Home Tags Bhadrak News

Tag: Bhadrak News

ବନ୍ୟା ଯୋଗୁଁ ୭ଟି ବ୍ଲକ୍‌ରେ ୪୨୨୩ ହେକ୍ଟର ଜମିର ତଳି ସଂପୂର୍ଣ୍ଣ ନଷ୍ଟ,୨ ଲକ୍ଷ...

0
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ଓ ସାଳନ୍ଦୀ ନଦୀ ବନ୍ୟା ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଜିଲାର ୭ଟି ବ୍ଲକ୍‌ରେ ଚାଷଜମିକୁ ଜଳାର୍ଣ୍ଣବ କରିପକାଇଛି। ବନ୍ୟାଜଳ...

ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଂଟିଲେ ତିହିଡି଼ ସତ୍ୟସାଇ ସଙ୍ଗଠନ

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପେକ୍ଷୀରେ ତିହିଡି଼ ସତ୍ୟସାଇ ସେବା ସମିତି ପକ୍ଷରୁ ବିପନ୍ନ ମାନକୁ...

କରାମତ ଅଲୀ କରାମତଙ୍କ ସ୍ମୃତିରେ ସାହିତ୍ୟ ସଭା ଓ ମୁଶାୟରା

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରଖ୍ୟାତ ଉର୍ଦ୍ଦୁ ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର କରାମତ ଅଲୀ କରାମତଙ୍କ ଚତୁର୍ଥ ପୁଣ୍ୟତିଥି ଅବସରରେ ଭଦ୍ରକ ସ୍ଥିତ ସରକାର ନଗର ର...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା...

ଭଦ୍ରକ ଜିଲା ଦଳିତ ମହାସଂଘ ପକ୍ଷରୁ ବନ୍ୟାବିପନ୍ନଙ୍କୁ ରିଲିଫ ବଂଟନ

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅର୍ଣ୍ଣପାଳ ପଂଚାୟତର ରାଜୁଆଳି ମଧୁବନ ସାହି, ରାଜମକୁନ୍ଦପୁର ଜେନା...

ବଢ଼ିଲା ନାଳିଆ ରେବ କପାଳି,ଦୁଇ ସପ୍ତାହରେ ଦୁଇଟି ବନ୍ୟା, ବିଷ୍ଣୁପୁରବିନ୍ଧା ରାସ୍ତାରେ ୩ ଫୁଟ...

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗୋଟିଏ ବନ୍ୟାର ଦୁଃଖ ଓ ଦୁର୍ଦ୍ଦଶା ଏଯାଏଁ ଦୂର ହୋଇନି।ପୁଣି ସାଳନ୍ଦୀର ଶାଖା ନାଳିଆ ସମେତ ରେବ ଓ କପାଳି ନଦୀରେ ବନ୍ୟା...

ରିଲିଫ ବଂଟନକୁ ନେଇ ବିଡିଓ ଓ ତହସିଲଦାରଙ୍କୁ ଘେରିଲା ଧାମନଗର ବିଜେଡି

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକରେ ବନ୍ୟା ସହାୟତା ବଂଟନକୁ ନେଇ ବିଜେଡି ପକ୍ଷରୁ ବିଡିଓ ଓ ତହସିଲଦାରଙ୍କୁ ଘେରାଉ କରାଯାଇଛି। ବନ୍ୟା ବିପନ୍ନଙ୍କୁ...

ଜୀବିତ ମା’ଙ୍କୁ ମୃତ ଦର୍ଶାଇ ଜମି ହଡ଼ପ ଘଟଣା,ଆରଆଇ ଓ ଦୁଇ ପୁଅଙ୍କ ଗିରଫ...

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜୀବିତ ମା’ଙ୍କୁ ସରକାରୀ କାଗଜପତ୍ରରେ ମୃତ ଦର୍ଶାଇ ଜମି ଓ ଘର ଦୁଇ ପୁଅଙ୍କ ନାମରେ କରାଯାଇଥିବା ଅଭିଯୋଗକୁ ନେଇ ଭଦ୍ରକ ଏସ୍‌ପିଙ୍କ...

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଭଦ୍ରକ ଜିଲା ତରଫରୁ ଜିଲାପାଳଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏକ ଦାବିପତ୍ର...

ଭଦ୍ରକ ବ୍ଲକ୍ ଉପସଭାପତି ଓ ସରପଂଚ ଜିଲାପାଳଙ୍କୁ ଭେଟିଲେ,ସାଳନ୍ଦୀ ଓ ନାଳିଆ ନଦୀବନ୍ଧ ଗୁଡିକର...

