Home ଓଡ଼ିଶା ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘଦିବସ ପାଳନ

ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘଦିବସ ପାଳନ

25

ମାଲକାନଗିରି,୮ ।୧ (ଓଡିଆ ପୁଅ) ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡ୍ରେସନ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସଂଘଦିବସ ଜିଲ୍ଲାସଭାପତି ରଜିଂତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ କୋଭିଡ ନାୟମ ଅନୁସାରେ ଜିଲ୍ଲାଶିକ୍ଷକ ସଂଘଭବନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସମାଜସେବୀ ପ୍ରକାଶ ଚନ୍ଦ୍ର ପଟନାୟକ ଯୋଗଦେଇ ଶିକ୍ଷକ ସଂଘର ପତାକା ଉତୋଳନ କରି ସଂଘଦିବସର ତାତ୍ପର୍ଯ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସଂଘର ଉପଦେଷ୍ଟା ନାରାୟଣ ଚନ୍ଦ୍ର ଭୋଳ,ସଂଘର ବ୍ଲକ ସଭାପତି ପିଟୁଂପାଢି,ସଂଘର ପୁବ ର୍ତନ ସଭାପତି ଦେବରାଜସାହୁ,ବାଲରାଜୁପାଢି ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ବାସନ୍ତି ପଟଲା,ଗୌରଶ୍ୟାମ ମହାନ୍ତି,ଗଣେଷ ଜେନା,ଶ୍ରୀଧର ସାହୁ,ମନୋରଜଂନ ବେହେରା,ଚିତରଜଂନ ସରାକାର,ପୂଣ୍ଣ ର୍ଚନ୍ଦ୍ର ଖଣ୍ଡପାଣି,ଗୁରୁପଦ ସରକାର,ରଂଜନ ମଣ୍ଡଳ,ସୁକାନ୍ତ ସାହୁ,ଅଜୟ ସ୍ୱାଇଁ,ପର୍କାଶ ନାୟକ,ବସନ୍ତ ରାଉତ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ବିଭିନ୍ନ ଅଚଂଳର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥେଲ । ଶେଷରେ ଶିକ୍ଷକ ପ୍ରଦିପ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.