Home ଓଡ଼ିଶା ରାମମନ୍ଦିର ନ’ହେବା ଯାଏଁ ମୁଁ ଜୀବିତ ଅଛି: ସାଧ୍ଵୀ ପ୍ରଜ୍ଞା ଠାକୁର

ରାମମନ୍ଦିର ନ’ହେବା ଯାଏଁ ମୁଁ ଜୀବିତ ଅଛି: ସାଧ୍ଵୀ ପ୍ରଜ୍ଞା ଠାକୁର

677

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନ’ହେବା ପର୍ଯ୍ୟନ୍ତ ମୋର କିଛି ହେବାର ନାହିଁ।ଯେଉଁ ପର୍ଯ୍ୟନ୍ତ ରାମ ମନ୍ଦିର ନ’ହୋଇଛି ସେ ପର୍ଯ୍ୟନ୍ତ ମୁଁ ଜୀବିତ ଅଛି।ଏପରି କହିଛନ୍ତି ମଧ୍ୟପ୍ରଦେଶ ଭୋପାଳ ଭାଜପା ସାଂସଦ ସାଧ୍ଵୀ ପ୍ରଜ୍ଞା ସିଂ ଠାକୁର।ଏକ ଜନସଭାକୁ ସମ୍ବୋଧିତ କରି ପ୍ରଜ୍ଞା କହିଛନ୍ତି ଭାରତ ଅଖଣ୍ଡ ହେଲା, ଏଥର ରାମ ମନ୍ଦିର ହେବ।ଯେପରି ଅନୁଚ୍ଛେଦ ୩୭୦ ଉଛେଦ ହେଲା, ସେପରି ରାମ ମନ୍ଦିର ନିର୍ମାଣ ହେବ।ସୁପ୍ରିମକୋର୍ଟରେ ରାମ ମନ୍ଦିର ଉପରେ ଏବେ ଡେ-ଟୁ-ଡେ ଶୁଣାଣି ଚାଲିଥିବା ବେଳେ ସାଧ୍ଵୀ ପ୍ରଜ୍ଞା ଠାକୁର ଏପରି ମନ୍ତବ୍ୟ ଦେଇଛନ୍ତି।//-ଦେବଦତ୍ତ ରଥ

ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !

କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.