Tag: Bhadrak News
ବାହାନଗା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପ୍ରସଙ୍ଗ, ଭଦ୍ରକ ମେଡିକାଲରେ ଆହତଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ଶୁକ୍ରବାର ରାତିରେ ଘଟିଯାଇଥିଲା ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଯାହାଫଳରେ ଶତାଧିକ ଲୋକଙ୍କର ଜୀବନ ହାନି ହୋଇଥିବାବେଳେ ହଜାର...
ନିରାଶ ହୋଇ ଫେରିଲା ବାପାକୁ ନେବା ପାଇଁ ଅପେକ୍ଷା କରିଥିବା ପୁଅ
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଉମାତ୍ର କିଛି ସମୟ ପରେ ବାପା ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ôଚବା ପରେ ବଡ଼ପୁଅ ତାଙ୍କୁ ସାଙ୍ଗରେ ଭଡ଼ାଘରକୁ ନେଇଥାନ୍ତେ ।...
ବାହାନଗା ରେଳ ଦୁର୍ଘଟଣାରେ ମୃତ ରୂପକଙ୍କ ପାଇଁ କାନ୍ଦୁଛି ଗାଁ
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତ ଅନ୍ତର୍ଗତ ଶଙ୍ଖୁଳା ଗ୍ରାମର ରୂପକ ନାୟକ(୪୩) ଗତ ଶୁକ୍ରବାର ବାହାନଗା ରେଳ ଦୁର୍ଘଟଣାରେ...
କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା, ବିଦ୍ୟୁତ୍ ବିଭାଗ ଜେନେରାଲ ମ୍ୟାନେଜର ନାରାୟଣ ଦାଶଙ୍କ ପରଲୋକ
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ପୌରାଞ୍ଚଳ ଅନ୍ତର୍ଗତ ୯ନଂ ୱାର୍ଡ ମଣିସାହି ଗ୍ରାମର ବିଦ୍ୟୁତ୍ ବିଭାଗ ଜେନେରାଲ ମ୍ୟାନେଜର ନାରାୟଣ ଦାଶଙ୍କର ବାଲେଶ୍ୱର ଜିଲା...
ଛାତି ଥରାଇଦେଲା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା, ଭଦ୍ରକ ମେଡିକାଲରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ ଓ...
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ଶୁକ୍ରବାର ରାତି ଓଡ଼ିଶା ପାଇଁ ଥିଲା ଏକ କାଳ ରାତି । ଯାହା ବିଶ୍ୱବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି ।...
ଶ୍ୟାମସୁନ୍ଦରପୁର ସମବାୟ ସମିତିରେ ଅଚଳାବସ୍ଥା, ଆର୍ଥିକ କାରବାରକୁ ସଚଳ କରାଯିବା ଦାବିରେ ଚାଷୀଙ୍କ ଧାରଣା
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିରେ ସଭାପତି ଓ ସମ୍ପାଦକ ବିବାଦକୁ ନେଇ ଦୀର୍ଘଦିନ ହେବ ସମବାୟ...
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ବାଲିପାଟଣା, ଭଦ୍ରକଠାରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ...
ଭଦ୍ରକ – ଦ୍ୱିତୀୟ ଦିନରେ ଅମଲାମାନଙ୍କ ଗଣଧାରଣା
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଦ୍ୱିତୀୟ ଦିନରେ ଅମଲାମାନଙ୍କ ଗଣଧାରଣା ଜାରି ରହିଛି । ଗତକାଲି ଠାରୁ ଆଜି ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା ।...
ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ, ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାସୁଦେବପୁର ବ୍ଲକ୍ ଚୁଡାମଣି ମଳିକସାହିରେ ୫ ଜଣ ନାବାଳକ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ...
ଚିଙ୍ଗୁଡି ପୋଖରୀରେ କାମ କଲାବେଳେ ବଜ୍ରପାତ, ଭଣଜା ମୃତ, ମାମୁଁ ଗୁରୁତର
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚିଙ୍ଗୁଡି ପୋଖରୀରେ କାମ କରୁଥିବାବେଳେ ବଜ୍ରପାତରେ ଭଣଜାଙ୍କ ମୃତ୍ୟୁ ହୋଇଥିବା ବେଳେ ମାମୁଁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।...
ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୧୬ନଂ ଜାତୀୟ ରାଜପଥର ରାଜେନ୍ଦ୍ରପୁର ଛକ ଠାରୁ ଅନତିଦୂର ଗୁହାଳିଆ ପୋଲ ନିକଟରେ ମର୍ମଦୁନ୍ତ ସଡକ...
ଭଦ୍ରକରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବଡ ବଡ ଗଛ, ଉପୁଡିଲା ବିୁଦ୍ୟତ୍ ଖୁଣ୍ଟ
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସହରରେ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍ ସମୟରେ କାଳବୈଶାଳୀ ତାର ତାଣ୍ଡବ ଦେଖାଇଥିଲା । ହାଲ୍କା ବର୍ଷା ସାଙ୍ଗକୁ...
ବସ୍ଷ୍ଟାଣ୍ଡ ନିକଟରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବସ୍ଷ୍ଟାଣ୍ଡ ନିକଟ ମାର୍କେଟ କମ୍ପେ୍ଲକ୍ସ ଦୋକାନ ସଟର ଷ୍ଟାଣ୍ଡରେ ଝୁଲୁଥିବା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି । ବନ୍ତଛକର...
ବିଏନ୍ଏମଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷାଫଳ ପ୍ରକାଶିତ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଞ୍ଜି ନାରାୟଣ ମାଧବ ଅର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷ +୨...
ଦର୍ପେଶ୍ୱର ମନ୍ଦିରରୁ ଚୋରି ଅଭିଯୋଗ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ମଧ୍ୟସ୍ଥଳରେ ଅବସ୍ଥିତ ଦର୍ପେଶ୍ୱର ମନ୍ଦିର ହୁଣ୍ଡିବାକ୍ସରୁ ଗତ ବୁଧବାର ରାତ୍ରରେ ଚୋରି ହୋଇଥିବା ଜଣାଯାଇଛି ।...
୮ମ ଗ୍ରୀଷ୍ମକାଳୀନ ବାସ୍କେଟବଲ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବାସ୍କେଟବଲ୍ ଏକାଡେମୀ ଆନୁକୁଲ୍ୟରେ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ୮ମ ଗ୍ରୀଷ୍ମକାଳୀନ ବାସ୍କେଟବଲ୍ ପ୍ରଶିକ୍ଷଣ ଶିବିର ଗତକାଲି ସନ୍ଧ୍ୟାରେ...
କେନ୍ଦ୍ରମନ୍ତ୍ରୀ ବ୍ରିଜ ଭୂଷଣ ସିଂଙ୍କୁ ଗିରଫ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେପିର କେନ୍ଦ୍ର କ୍ରୀଡାମନ୍ତ୍ରୀ ବ୍ରିଜ ଭୂଷଣ ସିଂଙ୍କୁ ଗିରଫ କରାଯିବା ଦାବି ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏକ ପ୍ରତିବାଦ...
ବାପୁଜୀ ହାଇସ୍କୁଲର ନୂତନ ଗୃହ ଉଦ୍ଘାଟିତ ଓ ମୁଖପତ୍ର ଲୋକାର୍ପଣ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗେଲପୁର ସ୍ଥତ ବାପୁଜୀ ହାଇସ୍କୁଲର ନୂତନ ଗୃହର ଉଦ୍ଘାଟନ ଏବଂ ବିଦ୍ୟାଳୟର ମୁଖପତ୍ର ‘ଉନ୍ମେଷ’ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇ...
ସିଟ୍ ଛାଡି ଅମଲାମାନଙ୍କ ଗଣଧାରଣା, ଠପ୍ ହୋଇଗଲା ସବୁ କାର୍ଯ୍ୟାଳୟ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜି ଗୁରୁବାର ଗ୍ରେଡ୍ ପେ ୪୨୦୦ କୁ ବୃଦ୍ଧି ଦାବି କରି ଜିଲାସ୍ତରୀୟ କାର୍ଯ୍ୟରତ ଅମଲାମାନେ...
କଂଗ୍ରେସର ନେତା ଦିଗମ୍ବର ଦାସଙ୍କ ଘରେ ଆୟକର ବିଭାଗର ଚଢାଉ
ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ବାଂଶଡା ପଂଚାୟତ ଛେଡାକ ଗ୍ରାମରେ ଚାନ୍ଦବାଲି କଂଗ୍ରେସର ନେତା ତଥା କଂଗ୍ରେସର ବିଧାୟକ ପ୍ରାର୍ଥୀ ଦିଗମ୍ବର...
























