Tag: Bhadrak News
ଭଦ୍ରକ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ଅଧ୍ୟକ୍ଷଙ୍କୁ ଦାବିପତ୍ର
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜୁଲାଇ ମାସକୁ ଭଦ୍ରକ ମହାବିଦ୍ୟାଳୟ ୭୫ ବର୍ଷରେ ପାଦ ଦେବାକୁ ଯାଉଛି । ଏହି ବର୍ଷ ହୀରକ ଜୟନ୍ତୀ ପାଳନ ପାଇଁ...
କଳାକାର ସଂଘ ଓ ନବନିର୍ମିତ କୃଷକ ସଂଗଠନର ବୈଠକ
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଳାକାର ସଂଘ ଓ ନବନିର୍ମିତ କୃଷକ ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି...
ସ୍ଥାୟୀ ଜମିପଟ୍ଟା ପାଇବା ପାଇଁ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଦାବିପତ୍ର
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରାଞ୍ଚଳ ବନ୍ତଛକସ୍ଥିତ ୧୦ ନଂ ୱାର୍ଡରେ ଯାଉଥିବା ଆଦିବାସୀ କଲୋନୀ (ଫିସରି ବନ୍ଧ) ନିବାସୀ ୩୩ଟି ପରିବାର ଦୀର୍ଘବର୍ଷ ଧରି...
ଓଡ଼ିଶା ଓଏସ୍ଏସ୍ସି ବିଭାଗରେ ହୋଇଥିବା ଲାଞ୍ଚ କାରବାରକୁ ବିରୋଧ, ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ...
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ହୋଇଥିବା ଲାଞ୍ଚ କାରବାର ଏବଂ ବିଜେଡି ୫-ଟି ଶାସନର ଦୁର୍ନୀତି ବିରୋଧରେ ଆଜି ରାଜ୍ୟ ବିଜେପି...
ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଖଣ୍ଡେ ନମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ –...
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ...
ପ୍ରଥମ ତ୍ରୈମାସିକରେ ଆଦାନୀ ଗ୍ରୀନ ଏନର୍ଜିର ସର୍ବାଧିକ ରାଜସ୍ୱ ଲାଭ
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ଗ୍ରୁପର ଏକ ଅଂଶ; ଆଦାନୀ ଗ୍ରୀନ ଏନର୍ଜି ଲିମିଡେଟ୍ ଆଜି ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମ ତ୍ରୈମାସିକ ଫଳାଫଳ...
ଧାମନଗର : ସାମ୍ବାଦିକଙ୍କ ମାତୃ ବିୟୋଗ
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ଖଡିପଦା ପଞ୍ଚାୟତର କାଞ୍ଜିଆପାଳ ଗ୍ରାମର ଧର୍ମପରାୟଣ ମହିଳା ନିରୁପମା ରଥ (୬୬)ଙ୍କ ଆଜି ପରଲୋକ ଘଟିଛି ।...
ଧାମନଗର – ଫେରାର ୨ ଅଭିଯୁକ୍ତ ଗିରଫ
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ଥାନାର ମଙ୍ଗଳପୁର ଛକ ନିକଟରେ ଏକ ଛିନତାଇ ଘଟଣାରେ ବିନୋଦ ମଳିକ ଗିରଫ ହୋଇଥିବାବେଳେ ଏ...
ମହିଳାଙ୍କ ଖାଦ୍ୟନାଡି କାଟିବା ଘଟଣାରେ ଭେଟିଲେ ବ୍ଲକ କଂଗ୍ରେସ ସଭାପତି
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତର ଗୋପାଳପୁର ଗ୍ରାମର ନିରଞ୍ଜନ ବାରିକଙ୍କ ସ୍ତ୍ରୀ କ୍ଷତିପ୍ରଭା ବାରିକଙ୍କର ଗର୍ଭ ଅସ୍ତୋପଚାର ବେଳେ ଡାକ୍ତର ତୃଟିପୂର୍ଣ୍ଣ...
ଆଦର୍ଶ ମହିୟସୀ ମହିଳାଙ୍କ ଦେହାନ୍ତ, ବିଭିନ୍ନ ମହଲରେ ଶୋକ
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଜଣେ ସମାଜସେବୀ, ଆଦର୍ଶ ମହିଳା ଭାବେ ପରିଚିତ ବିଷ୍ଣୁପ୍ରିୟା ବୋଇତିଙ୍କର ଗତକାଲି ରାତି ପ୍ରାୟ ୩.୧୫ ସମୟରେ ଭୁବନେଶ୍ୱରସ୍ଥିତ କିମସ୍...
