Tag: Bhadrak News
ଆଖଣ୍ଡଳମଣି ପୀଠରେ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ଆରମ୍ଭ, ମନ୍ଦିର ବେଢା ପରିସରରୁ ୧୯ ଦୋକାନ ଗୃହ...
ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳି ଭାବେ ପରିଚିତ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ଦୀର୍ଘ ୫୦ବର୍ଷ ପରେ ଆରମ୍ଭ ହେଲା ମାଷ୍ଟରପ୍ଲାନ...
ଭାଟିଆଶୁଣୀରେ କୃଷକ ସମାବେଶ , କୃଷକ ଓ ଶ୍ରମିକଙ୍କ ପାଇଁ ଲଢେଇ ଜାରୀ ରହିବ-...
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରିୟ ସଂଯୋଜକ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସୀମାବର୍ତ୍ତୀ ମା’ ଭାଟିଆଶୁଣୀ ପୀଠରେ ଶତାଧିକ କୃଷକମାନଙ୍କୁ...
ବାଇକ୍ ଦୁର୍ଘଟଣା, ୩ ଗୁରୁତରଙ୍କୁ କଟକ ପଠାଗଲା
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁର ପୌରପାଳିକା ଅଧୀନସ୍ଥ ଇଣ୍ଡିଆସାହି ଛକଠାରେ ଦୁଇବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ୍ ଆରୋହୀଙ୍କ ସହିତ ଜଣେ...
୰ ଦିବାକର ମହାନ୍ତିଙ୍କ ଏକଦଶାହରେ ସ୍ମୃତିଚାରଣ ସଭା
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ଭଦ୍ରକ ମୁଖ୍ୟଡ଼ାକଘରର ଅବସରପ୍ରାପ୍ତ ହେଡ ଼ପୋଷ୍ଟମାଷ୍ଟର ତଥା ଗୋପାଳବିନ୍ଧା ଗ୍ରାମର ୰ ଦିବାକର ମହାନ୍ତିଙ୍କ...
ସ୍ୱାଧୀନତା ସଂଗ୍ରାମୀ ୰ ପ୍ରହ୍ଲାଦ ମହାପାତ୍ରଙ୍କ ସ୍ମୃତିଚାରଣ ସଭା
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାବରଙ୍ଗର ଗର୍ବ ଓ ଗୌରବ କୁହାଯାଉଥିବା ସ୍ୱାଧୀନତା ସଂଗ୍ରାମୀ ୰ ପ୍ରହ୍ଲାଦ ଚନ୍ଦ୍ର ମହାପାତ୍ରଙ୍କର ଏକାଦଶାହ ଅବସରରେ ତାଙ୍କ ବାସଭବନରେ ଏକ...
ଆର୍ଥିକ ସାକ୍ଷରତା ଓ ଗୋଷ୍ଠୀ ସହାୟକଙ୍କ ତାଲିମ ଶିବିର ଉଦ୍ଯାପିତ
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ôଥକ ସୁଦୃଢ କରିବା ନିମନ୍ତେ ଆର୍ôଥକ ସାକ୍ଷରତା ଓ ଗୋଷ୍ଠୀ ସହାୟକଙ୍କ ଏକ ୬ ଦିନିଆ...
କୋମାରେ ଧୁଷୁରୀ ଡାକ୍ତରଖାନା, ଆସୁନାହାଁନ୍ତି ଡାକ୍ତର, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ, ବିଧାୟକ ଦୃଷ୍ଟି ଦେବେକି!
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ ଧୁଷୁରୀ ଡାକ୍ତରଖାନାଟି ଦୀର୍ଘଦିନ ଧରି ଅବ୍ୟବସ୍ଥା ଘେରରେ କୋମାକୁ ଚାଲିଯାଇଛି । ଡାକ୍ତର ନିଯୁକ୍ତ ହେଇଥିଲେ...
କମ୍ୟୁନିଷ୍ଟ ପାର୍ଟିର ଶତବର୍ଷ ପୂର୍ତ୍ତି ପାଳନ କଲା ଭଦ୍ରକ ଜିଲା କମିଟି
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କମ୍ୟୁନିଷ୍ଟ ପାର୍ଟିକୁ ଆଜି ପୁରିଲା ଶହେବର୍ଷ । ଏଥି ଉପଲକ୍ଷେ ଭଦ୍ରକ ବନ୍ତଛକ ଠାରେ କମ୍ୟୁନିଷ୍ଟ ନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ...
