Tag: Bhadrak News
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡ
ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ମାନ୍ୟବର ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଣତି ସାହା ଏକ ଦୁଷ୍କର୍ମ ଓ ହତ୍ୟା ଅପରାଧ ମାମଲାର ବିଚାର କରି ଆସାମୀ...
ଭଦ୍ରକ : ପୁଣି ୩୩ ଲକ୍ଷର ୩୩୦ ଗ୍ରାମ ବ୍ରାଉନ୍ସୁଗାର ଜବତ, ଯୁବକ ଗିରଫ
ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ଅବକାରୀ ଗୁଇନ୍ଦା ବିଭାଗ ଓ ଏସ୍ଟିଏଫ୍ ଟିମ୍ର ବାରମ୍ବାର ଚଢାଉ ସତ୍ୱେ ଭଦ୍ରକ ଜିଲାରେ ବ୍ରାଉନ୍ ସୁଗାର ମାଫିଆଙ୍କ ଦୌରାତ୍ମ୍ୟ...
ବାସୁଦେବପୁରରେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅତ୍ୟାଚାର ଓ ମାନସିକ ଯନ୍ତ୍ରଣା ଅଭିଯୋଗ
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ଅଢୁଆଁ ଗ୍ରାମପଞ୍ଚାୟତର ଜଣେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଅଭିଯୋଗ...
ଭଦ୍ରକ : ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ହୋଲି ଉତ୍ସବ ପାଳିତ
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ କରୋନା କଟକଣା ମଧ୍ୟରେ ପବିତ୍ର ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ବିଶେଷକରି ବଳଭଦ୍ରପୁର, କୁଆଁସ, ସାହାପୁର, ସନ୍ଥିଆ-ନୀଳକଣ୍ଠପୁର,...
ଭଣ୍ଡାରିପୋଖରୀ ମେଡିକାଲ ଓ ମଞ୍ଜୁରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ‘କାୟାକଳ୍ପ’ ଆୱାର୍ଡ
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ମଙ୍ଗଳବାର ‘କାୟାକଳ୍ପ’ ଆୱାର୍ଡ ମିଳିଥିବା ଜଣାଯାଇଛି । ଏଥିସହ...
ଭଦ୍ରକ ପୂଜ୍ୟପୂଜା ସାଂସଦର ସାରସ୍ୱତ ଫଗୁମିଳନ, ଯୁଗେ ଯୁଗେ ବସନ୍ତ କବି ଲେଖନୀରେ ଜୀବନ୍ତ...
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଋତୁ ଚକ୍ରର ଆବର୍ତ୍ତନରେ ବସନ୍ତ ଗୋଟିଏ ଋତୁ ହୋଇ ଆସିଲା ବେଳେ, ଏହା କବିର ଭାବବିଳାସୀ ମନକୁ ଆଚ୍ଛନ୍ନ କରିବସେ ।...
ଶିଶୁ କବିତା ସକଳନ ‘ହୋଲିରେ ହୋଲି’ ଲୋକାର୍ପିତ
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାରସ୍ୱତ ସାଧକ ଇଂ ଅଭୟ ସୂତାରଙ୍କ ଶିଶୁ କବିତା ସଂକଳନ ‘ହୋଲିରେ ହୋଲି’ ଭଦ୍ରକର ସାଳନ୍ଦୀ ନଗର ସ୍ଥିତ ‘ଦିବ୍ୟଜ୍ୟୋତି ସାରସ୍ୱତ...
‘ନାଟକ ବାସ୍ତବଧର୍ମୀ ହୋଇ ରଙ୍ଗମଞ୍ଚକୁ ଫେରିଆସୁ’, ବିଶ୍ୱ ନାଟ୍ୟ ଦିବସ ପାଳିତ
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନାଟକ ବାସ୍ତବଧର୍ମୀ ହୋଇ ରଙ୍ଗମଞ୍ଚକୁ ଫେରୁ, ସମାଜର ଭାବାବେଗକୁ ତୋଳିଧରି ଜୀବନ୍ତ ହେଉ ଏବଂ ଦର୍ଶକମାନଙ୍କ ସହିତ ମିତ୍ରତା ସୂତ୍ରରେ ବାନ୍ଧି...
ହନୁମାନ ଜୀଉ ସ୍କୁଲକୁ ମିଶ୍ର ଚେରିଟେବୁଲ ଟ୍ରଷ୍ଟର ସହାୟତା
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ବରାଳ ପୋଖରୀଠାରେ ମିଶ୍ର ଚେରିଟେବୁଲ ଟ୍ରଷ୍ଟ ଓ ରୋଟାରୀ କ୍ଲବ ମିଡ଼୍ଟାଉନ ପକ୍ଷରୁ ହନୁମାନ ଜୀଉ ଉ.ପ୍ରା.ବିଦ୍ୟାଳୟରେ ସ୍ୱର୍ଗ ଆଶାଲତା...