ସ୍ୱର୍ଗତଃ ବଳରାମ ପାଣିଗ୍ରାହୀଙ୍କ ଶ୍ରଦ୍ଧାଞ୍ଜଳି ସଭା
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମା’ ପଦ୍ମାଳୟା ପୀଠ ଭାଗବତ ସଂଘ ସରମଙ୍ଗା ଆନୁକୂଲ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତଃ ବଳରାମ ପାଣିଗ୍ରାହୀଙ୍କ ଶ୍ରଦ୍ଧାଞ୍ଜଳି ସଭା କୋଭିଡ୍ ନିୟମ...
ବନ୍ତ ବ୍ଳକ ଛୟାଳସିଂହ ପଞ୍ଚାୟତର ୨୦ ଯୁବନେତା ବିଜେପିରେ ସାମିଲ
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଳକ ଛୟାଳସିଂହ ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ୱ ଯୁବନେତା ଆଜି ବିସପେିରେ ସାମିଲ ହୋଇଛନ୍ତି...
ଆବାସ ଯୋଜନା ଦୁର୍ନୀତି ନେଇ ବିଡିଓଙ୍କୁୁ ଭେଟିଲା ବିଜେପି ପ୍ରତିନିଧି ଦଳ
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି...
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ମୋ ସରକାର ଓ ୫-ଟି ସ୍ୱତନ୍ତ୍ର ବିଭାଗ ସୃଷ୍ଟି ପରେ ଦୁର୍ନୀତି ବଢିଛି । ସରକାରୀ ଅଧିକାରୀମାନଙ୍କୁ ଦୁର୍ନୀତି ପାଇଁ...
ଆଉ ଜଣେ ଦଳୀୟ କର୍ମୀ ଗିରଫ ହେଲେ ଦଳ ଉପଯୁକ୍ତ ଜବାବ ଦେବ –...
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜନତା ପାର୍ଟି, ତିହିଡ଼ି ବ୍ଲକ ତରଫରୁ ତିହିଡ଼ି ବ୍ଲକରେ ବ୍ୟାପକ ଦୁର୍ନୀତିର ପର୍ଦାଫାଶ କରିବା ପରିପ୍ରେକ୍ଷୀରେ ଏକ ଗଣଧାରଣାର ଡାକରା...
ତିହିଡି ବ୍ଲକ୍ ଭଂଗାରୁଜା ଘଟଣାରେ ୯ ଜଣ ଗିରଫ
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସ୍ନ କାର୍ଡ, ଏନ୍ଆରଇଜିଏସ୍ ଦୁର୍ନୀତି ଘଟଣାକୁ ନେଇ ଗତକାଲି କେତେକ ବ୍ୟକ୍ତି ବ୍ଲକ୍ କାର୍ଯ୍ୟାଳୟରେ ବିଡିଓଙ୍କ ଅଫିସ୍...
ଛାତ୍ର ବିଜେଡି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ ଘଟଣାରେ ୫ ଗିରଫ
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ତଥା ୨୨ ନଂ ଜିଲ୍ଲା ପରିଷଦ ସଦସ୍ୟ ଦୀପ୍ତିସୂର୍ଯ୍ୟ ବିଶ୍ୱାଳଙ୍କୁ ଗତ ମାସ୨୫...
ପୁଣି ମାତିଲେଣି ଚୋର, ଦୁଇଟି ଗ୍ରାମରୁ ଚୋରି
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ୧ ତାରିଖ ରାତିରେ ଦୋଳସାହିର ରାଢଙ୍ଗ ଗ୍ରାମର ୨ ନଂ ୱାର୍ଡର ଦୁଇଟି ମନ୍ଦିରରୁ ଚୋରି ହେବାର ଘଟଣା ଲୋକଙ୍କ...
ରାସ୍ତା ପାଲଟିଛି ଗୋରୁଗାଈଙ୍କ ଆଶ୍ରୟସ୍ଥଳୀ
ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡ଼ାରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତବିଭାଗର ଅନ୍ୟତମ ପ୍ରମୁଖ ରାସ୍ତା ଉପରେ ଗୋରୁଗାଈ ମାନେ ରହୁଥିବାରୁ ଅନେକ ସମୟରେ ବାଇକ୍ ଆଦି...
୧୧ ବର୍ଷ ପରେବି ନିର୍ମିତ ହୋଇପାରିଲାନି ଅଙ୍ଗନୱାଡି ନିଜସ୍ୱ ଗୃହ
ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ବିଭିନ୍ନ ପ୍ରକଳ୍ପ ପାଇଁ ଗୃହ ନିର୍ମାଣ ହେଉଛି ସତ କିନ୍ତୁ ଏହା ସଠିକ କାର୍ଯ୍ୟରେ...
























