ହଟ୍ ମୋନାଲିସାଙ୍କ କମରିୟା ଡ୍ୟାନ୍ସ: ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଭୋଜପୁରୀ ବୋଲ୍ଡ ଅଭିନେତ୍ରୀ ମୋନାଲିସା ତାଙ୍କ ଇଂଷ୍ଟା ଆକାଉଣ୍ଟରେ ଏକ ହଟ୍ ଡ୍ୟାନ୍ସ ଷ୍ଟେପ ଭିଡିଓ ପୋଷ୍ଟ କରିଛନ୍ତି।ଏଥିରେ ସେ ଲଭ ରାତ୍ରୀ ଫିଲ୍ମର “କମରିୟା” ଗୀତରେ ନାଚିଛନ୍ତି।ଇଂଷ୍ଟାରେ ସେ ଷ୍ଟାଇଲ ପ୍ୟାସନ ଡ୍ୟାନ୍ସ ଲଭରାତ୍ରୀ ବୋଲି ଲେଖିଛନ୍ତି।ଭିଡିଓଟିକୁ ତାଙ୍କ ଫ୍ୟାନ୍ ଖୁବ୍ ପସନ୍ଦ କରୁଛନ୍ତି।ନିଜ ଫ୍ୟାନ୍ସଙ୍କୁ ବାନ୍ଧି ରଖିବା ପାଇଁ ସମୟ ସମୟରେ ମୋନାଲିସା ଏହିପରି ତାଙ୍କର କିଛି ଫଟୋ, ଭିଡିଓ ପୋଷ୍ଟ କରି ଆସୁଛନ୍ତି//ଦେବଦତ୍ତ https://www.instagram.com/p/BzSNJGIlbCw/?utm_source=ig_web_options_share_sheet