ସାହୁ ଆକ୍ୱାଟିକ୍ସ ପକ୍ଷରୁ ମୋ ସ୍କୁଲ ଅଭିଯାନକୁ ୧ଲକ୍ଷ ଦାନ
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଠାରେ ଥିବା ମା’ ଧାମରାଇ ଉଚ୍ଚ ବିଦ୍ୟାଳୟକୁ ସାହୁ ଆକ୍ୱାଟିକ୍ସ ପକ୍ଷରୁ ୧ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ...
ଗବସାହି ଦୁର୍ଗାମଣ୍ଡପରେର ରାଧାକୃଷ୍ଣଙ୍କ ହୋଲି ମେଲଣ
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବହୁ ବର୍ଷ ଧରି ହୋଇ ଆସୁଥିବା ଗବସାହି ହୋଲି ମେଲଣ ଉତ୍ସବ ସ୍ଥାନୀୟ ଦୁର୍ଗା ମଣ୍ଡପରେ କୋବିଡ଼ କଟକଣା ମଧ୍ୟରେ ସମ୍ପନ୍ନ...
ଭଦ୍ରକ : ବନ୍ଧୁ ସାଜିଲା ବଇରୀ
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କିଏ ବନ୍ଧୁଟିଏ କରେ ସୁବିଧା ଅସୁବିଧାରେ ପାଖରେ ଠିଆ ହେବାକୁ, ହେଲେ ଆଜିକାଲିକା ବନ୍ଧୁ କିପରି ସରୁ କଥା କହି ଚିତା...
ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟ୍ସ...
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’...
ଆଦାନୀ ଫାଉଣ୍ଡେସନ ପକ୍ଷରୁ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ଧାମରା ପୋର୍ଟର ସିଏସ୍ଆର ଅଂଶ, ଆଦାନୀ ‘ାଉଣ୍ଡେସନ୍ ପକ୍ଷରୁ ଜିଲଳ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ବାଲିମୁଣ୍ଡା ଗ୍ରାମପଂଚାୟତର ମାର୍କେଟ ପଡିଆ...
ସେତୁ ଉପରେ ସେତୁର ଶିଳାନ୍ୟାସ
ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲୋକଙ୍କୁ ନଦୀ ନାଳ ପାରି ହେବା ସକାସେ ପଟାପୋଲ ଟିଏ ମିଳୁନି ତେଣେ ସେତୁ ଭାଙ୍ଗି ସେତୁ ଉପରେ ନୁଆ ସେତୁ...
ରହଣିଆ ପଞ୍ଚାୟତ ମନରେଗା କାର୍ଯ୍ୟ ଅନୁଧ୍ୟାନ କଲେ ବିଡିଓ ଓ ପିଡି
ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ଜିଲ୍ଲା...
ଧାନକିଣାରେ ଅନିୟମିତତା ସମବାୟ ସମିତି ସଂପାଦକଙ୍କୁ ନିଲମ୍ଭନ ଆଦେଶ
ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାନକିଣାରେ ଅନିୟମିତତା ଅଭିଯୋଗରେ ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ସେବା ସମବାୟ ସମିତି ସଂପାଦକ ନାରାୟଣ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ଭନ...
ଜାତୀୟ ସଂହତି ଶିବିରରେ ଭଦ୍ରକ ଜିଲାର ସଫଳତା, ବଧେଇ ଜଣେଇଲେ ଜିଲ୍ଲା ଶିକ୍ଷାଧିକାରୀ
ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତ ସ୍କାଉଟ୍ସ ଗାଇଡ଼୍ସ ତରଫରୁ ଆୟୋଜିତ ୧୮ତମ ଜାତୀୟ ସଂହତି ଶିବିରରେ ଭଦ୍ରକ ଜିଲାକୁ ଅଭୁତ ସଫଳତା ମିଳିଛି । ଏହି...
ବିଶ୍ୱ ହିନ୍ଦୁ ପରିଷଦର ଦୁଇ ଦିବସୀୟ ପରିଚୟ ବର୍ଗ ଉଦ୍ଯାପିତ
ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦୁଇ ଦିବସୀୟ ପରିଚୟ ବର୍ଗ ଆଜି ଅପରାହ୍ନରେ ସ୍ଥାନୀୟ ନୂଆବଜାରସ୍ଥି ସରସ୍ୱତୀ ମନ୍ଦିରରେ...
ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଭଦ୍ରକ ଜିଲ୍ଲାର ଦ୍ୱିତୀୟ ସାମ୍ବିଧାନିକ ସମ୍ମିଳନୀ
ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲଷ୍ଟା)ର ଭଦ୍ରକ ଜିଲ୍ଲାସ୍ତରୀୟ ଦ୍ୱିତୀୟ ସାମ୍ବିଧାନିକ ସମ୍ମିଳନୀ ବାଗୁରାଇସ୍ଥ ଜାଗୁଳାଇ ଉ.ପ୍ରା. ବିଦ୍ୟାଳୟ...
