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାଳନ୍ଦୀ ଓ ନାଳିଆ ନଦୀବନ୍ଧ ଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ଏବେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହୋଇଥିବାର ଭଦ୍ରକ ପଂଚାୟତ ସମିତିର ଉପସଭାପତି...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଭାଟପଡ଼ା ପଂଚାୟତ ଅଧୀନ ମିର୍ଜାପୁର ପାତ୍ରସାହି ଗ୍ରାମରୁ ଶୁକ୍ରବାର ପୋଲିସ ଜଣେ ଯୁବକର ମୃତ ଦେହ...

ଝାଡ଼ଖଣ୍ଡ ଡକାୟତି ମାମଲାରେ ଧାମନଗରରୁ ଜଣେ ଗିରଫ

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଝାଡ଼ଖଣ୍ଡର ଏକ ବହୁଚର୍ଚ୍ଚିତ ସଶସ୍ତ୍ର ଡକାୟତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଝାଡ଼ଖଣ୍ଡ ପୁଲିସ ଗୁରୁବାର ଭଦ୍ରକ ଜିଲ୍ଲା ଧାମନଗର ଥାନା...

ବାରୋ କୁଆମାହାରା ଠାରେ ସାଳନ୍ଦୀ ନଦୀର ଘାଇ,ପାଣି ସ୍ରୋତରେ ଭାସି ଯାଉଛି ବାଲି ବସ୍ତା,...

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ କୁଆମାହାରା ଠାରେ ସାଳନ୍ଦୀ ନଦୀରେ ୭୦ଫୁଟ ଘାଇ ସୃଷ୍ଟିହୋଇ ପ୍ରଖର ପାଣିସ୍ରୋତ ଚାଲିଛି।ଫଳରେ ଭଦ୍ରକ...

ଭଣ୍ଡାରିପୋଖରୀ ବିଜେପିର ସାମ୍ବାଦିକ ସମ୍ମିଳନୀ

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ କୁମାର ସାହୁଙ୍କ ପୌରହିତ୍ୟରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୁବ ନେତ...

ଆଗରପଡା ମହିଳା କଲେଜ ପରିଦର୍ଶନ କଲେ ଭଦ୍ରକ ବିଧାୟକ

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭଦ୍ରକ ବିଧାୟକ ସୀତାଶୁଂ ଶେଖର ମହାପାତ୍ର ଆଜି ଭଦ୍ରକ ଜିଲ୍ଲା ଆଗରପଡା ମହିଳା କଲେଜ...

ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଧାମନଗରରେ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଂଟନ

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଂଚାୟତ ରେ ରାଧାନଗର ଦଳିତ ବସ୍ତିରେ ଥିବା ୫୦ପରିବାର...

ରାଷ୍ଟ୍ର ପାଇଁ ମଧ୍ୟସ୍ଥତା ୩.୦ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ଅକ୍ଟୋବର- ୨୦୨୬ ମାସରୁ ମଧ୍ୟସ୍ଥତା ମାଧ୍ୟମରେ ଉପଯୁକ୍ତ ବିଚାରାଧୀନ ମାମଲାଗୁଡ଼ିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ମଧ୍ୟସ୍ଥତା...

ଜଳସମ୍ପଦ ବିଭାଗର ନିମ୍ନମାନର କାର୍ଯ୍ୟ, କାର୍ଯ୍ୟର ଏକ ସପ୍ତାହ ମଧ୍ୟରେ ଭାଙ୍ଗିଲା ଗାର୍ଡ ୱାଲ,...

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗର ନିମ୍ନମାନର କାର୍ଯ୍ୟକୁ ନେଇ ଚର୍ଚ୍ଚା। ଦେଢ଼ କୋଟି ଟଙ୍କାର କାର୍ଯ୍ୟ ଚାଲୁଥିବା ବେଳେ ଏହି...

ବନ୍ୟାରେ ପ୍ରମୁଖ ସଡ଼କ କ୍ଷତିଗ୍ରସ୍ତ ସ୍ଥିତି ଅନୁଧ୍ୟାନ କଲେ ଆର୍‌ଡ଼ି ସଚିବ

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ସପ୍ତାହରେ ଆସିଥିବା ବନ୍ୟା ଧାମନଗର ବ୍ଲକରେ ପ୍ରଭୂତ କ୍ଷତି ଘଟାଇଛି।ପ୍ରଖର ସ୍ରୋତ ପ୍ରବାହିତ ହୋଇ ଅଧିକାଂଶ ସଡକ ଶୋଚନୀୟ ହୋଇଯାଇଛି।ଯାହା...

ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ସଚିବଙ୍କ ସମୀକ୍ଷା, ଜନକଲ୍ୟାଣ ଯୋଜନା ଗୁଡିକର ଗୁଣବତା...

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ସଚିବ ଯାମିନୀ ଷଡ଼ଙ୍ଗୀ, ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା...