...

କୋଭିଡ-୧୯ ସଂକ୍ରମଣରେ ଲୋକପାଳ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ

0
ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ମେ’ ୦୨, ୨୦୨୦ ଶନିବାର ଦିନ ସନ୍ଧ୍ୟା ୦୮.୪୫ ସମୟରେ ନୂଆଦିଲ୍ଲୀ ଏମ୍ସଠାରେ ଭାରତର ଲୋକପାଳର ନ୍ୟାୟୀକ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ...

ମରୁମରୁ ବଞ୍ଚିଗଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ; ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହୋଇ ସାରିଥିଲେ ଡାକ୍ତର

0
ଭୁବନେଶ୍ୱର: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନା ଭୂତାଣୁ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ମରୁମରୁ ବଞ୍ଚି ଯାଇଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ଜନସନ୍ କହିଛନ୍ତି ଯେ ଲଣ୍ଡନର ଡାକ୍ତରମାନେ ତାଙ୍କୁ ମୃତ...

ଲକଡାଉନ ଅବଧି ଏପ୍ରିଲ ମାସରେ ଜନୌଷଧି କେନ୍ଦ୍ରସମୂହର ରେକର୍ଡ ୫୨ କୋଟି ଟଙ୍କାର କାରବାର

0
ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ଲକଡାଉନ କାଳରେ ଜିନିଷପତ୍ର ସଂଗ୍ରହ ଓ ବିକ୍ରିବଟାରେ ସମସ୍ୟା ସତ୍ୱେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ସମୂହ ( ପିଏମବିଜେଏକେ) ଏପ୍ରିଲ ମାସରେ ରେକର୍ଡ ୫୨...

ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

0
ଆଜିର ଅନୁଚିନ୍ତା - ଆମେ ଆମର ଚଲା ପଥରେ ଅବିରତ ଚାଲିବା ଦରକାର। ନାଁ' ଏଠି ଥକିବାର ଅଛି, ନାଁ' ଅଟକି ଯିବାର ଅଛି, ନାଁ' ନଇଁବାର ଅଛି। ଆମକୁ କେବଳ ସମୟର ଚଲାବାଟରେ...