Home Coronavirus Outbreak ରାଜ୍ୟରେ ୯୮୮୯ ଆକ୍ରାନ୍ତ ଚିହ୍ନଟ – ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧

ରାଜ୍ୟରେ ୯୮୮୯ ଆକ୍ରାନ୍ତ ଚିହ୍ନଟ – ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧

133

ଭୁବନେଶ୍ୱର ୫-୫ (ଓଡ଼ିଆ ପୁଅ) ରାଜ୍ୟରେ ୯୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୭, ଅନୁଗୁଳରୁ ୪୪୩ ଜଣ ଚିହ୍ନଟ ହୋଇଛନ୍ତି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
– ବାଲେଶ୍ୱରରୁ ୧୫୧
– ବରଗଡ଼ରୁ ୪୮୩
– ଭଦ୍ରକରୁ ୫୨
– ବଲାଙ୍ଗିରରୁ ୩୨୬
– ବୌଦ୍ଧରୁ ୧୨୯
– କଟକରୁ ୭୯୦
– ଦେବଗଡ଼ରୁ ୭୫
– ଢେଙ୍କାନାଳରୁ ୯୦
– ଗଜପତିରୁ ୧୧୭
– ଗଞ୍ଜାମରୁ ୩୧୦
– ଜଗତସିଂହପୁରରୁ ୧୫୬
– ଯାଜପୁରରୁ ୨୮୨
– ଝାରସୁଗୁ଼ଡ଼ାରୁ ୩୮୬
– କଳାହାଣ୍ଡିରୁ ୪୧୪ ଜଣ
– କନ୍ଧମାଳରୁ ୫୨
– କେନ୍ଦ୍ରାପଡ଼ାରୁ ୧୩୩
– କେନ୍ଦୁଝରରୁ ୧୯୫
– ଖୋର୍ଦ୍ଧାରୁ ୧୩୩୧
– କୋରାପୁଟରୁ ୯୪
– ମାଲକାନଗିରିରୁ ୮୬
– ମୟୂରଭଞ୍ଜରୁ ୨୪୩
– ନବରଙ୍ଗପୁରରୁ ୪୧୪
– ନୟାଗଡ଼ରୁ ୨୨୩
– ନୂଆପଡ଼ାରୁ ୩୩୫
– ପୁରୀରୁ ୪୩୬
– ରାୟଗଡ଼ାରୁ ୧୨୯
– ସମ୍ବଲପୁରରୁ ୪୭୦
– ସୋନପୁରରୁ ୧୫୮
– ସୁନ୍ଦରଗଡ଼ରୁ ୧୧୩୭
ଏବଂ ଷ୍ଟେଟ୍ ପୁଲରୁ ୨୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.