Home Coronavirus Outbreak ଆଜି ନୟାଗଡ଼ କରୋନା ମୃତ୍ୟୁ ୧, ଆକ୍ରାନ୍ତ ୪

ଆଜି ନୟାଗଡ଼ କରୋନା ମୃତ୍ୟୁ ୧, ଆକ୍ରାନ୍ତ ୪

115

ନୟାଗଡ଼, ୧୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି କରୋନା ସଂକ୍ରମଣରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ୪ଜଣ ଆକ୍ରାନ୍ତ ହୋଇଥିବା ସରକାରୀଭାବେ ଜଣାପଡ଼ିଛି। କରୋନାରେ ମୃତ୍ୟୁ ବରଣ କରିଥିବା ମୃତକ ହେଲେ ରାଜସୁନାଖଳାର ୭୫ ବର୍ଷର ପୁରୁଷ। ସମ୍ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ତେବେ କରୋନା ଚିକିତ୍ସା ଥାଇ ଅନ୍ୟାନ୍ୟ ରୋଗରେ ୨ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.