Home ଓଡ଼ିଶା ଭ୍ୟାନିଟ୍ ବ୍ୟାଗର ମୂଲ୍ୟ ୨ କୋଟି ୬୦ ଲକ୍ଷ: ଲାଗିଛି ୨୪୦ଟି ହୀରା!

ଭ୍ୟାନିଟ୍ ବ୍ୟାଗର ମୂଲ୍ୟ ୨ କୋଟି ୬୦ ଲକ୍ଷ: ଲାଗିଛି ୨୪୦ଟି ହୀରା!

120

ନୂଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତା ଅମ୍ବାନିଙ୍କ ଭ୍ୟାନିଟ୍ ବ୍ୟାଗକୁ ନେଇ ଚର୍ଚ୍ଚା।ସେ ଯେଉଁ ଭ୍ୟାନିଟ୍ ବ୍ୟାଗ୍‌ ବ୍ୟବହାର କରୁଛନ୍ତି ତାହାର ମୂଲ୍ୟ ହେଉଛି ୨ କୋଟି ୬୦ ଲକ୍ଷ ଟଙ୍କା।ସେଥିରେ ୨୪୦ଟି ହୀରା ଏବଂ ୧୮ କ୍ୟାରେଟ୍‌ ସୁନା ବ୍ୟବହାର କରାଯାଇଛି।ହର୍ମିସ୍‌ର ଏହି ହିମାଳୟା ବିର୍‌କିନ୍‌ ବ୍ୟାଗ୍‌କୁ ଧରି ସେ କରିନା ଓ କରିସ୍ମା କପୁରଙ୍କ ସହ ଉଠାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ ହେଉଛି।//ଦେବଦତ୍ତ

ହଟ୍ ମୋନାଲିସାଙ୍କ କମରିୟା ଡ୍ୟାନ୍ସ: ଦେଖନ୍ତୁ ଭିଡିଓ…

ବିଜେପି କରିବ ସଦସ୍ୟତା ଅଭିଯାନ; ଅଣ୍ଟା ଭିଡ଼ିଲେଣି ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା:କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ କି’ ଆବଶ୍ୟକ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.