Surendra Nath Pradhan
ନୟାଗଡ଼ରେ ଏକାଦିନକେ ୨୩୨ ଆକ୍ରାନ୍ତ, ଜଣେ ଡାକ୍ତର ମୃତ, ଗୋପୀନାଥପୁର ଗାଁ ୭ ଦିିନିଆ...
ନୟାଗଡ଼, ୨୦ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ସଂକ୍ରମଣକୁ ନେଇ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଏକାଦିନରେ ୨୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ୧୬୫୬...
ବିଜ୍ଞାନ ବାୟୋଲୋଜି ବିଷୟରେ ଇନଷ୍ଟାଂଟ ପରୀକ୍ଷା ଦେବାପାଇଁ ଦାବି
ନୟାଗଡ଼, ୧୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ବାର୍ଷିକ ବିଜ୍ଞାନ ପରୀକ୍ଷା-୨୦୨୦ ପ୍ରକାଶ ପାଇଛି। ଏଥିରେ ସାରା ରାଜ୍ୟରେ ନୟାଗଡ଼ ଜିଲା ପାଶ୍ ହାରରେ ଉଚ୍ଚପ୍ରଶଂସିତ ହୋଇଥିଲାବେଳେ...
ବାଣିଜ୍ୟ ପରୀକ୍ଷାରେ ରାଜ୍ୟରେ ନୟାଗଡ଼ର ସିତୁ ଟପ୍ପର, ମନସ୍ୱୀତା ଦ୍ୱିତୀୟ, ଜିଲାରେ ସର୍ବାଧିକ ପାଶ୍ହାର...
ନୟାଗଡ଼, ୧୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ରାଜ୍ୟରେ ନୟାଗଡ଼ ଜିଲାର ଟପ୍ପର ସହ ଦ୍ୱିତୀୟ ସ୍ଥାନ ବି ଅଧିକାରୀ...
ନୟାଗଡ଼ ଜିଲାରେ ଆଜି ୧୪୭, ନୟାଗଡ଼ ମହିଳା ମହାବିଦ୍ୟାଳୟ ଓ ଭାପୁର ବ୍ଳକ କାର୍ୟ୍ୟାଳୟ...
ନୟାଗଡ଼, ୧୮ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି ସବୁଦିନ ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଜିଲାରେ ଆଜି ଏକକାଳୀନ ୧୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୯ତାରିଖରେ...
ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ୧୧୯୦ ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ଼, ୧୮ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରକ୍ତର ଅଭାବକୁ ପୂରଣ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଉଛି। ରକ୍ତ ସଙ୍କଟ ଦୂର କରିବାରେ...
ନୟାଗଡ଼ରୁ ଆଜି ୧୩ ପଜିଟିଭ୍ ଚିହ୍ନଟ, ନାଟୁଗାଁ ଓ ଗମ୍ଭାରିଡିହି ପଂଚାୟତ ୩ଦିନିଆ ସଟ୍ଡାଉନ
ନୟାଗଡ଼, ୧୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି ୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ହେଲେ ଭାପୁର ବ୍ଳକରୁ ଜଣେ, ଖଣ୍ଡପଡ଼ା ବ୍ଳକରୁ ଜଣେ, ନୟାଗଡ଼ ବ୍ଳକରୁ ଜଣେ,...
ନୟାଗଡ଼ର ଭାପୁରରୁ ୩ଜଣ ପ୍ଲାଜମା ଦାନ କରି ୬ଜଣଙ୍କ ଜୀବନ ବଂଚାଇବାର ସହାୟକ ହେଲେ
ନୟାଗଡ଼, ୧୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥତା ହୋଇ ଘରକୁ ଫେରୁଛନ୍ତି ସେମାନେ ସ୍ୱେଚ୍ଛାକୃତଭାବେ ପ୍ଲାଜମା ଦାନ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ନୟାଗଡ଼ରେ ଶ୍ରୀ ଶ୍ରୀ ଲକ୍ଷ୍ମୀମା’ଙ୍କର ଶ୍ରବଣ ପରିକ୍ରମା ଉଦ୍ଯାପିତ
ନୟାଗଡ଼, ୧୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତ୍ସଙ୍ଗ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିବା ଶ୍ରୀ ଶ୍ରୀ ଲକ୍ଷ୍ମୀ ମା’ଙ୍କର...
ଅବହେଳିତ ଅବସ୍ଥାରେ ଗରିମା ହରାଉଛି ନୟାଗଡ଼ର ପ୍ରାଚୀନ ମନ୍ଦିର
ନୟାଗଡ଼, ୧୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ସରକାର ବିଭିନ୍ନ ପ୍ରାଚୀନ ମନ୍ଦିରର ରକ୍ଷଣାବେକ୍ଷଣ ତଥା ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରଖିଥିଲାବେଳେ ନୟାଗଡ଼ ଜିଲାରେ ଏମିତି ଅନେକ ମନ୍ଦିର ଅଛି ଯାହାକି ରକ୍ଷଣା...
ବରିଷ୍ଠ ନାଗରିକ ଗୋଷ୍ଠୀକେନ୍ଦ୍ରଠାରେ ସ୍ୱାଧୀନତା ଦିବସ ପାଳନ
ନୟାଗଡ଼, ୧୫ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସ୍ଥାନୀୟ ବରିଷ୍ଠ ନାଗରିକ ଗୋଷ୍ଠୀକେନ୍ଦ୍ର ଠାରେ ୭୪ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି...
