Tag: Bhadrak News
ଆଇନଜୀବୀ ଗୁରୁପ୍ରସାଦ ମହାନ୍ତିଙ୍କ ବିୟୋଗରେ ଓକିଲସଂଘ ଓ ତ୍ୟାଗଭୂମି ପକ୍ଷରୁ ଶୋକ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଇନ୍ଜୀବୀ ତଥା ସମାଜସେବୀ ଗୁରୁପ୍ରସାଦ ମହାନ୍ତିଙ୍କ ହଠାତ୍ ବିୟୋଗରେ ଭଦ୍ରକ ଓକିଲ ସଂଘ ଓ ତ୍ୟାଗଭୂମି ପକ୍ଷରୁ ଗଭୀର ଶୋକ ପ୍ରକାଶ...
ବିଜେପି ଜିଲ୍ଲା ସଭାପତି କାଳିଆ ପାଢୀ କରୋନା ଆକ୍ରାନ୍ତ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେପିର ଭଦ୍ରକ ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢୀ ଓରଫ କାଳିଆ ପାଢୀ କରୋନା ଆକ୍ରାନ୍ତ ହୋଇଥିବା...
ଆଉ ନୂଆ ୧୨୩ ଆକ୍ରାନ୍ତ ଚିହ୍ନଟ, ଆକ୍ଟିଭ କେଶ୍ ୯୧୧
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଜି ଆଉ ୧୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ...
ଦୁଇ ଏସଡିପିଓଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନାରେ ନୂତନ ଭାବେ ଯୋଗଦେଇଥିବା ପୁଲିସ ଏସଡିପିଓ ଅଶୋକ ଦାସ ଓ ଏଠାରେ ଥିବା ପୂର୍ବତନ ଏସଡିପିଓ...
ଅମୃତ ସହର ଭଦ୍ରକରେ ପାନୀୟ ଜଳ ଯୋଗାଣ କେବେ! : ଅବଧି ସରୁଛି, କାର୍ଯ୍ୟ...
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅମୃତ ସହର ଭଦ୍ରକରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଦିଗହରା ହୋଇପଡିଛି । କାର୍ଯ୍ୟାଦେଶ ପାଇଥିବା ଠିକାଦାର ବିଭିନ୍ନ ଆଳ ଦେଖାଇ...
ନୂଆ ରୂପ ପାଇବ ଗାନ୍ଧି ପଡିଆ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଐତିହାସିକ ଗାନ୍ଧିପଡିଆ । ମହାତ୍ମାଙ୍କ ସ୍ମୃତି ଭବନ କରୁଥିବା ଏହି ପଡିଆ ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ।...
ଓଡିଶା ସରକାରଙ୍କ ବିଶ୍ୱବିଦ୍ୟାଳୟ ଅମଲାତନ୍ତ୍ରୀକରଣକୁ ବିଜେପି ଯୁବମୋର୍ଚ୍ଚାର ବିରୋଧ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶା ସରକାରଙ୍କ ପ୍ରସ୍ତାବିତ ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ-୧୯୫୯ ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଇନ - ୨୦୦୫କୁ ପ୍ରତ୍ୟାହାର...
ଗୋଚର ଜମିରେ ଚାଲିଛି ବେଆଇନ ଘର ନିର୍ମାଣ: ଅଭିଯୋଗର ୨ମାସ ବିତିଲା କାର୍ଯ୍ୟାନୁଷ୍ଠାନ ଶୂନ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ତହସିଲ ଅଂଚଳର ବିଭିନ୍ନ ସ୍ଥାନରେ ସରକାରୀ ଗୋଚର, ଅନାବାଦି, ଜଙ୍ଗଳ ଓ ଶ୍ମସାନ ଜମିକୁ କେତେକ ମୁଷ୍ଟିମେୟ...
ବସନ୍ତିଆରେ କଳା ପଲସର ଆତଙ୍କ : ଝାମ୍ପିନେଲେ ଟଙ୍କା, ଧରାହେଲେ ୪ ଲୁଟେରା
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଦିନ ପ୍ରାୟ ୧୨ଟା ସମୟରେ ବସନ୍ତିଆ ବଜାରରୁ ସମବାୟ ବ୍ୟାଙ୍କର ସଞ୍ଚୟନି ଅର୍ଥ ଆଦାୟ କରୁଥିବା ଆପଣ୍ଡା ଗ୍ରାମର ସୁବାଷ...
ନୂଆ କରୋନା ଆକ୍ରାନ୍ତ ୬୭, ନମୁନା ପରୀକ୍ଷା ୬୦ ହଜାର ଟପିଲା
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ନମୁନା ପରୀକ୍ଷା ୬୦ ହାଜର ଟିପଛି । ଆଜି ସୁଦ୍ଧା ମୋଟ ୬୦ହଜାର ୮୫୫ଜଣଙ୍କ ନମୁନା ପରୀକ୍ଷା ହେବା...