ଜମିବାଡି ଗଣ୍ଡଗୋଳରେ ୨ ଆହତ
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାନ୍ଦିଆ ପଂଚାୟତକୁ ନେଇ ୨ ଜଣଙ୍କର ମୁଣ୍ଡ ଫାଟିଯିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି...
ଦୁର୍ଗାପୂଜା ଚାନ୍ଦା ମାଗି ଯୁବକ ଗିରଫ
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁର୍ଗାପୂଜା ପାଇଁ ଜୋର ଜବରଦସ୍ତ ଜଣେ ବ୍ୟକ୍ତିଙ୍କୁ ଚାନ୍ଦା ମାଗି ୨ ହଜାର ଟଙ୍କା ନେବା ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ଥାନା...
ପୋଖରୀରେ ବୁଡି ଯୁବକର ମୃତ୍ୟୁ
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୋଖରୀରେ ଗାଧୋଉଥିବାବେଳେ ପାଣିରେ ବୁଡି ଆଜି ଜଣେ ଯୁବକର ମୃତ୍ୟୁ ଘଟିଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି...
ଆଜି ଭଦ୍ରକରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପ୍ରଥମ ଥର ପାଇଁ ଜିଲ୍ଲାରୁ ମାତ୍ର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...
ଧାମରା ରେ ଟ୍ରକ ମାଡିଯାଇ ଯୁବକ ମୃତ
ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଛି । ଘଟଣାରୁ ପ୍ରକାଶ ଧାମରା ପଂଚାୟତ...
ଜରାଜୀର୍ଣ୍ଣ ଆପଣ୍ଡା-କଟିଣା ରାସ୍ତା, ମରାମତି କେବେ!
ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ତ ବ୍ଲକ୍ ବସନ୍ତିଆ ପଞ୍ଚାୟତ ଅନ୍ତର୍ଗତ ଆପଣ୍ଡା-କଟିଣା ଗ୍ରାମ୍ୟ ରାସ୍ତାଟି ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ ହୋଇପଡିଥିଲେ ମଧ୍ୟ ପ୍ରଶାସନ ଓ...
ଭଣ୍ଡାରିପୋଖରୀ ବ୍ଲକ ଦୁର୍ନୀତି ବିରୋଧରେ ହେବ ଲଢେଇ, ସୋମବାର ହେବ ‘ପର୍ଦ୍ଦାଫାସ’ ସମାବେଶ; ବିଜେପି
ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅରାଜକତା ସୀମା ଲଘଂନ କରିଛି । ବ୍ଲକ ଅଫିସ ବ୍ଲାକ ଅଫିସରେ ପରିଣତ ହୋଇଛି...
ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ଧାରଣା
ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହର ଦାବିରେ ଭାରତୀୟ ଜନତା ପାର୍ଟି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଗଣଧାରଣା...
ରାସ୍ତା ଉପରେ କବାଡିଆ ଦୋକାନୀଙ୍କ ଜୁଲମ;ବଢୁଛି ଟ୍ରାଫିକ ସମସ୍ୟା
ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ସହରରୁ ବିଭିନ୍ନ ଅଂଚଳକୁ ଯାଇଥିବା ରାସ୍ତା କଡରେ କବାଡିଆ ଦୋକାନ ଯୋଗୁଁ ଏବେ ଟ୍ରାଫିକ ସମସ୍ୟା ବଡି ଯାଇଛି ।...
କଚେରୀ ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ, ଜବରଦଖଲ ଉଚ୍ଛେଦ...
ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଚେରୀ ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ । ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ଆବୁଡା...
ଆଜି ଭଦ୍ରକରେ ୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ମୃତ୍ୟୁ ସଂଖ୍ୟାରେ ୧...
ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୪୭ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୧୩...
ବାସୁଦେବପୁରରେ ୪୦ ବସ୍ତା ଚୋରା କୋଇଲା ଜବତ, ୧ ଗିରଫ
ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁର ଅଂଚଳରେ ଦିନକୁ ଦିନ ଚୋରା କୋଇଲା କାରବାର ବୃଦ୍ଧି ପାଉଛି । କେତେବେଳେ ଗାଡିରେ କୋଭିଡ୍ ପାସ୍...