ସାହି ସବୁଜିମା କାର୍ଯ୍ୟକ୍ରମର ଶୁଭାରମ୍ଭ
ନୟାଗଡ଼, ୧୫ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦେଶବ୍ୟାପୀ କରୋନାର ଭୟାବହତାକୁ ଆଖି ଆଗରେ ରଖି କରୋନା କଟକଣା ଭିତରେ ନୟାଗଡ଼ର ମା’ଫାଉଣ୍ଡେସନ ଓ ଯୁବ ମିଳନୀ ସାଂସ୍କୃତିକ ଗୋଷ୍ଠୀକେନ୍ଦ୍ର ପକ୍ଷରୁ ସ୍ୱାଧୀନତା ଦିବସ...
ଆଜି ନୟାଗଡ଼ କରୋନା ମୃତ୍ୟୁ ୧, ଆକ୍ରାନ୍ତ ୪
ନୟାଗଡ଼, ୧୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି କରୋନା ସଂକ୍ରମଣରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ୪ଜଣ ଆକ୍ରାନ୍ତ ହୋଇଥିବା ସରକାରୀଭାବେ ଜଣାପଡ଼ିଛି। କରୋନାରେ ମୃତ୍ୟୁ ବରଣ କରିଥିବା...
ଜିଲାସ୍ତରୀୟ ସ୍ୱାଧୀନତା ଦିବସ ୨୦୨୦ ପାଳିତ, ସ୍ୱାଧୀନତା ସଂଗ୍ରାମରେ ବୀରଭୂମୀ ନୟାଗଡ଼ର ଇତିହାସ ଅବର୍ଣ୍ଣନୀୟ-ରାଜସ୍ୱ...
ନୟାଗଡ଼, ୧୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ପୋଲିସ ଟ୍ରେନିଂ ସ୍କୁଲ ଠାରେ ୭୪ତମ ସ୍ୱାଧୀନତା ଦିବସ କୋଭିଡ-୧୯ କଟକଣା ଭିତରେ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ...
ନୟାଗଡ଼ରେ ଆଜି ବାହାରିଲେ ୭୫, ସମୁଦାୟ ହେଲେ ୧୩୩୬
ନୟାଗଡ଼, ୧୪ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି ୭୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପହଂଚିଛି। ଭାପୁର ବ୍ଳକରୁ ୪ଜଣ,...
ବଲିଉଡ୍ ଫିଲ୍ମ ‘ଥ୍ରୀଲର’ରେ ନୟାଗଡ଼ର ଓଡ଼ିଆ ଝିଅ ଅପ୍ସରା
ନୟାଗଡ଼, ୧୪ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବଲିଉଡ୍ରେ ନୟାଗଡ଼ର ଝିଅ ଅଙ୍କିତା ଏଂଟ୍ରି କରି ସାରା ନୟାଗଡ଼ ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ବଲିଉଡ୍ର ବିଶିଷ୍ଟ ନିର୍ମାତା-ନିର୍ଦ୍ଦେଶକ ରାମ...
ସ୍ୱାଧୀନତା ଦିବସ ପାଳନ ପାଇଁ ବସିଲାନି ପ୍ରସ୍ତୁତି ବୈଠକ
ନୟାଗଡ଼, ୧୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଚଳିତ ବର୍ଷ କରୋନା କଟକଣା ଭିତରେ ପାଳନ ହେବ ୭୪ତମ ସ୍ୱାଧୀନତା ଦିବସ। ଜିଲା ସଦର ମହକୁମାରେ ମୁଖ୍ୟଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ...
ନୟାଗଡ଼ କଲେଜରେ ବିଜ୍ଞାନରେ ୫୧୧ରୁ ୪୮୪ ଓ ମାଳିସାହି ଗତୀଶ୍ୱର କଲେଜରେ ୧୮୪ରୁ ୧୭୧...
ନୟାଗଡ଼, ୧୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ କଲେଜ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ ୫୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮୪ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାଶ୍ ହାର ୯୪.୭୦% ହୋଇଥିବା ଜଣାପଡ଼ିଛି।...
ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଛି, ଆଜି ୫୬
ନୟାଗଡ଼, ୧୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ଦେଖିବାକୁ ମିଳିଛି। ଗତ ଜୁଲାଇ ମାସରେ ଯାହା ବଢିଥିଲା କିନ୍ତୁ ଅଗଷ୍ଟ ମାସରେ...
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ ନୟାଗଡ଼ ରାଜ୍ୟରେ ପ୍ରଥମ, ପାଶ୍ ହାର ୮୬.୫୧%,...
ନୟାଗଡ଼, ୧୨ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ ନୟାଗଡ଼ ଜିଲା ରାଜ୍ୟରେ ପ୍ରଥମ ହୋଇଛି। ରାଜ୍ୟରେ ପରୀକ୍ଷା ହାର...
ନୟାଗଡ଼ରେ ଆଉ ୧୦୫ କରୋନା ସଂକ୍ରମିତ ଚିହ୍ନଟ, ୧୨୦୫ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ସିଂଘାପଡ଼ା...
ନୟାଗଡ଼, ୧୨ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବୁଧବାର ନୟାଗଡ଼ ଜିଲାରେ ଆଉ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲାରୁ କେବଳ ଗଣିଆ ବ୍ଳକକୁ ଛାଡ଼ି ୭ଟି ବ୍ଳକରୁ ୧୦୪ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡ଼...