Home Top News ଜୁଏଲ ଓରାମ ସତର୍କତାମୂଳକ ପଦକ୍ଷେପ ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଜୁଏଲ ଓରାମ ସତର୍କତାମୂଳକ ପଦକ୍ଷେପ ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି

120

ନୂଆ ଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କର ଶନିବାର ଦିନ କରୋନା ଟେଷ୍ଟ ରିପୋର୍ଟ ପଜିଟିଭେ ଆସିଥିଲା। ଆଜି ଚାଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ନୂଆଦିଲ୍ଲୀର AIIMS ରେ ଆଡମିଶନ କରାଯାଇଛି।

ଏ ନେଇ ସେ ଟ୍ୱିଟ କରି ଜଣାଇଛନ୍ତି। ସେ କହିଛନ୍ତିଯେ, “ମୁଁ ଭଲରେ ଅଛି। ସମସ୍ତ ଶୁଭେଚ୍ଛୁ ଏବଂ ନେତାମାନଙ୍କୁ ସେମାନଙ୍କର ସମର୍ଥନ ପାଇଁ ଧନ୍ୟବାଦ ଏବଂ ମୋର ଶୀଘ୍ର ଆରୋଗ୍ୟ କାମନା କରିବା ପାଇଁ ଶୁଭେଚ୍ଛା। ସମସ୍ତଙ୍କୁ ଧନ୍ୟବାଦ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.