ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !

ସଲମାନ୍ ଯାହାକୁ ବସାଇଥିଲେ ମୁଣ୍ଡରେ,କଂଗ୍ରେସ ସାମିଲ କରିଥିଲା ଦଳରେ.. ପାକିସ୍ଥାନରେ ପରଫମାନ୍ସ କରିବାରେ କାହାର ବାପା ଅଟକାଇ ପାରିବନି କହିଲେ ସେହି ଶିଳ୍ପା ସିନ୍ଧେ! ମୁମ୍ବାଇ: ଭାରତ ଏବଂ ପାକିସ୍ଥାନ ଭିତରେ ଏବେ ଯୁଦ୍ଧ ପ୍ରାୟ ସ୍ଥିତି।ବାରମ୍ବାର ପାକିସ୍ଥାନ ଯୁଦ୍ଧ ଏବଂ ପରମାଣୁ ବୋମାର ଧମକ ଦେଉଛି।ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ଥାନ ବିବ୍ରତ ହୋଇପଡିଛି।ଏଣେ ଅନ୍ତରାଷ୍ଟ୍ରୀୟ ସ୍ତରରେ ତାକୁ କୌଣସି ସ୍ତରରେ ସମର୍ଥନ ମିଳୁନି।ଏଥିରେ ସେ ଅଧିକ ବିବ୍ରତ ହୋଇଯାଇଛି।ତେବେ ପାକିସ୍ଥାନକୁ ଯଦି … Continue reading ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !