କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!

ନୂଆଦିଲ୍ଲୀ: କଥା କଥାକେ ଯୁଦ୍ଧ ଏବଂ ଭାରତକୁ ପରମାଣୁ ବୋମାର ଧମକ ଦେଉଥିବା କାଙ୍ଗାଳ ପାକିସ୍ଥାନ ଏବେ କୁକୁର ବିକିବ।ତାହା ପୁଣି ବୁଲା କୁକୁର।ବିକିବ ତାର ମିତ୍ର ଦେଶ ଚୀନକୁ।ଚୀନ ଲୋକ କୁକୁର ମାଂସ ଖାଆନ୍ତି।ତେଣୁ ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ଥାନ ରାସ୍ତାରେ ବୁଲୁଥିବା ବୁଲା କୁକୁରଙ୍କୁ ବିକିବା ସ୍ଥିତିରେ ଆସି ପହଁଚିଲାଣି। ପାକିସ୍ଥାନର ସିନ୍ଧ ପ୍ରଦେଶ ବିଧାନସଭାରେ ସ୍ପିକର ଆଗା ସିରାଜ ଦୁରାନୀ ଏପରି ପ୍ରସ୍ତାବ ଆଗତ କରିଛନ୍ତି।ଚୀନ ସମେତ ଫିଲିପାଇନ୍ସକୁ … Continue reading କୁକୁର ବିକିବ କାଙ୍ଗାଳ ପାକିସ୍ଥାନ: ଚାଇନାକୁ କରିବ ବୁଲା କୁକୁର ରପ୍ତାନୀ!