Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ଏସ୍‌ଏଚ୍‌ଜିର ବୃହତ୍ ଋଣମେଳା

ନୟାଗଡ଼ରେ ଏସ୍‌ଏଚ୍‌ଜିର ବୃହତ୍ ଋଣମେଳା

22

ନୟାଗଡ଼, ୨୨ା୧୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଡିଆରଡିଏ ସୃଜନ ଗୃହରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ବୃହତ୍ ଋଣମେଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଷ୍ଟେଟବ୍ୟାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଋଣମେଳାରେ ଏସଏଚଜି ର ସଦସ୍ୟା, କ୍ଷୁଦ୍ରଶିଳ୍ପୀ, ଭାରତୀୟ ଷ୍ଟେଟବ୍ୟାଙ୍କର ବହୁ ଅଧିକାରୀ ତଥା ଓଡ଼ିଶା ଜୀବିକା ମିଶନର ବହୁ ସଦସ୍ୟ ଯୋଗଦେଇଥିଲାବେଳେ ମୁଖ୍ୟ ଅତିଥିଭାବେ ଭାରତୀୟ ଷ୍ଟେଟବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ମହା ପ୍ରବନ୍ଧକ ରୁମା ଦେ, ସମ୍ମାନୀତ ଅତିଥିଭାବେ ଜିଲାପାଳ ଡ.ପୋମା ଟୁଡୁ ପ୍ରମୁଖ ଯୋଗଦେଇ ଏସଏଚଜି ଗଠନର ଉପାଦେୟତା, ମହିଳା ସଶକ୍ତିକରଣ, କୃଷି ଓ କ୍ଷୁଦ୍ର ଶିଳ୍ପର ବିକାଶ ଉପରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.