Home Authors Posts by Snigdha Ray

Snigdha Ray

6127 POSTS 0 COMMENTS

ଭଦ୍ରକ ଜିଲା ସାଂସ୍କୃତିକ ସମ୍ମେଳନ ତ୍ୟାଗଭୂମି ମହୋତ୍ସବ ଉଦ୍‌ଘାଟିତ

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ମଠସାହି ନୂଆ ବସ୍‌ଷ୍ଟାଣ୍ଡ ନିକଟ ଗୋପାଳଜୀଉ ପଡିଆରେ ତ୍ୟାଗଭୂମି ମହୋତ୍ସବ ୨୦୨୪ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟିତ ହୋଇଛି।...

ମୃତ କୃଷକ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ, ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଶକ୍ତି...

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଜୀବନ୍ତ ତାର ସ୍ପର୍ଶରେ ମୃତ୍ୟୁବରଣ କରିଥିବା ଏହି ଜିଲାର ତଳଗୋପବିନ୍ଧା ଗ୍ରାମର ଜଣେ କୃଷକଙ୍କ ପରିବାରକୁ...

ଏଲଖା ମିରସାହିରେ ବ୍ରାଉନସୁଗାର ଜବତ ପ୍ରସଙ୍ଗ, ପୁଲିସ୍‌ର ସାମ୍ବାଦିକ ସମ୍ମିଳନୀ, ମହିଳାଙ୍କୁ କୋର୍ଟ ଚାଲାଣ

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶେଷରେ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଏଲଖା ମିରସାହିର ଏକ ଭଡାଘରୁ ଜବତ ହୋଇଥିବା ବ୍ରାଉନସୁଗାର ଓ ନଗଦ ଅର୍ଥ କାରବାରରେ...

ମହିଳା ଓ ଶିଶୁ ଯୌନ ନିର୍ଯ୍ୟାତନା ଏବଂ ଅପରାଧରୁ ସୁରକ୍ଷା ଶୀର୍ଷକ ଆଲୋଚନା ଚକ୍ର...

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଓ ସୋସାଇଟ୍ ଫର ଉଇକର କମ୍ୟୁନିଟ୍ (ଆସିଆନା)ର ମିଳିତ ଆନୁକୂଲ୍ୟରେ ଭଦ୍ରକ ପୌରପରିଷଦ ସଭାଗୃହ ପରିସରରେ ଆୟୋଜିତ ମହିଳା...

ଚାନ୍ଦବାଲି ବ୍ଲକ୍ ରେ ମିଳିତ ଜନଶୁଣାଣି ଶିବିରରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଉତେଜନା

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ସଭାଗୃହ ରେ ଭଦ୍ରକ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ...

ଘଂଟେଶ୍ୱରରେ ସର୍ବସାଧାରଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର କେବେ!

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ଘୋଷାଣା କେବେ ଅବକାରୀ ବିଭାