Home Coronavirus Outbreak କାଲି କମିଥିଲା ଆଜି ବଢ଼ିଲା ସଂକ୍ରମଣ – ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୫,...

କାଲି କମିଥିଲା ଆଜି ବଢ଼ିଲା ସଂକ୍ରମଣ – ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୫, ୯୫୧ ନୂଆ କରୋନା ସଂକ୍ରମଣ, ୮୧୭ ମୃତ୍ୟୁ

34

ନୂଆଦିଲ୍ଲୀ ୨୯ ଜୁନ୍ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୫, ୯୫୧ ନୂଆ କରୋନା ସଂକ୍ରମଣ ହୋଇଥିବା ବେଳେ ଭାରତର ସକ୍ରିୟ ମାମଲା ୫, ୩୭, ୦୬୪ କୁ ହ୍ରାସ ପାଇଛି।

ଆରୋଗ୍ୟ ହାର ୯୬.୯୨% କୁ ବୃଦ୍ଧି ପାଇଛି।

କ୍ରମାଗତ ୪୮ ଦିନ ପାଇଁ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ନୂତନ ମାମଲା ତୁଳନାରେ ଅଧିକ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୦୩, ୬୨, ୮୪୮ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୫, ୫୯୫ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୬୦, ୭୨୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୧୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୯୮, ୪୫୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫, ୩୭, ୦୬୪ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୯୪, ୨୭, ୩୩୦ ଜଣ।

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୬୯% ରେ ଅଛି।

କ୍ରମାଗତ ୨୨ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୨.୩୪%, ୫% ରୁ କମ୍।

ସକ୍ରୀୟ ଆକ୍ରାନ୍ତ ୧.୭୭%

ଆରୋଗ୍ୟ ହୋଇଛନ୍ତି ୯୬.୯୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୩, ୨୮, ୫୪, ୫୨୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୬, ୫୧, ୯୮୩ ଟି।

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୧, ୦୧, ୦୦, ୦୪୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୯, ୬୦, ୭୫୭ ଟି।