ଗ୍ରାମ୍ୟ ନ୍ୟାୟାଳୟ ନେଇ ଜିଲ୍ଲାଜଜ୍ଙ୍କ କ୍ଷେତ୍ର ପରିଦର୍ଶନ
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ ଆଗରପଡ଼ା ଠାରେ ଗ୍ରାମ୍ୟ ନ୍ୟାୟାଳୟ ଖୋଲିବା ନେଇ ଆଜକୁ ୩ବର୍ଷ ଧରି ଦାବୀ ହୋଇ...
ଗାନ୍ଧିବାଦକୁ ଛାଡିନାହାଁନ୍ତି ଦୁଇଥରର ବିଧାୟକ ଗଂଗାଧର ଦାସ : ଚାଳଘରେ ରହୁଛନ୍ତି, ସାଇକେଲ ଚଢୁଛନ୍ତି
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁଇଦୁଇ ଥର ବିଧାୟକ ହୋଇଥିବା ଚାନ୍ଦବାଲି ବିଧାନସଭା ମଣ୍ଡଳୀର ପୂର୍ବତନ ବିଧାୟକ ଗଂଗାଧର ଦାସ ଏବେ ବୟସର ଅପରାହ୍ନରେ ପାଦ ଛାପିଛନ୍ତି...
ମହାମାରୀ କରୋନା ସମୟରେ ଆଇନ୍ଜୀବୀ ମାନଙ୍କୁ ଆର୍ଥିକ ସହାୟତା ପାଇଁ ମାମଲା
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ବିଶ୍ୱ କୋଭିଡ୍-୧୯ ମହାମାରୀରେ କବଳିତ ହୋଇସାରିଛି । ଭାରତବର୍ଷରେ ମଧ୍ୟ ଲକଡାଉନ, ସଟଡାଉନ୍, ଜନତା କର୍ଫ୍ୟୁ ଓ ଅନଲକ୍ ଭଳି...
ଚାଷୀଙ୍କୁ ସାର ଯୋଗାଣ ଦାବିରେ ଓଡ଼ିଶା କୃଷକସଭାର ଧାରଣା
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଦରରେ ଚାଷୀଙ୍କୁ ସାର ଯୋଗାଇଦେବା, ସାରର ବ୍ୟାପକ କଳାବଜାରୀ ବନ୍ଦ କରିବା, ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସଂପୂର୍ଣ୍ଣ ଋଣ ଛାଡ...
ଦୋକାନ ଘରେ ବେକରେ ଦୌଡି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡାସ୍ଥ ପୁରୁଷଣ୍ଢ ଓ ବିଟିପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ଭଗାରାମ ଗ୍ରାମର ଜନୈକ ଯୁବକ ଦୋକାନ ଘରେ...
ଆଜି ନୂଆ କରୋନା ଆକ୍ରାନ୍ତ ୧୧୨ ଚିହ୍ନଟ
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରୁ ଆଜି ନୂଆ ୧୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ଏବେ...
ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ଫାଟ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ୟା ଯୋଗୁଁ ଧାମନଗର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ ରାସ୍ତା ମଧ୍ୟ ନଷ୍ଟ ହୋଇଛି । ଧାମନଗର-ଫଳପୁର, ବୟାଙ୍ଗଡିହ-କୋଠାର,...
ଧାମନଗର କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ:ବିଡିଓ କରୋନା ସଂକ୍ରମିତ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ଏବେ ମହାମାରୀର ରୂପ ନେଲାଣି । ହେଲେ ସରକାର ଲୋକଙ୍କ ଆର୍ଥିକ ପରିସ୍ଥିତିକୁ ଲକ୍ଷ୍ୟ କରି କରୋନା ଜନିତ କଟକଣା...
ଆଖୁଆପଦାରେ ବ୍ୟାରେଜ ନିର୍ମାଣ ଦ୍ୱାରା ବନ୍ୟା ନିୟନ୍ତ୍ରଣ ଓ କୃଷି ବିକାଶ ସମ୍ଭବ ହେବ:...
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଧବାର ପରିଦର୍ଶନ ପରେ ବିଜେପି ପକ୍ଷରୁ ଆଖୁଆପଦା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧି ଦଳ...
ବିଜେଡି ‘ମା’ଙ୍କୁ ସମ୍ମାନ ବିଫଳ, ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଭବଙ୍କ କୁଶପୁତ୍ତଳା ଦାହ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପୂର୍ବାହ୍ନ ୧୦ଟା ସମୟରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହରିପ୍ରିୟା ସାହୁଙ୍କ...





