Home ଓଡ଼ିଶା CEED୨୦୨୧ ପରୀକ୍ଷା ଫଳ ଘୋଷିତ

CEED୨୦୨୧ ପରୀକ୍ଷା ଫଳ ଘୋଷିତ

43

ନୂଆଦିଲ୍ଲୀ ମାର୍ଚ୍ଚ ୦୯ (ଓଡିଆ ପୁଆ) CEED ପରୀକ୍ଷା ଫଳ ୨୦୨୧: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ଏହାର ଅଫିସିଆଲ୍ ୱେବସାଇଟରେ କମନ ଏଣ୍ଟେରାନ୍ସ ଏକ୍ଜାମିନେସନ୍‌ ଫର୍‌ ଡିଜାଇନ୍ (CEED) ୨୦୨୧ ର ଫଳ ଘୋଷଣା କରିଛି।

CEED ପ୍ରବେଶିକା ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ceed.iitb.ac.in ରେ ଅନଲାଇନରେ ସେମାନଙ୍କର ପରୀକ୍ଷା ଫଳ ଯାଞ୍ଚ କରିପାରିବେ।

UCEED ଏବଂ CEED ୨୦୨୧ ପ୍ରବେଶିକା ପରୀକ୍ଷା ଜାନୁଆରୀ ୧୭, ୨୦୨୧ ରେ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.