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୨ ୭୨୯୬ ୧୦ ୧୨୮
ଆନ୍ଧ୍ରପ୍ରଦେଶ ୪୦୦୭୪ ୧୮୩୨୯୭୧ ୫୭୫୭ ୧୨୬୭୧ ୪୧
ଅରୁଣାଚଳ ପ୍ରଦେଶ ୨୬୮୭ ୩୨୭୧୬ ୨୩୩ ୧୬୮
ଆସାମ ୨୭୦୩୯ ୪୭୪୪୫୭ ୧୯୯୬ ୪୫୦୯ ୨୭
ବିହାର ୧୮୩୨ ୭୧୦୨୩୮ ୩୩୦ ୯୫୮୪
ଚଣ୍ଡିଗଡ଼ ୧୬୩ ୬୦୬୮୫ ୪୧ ୮୦୮
ଛତିଶଗଡ ୫୯୧୪ ୯୭୪୭୨୫ ୬୭୬ ୧୩୪୩୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୪୪ ୧୦୫୦୭
ଦିଲ୍ଲୀ ୧୫୩୧ ୧୪୦୭୫୯୨ ୧୧୯ ୨୪୯୭୧
୧୦ ଗୋଆ ୨୨୪୧ ୧୬୧୧୬୦ ୨୮୬ ୩୦୪୮
୧୧ ଗୁଜୁରାଟ ୩୨୩୦ ୮୧୦୧୪୭ ୩୨୬ ୧୦୦୫୬
୧୨ ହରିୟାଣା ୧୪୯୫ ୭୫୭୬୪୦ ୧୬୦ ୯୪୧୭ ୧୬
୧୩ ହିମାଚଳ ପ୍ରଦେଶ ୧୬୫୪ ୧୯୬୮୪୯ ୨୦୩ ୩୪୭୭
୧୪ ଜାମ୍ମୁ କାଶ୍ମୀର ୪୮୦୫ ୩୦୬୧୭୭ ୪୯୩ ୪୩୧୬
୧୫ ଝାଡଖଣ୍ଡ ୯୪୯ ୩୩୯୪୬୩ ୧୪୯ ୫୧୧୩
୧୬ କର୍ଣ୍ଣାଟକ ୮୬୦୨୦ ୨୭୧୯୪୭୯ ୧୪୭୨୪ ୩୪୯୨୯ ୯୩
୧୭ କେରଳ ୯୯୬୩୫ ୨୭୯୭୭୭୯ ୧୦୨୮୩ ୧୩୦୯୩ ୧୦୪
୧୮ ଲଦାଖ ୨୭୧ ୧୯୫୬୫ ୫୩ ୨୦୨
୧୯ ଲକ୍ଷଦୀପ ୩୦୬ ୯୩୮୮ ୧୬ ୪୮
୨୦ ମଧ୍ୟପ୍ରଦେଶ ୬୩୦ ୭୮୦୧୮୭ ୮୬ ୮୯୫୪ ୧୮
୨୧ ମହାରାଷ୍ଟ୍ର ୧୨୦୨୮୧ ୫୮୦୯୫୪୮ ୮୬୨୩ ୧୨୧୮୦୪ ୨୩୧
୨୨ ମଣିପୁର ୫୯୨୩ ୬୨୧୩୪ ୪୮୮ ୧୧୪୧ ୧୧
୨୩ ମେଘାଳୟ ୪୨୬୩ ୪୪୦୬୭ ୪୮୯ ୮୩୧
୨୪ ମିଜୋରାମ ୪୪୭୧ ୧୫୫୧୨ ୨୧୭ ୯୨
୨୫ ନାଗାଲାଣ୍ଡ ୧୩୮୧ ୨୩୨୩୭ ୧୧୦ ୪୯୩
୨୬ ଓଡ଼ିଶା ୨୮୧୫୨ ୮୭୪୩୦୭ ୩୫୨୦ ୩୯୭୦ ୪୦
୨୭ ପୁଡୁଚେରୀ ୨୩୪୫ ୧୧୨୮୯୨ ୩୨୭ ୧୭୪୮
୨୮ ପଞ୍ଜାବ ୩୩୪୭ ୫୭୫୯୭୧ ୪୮୫ ୧୬୦୩୩ ୨୨
୨୯ ରାଜସ୍ଥାନ ୧୫୬୫ ୯୪୧୮୩୯ ୧୪୭ ୮୯୧୮
୩୦ ସିକ୍କିମ୍ ୨୦୬୫ ୧୭୯୫୪ ୧୦୩ ୩୦୫
୩୧ ତାମିଲନାଡୁ ୩୯୩୩୫ ୨୪୦୩୩୪୯ ୬୦୧୩ ୩୨୫୦୬ ୧୧୮
୩୨ ତେଲେଙ୍ଗାନା ୧୩୪୮୭ ୬୦୫୪୫୫ ୧୩୬୨ ୩୬୫୧
୩୩ ତ୍ରିପୁରା ୩୫୮୦ ୬୧୫୧୩ ୩୮୦ ୬୭୭
୩୪ ଉତ୍ତରାଖଣ୍ଡ ୨୨୪୫ ୩୩୦୫୯୩ ୨୪୦ ୭୦୯୫
୩୫ ଉତ୍ତରପ୍ରଦେଶ ୨୯୪୬ ୧୬୮୦୪୨୮ ୨୫୪ ୨୨୫୭୭ ୧୮
୩୬ ପଶ୍ଚିମବଙ୍ଗ ୨୧୧୧୬ ୧୪୫୯୫୧୦ ୨୦୨୪ ୧୭୬୭୯ ୩୫
ମୋଟ ୫୩୭୦୬୪ ୨୯୪୨୭୩୩୦ ୬୦୭୨୯ ୩୯୮୪୫୪ ୮୧୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.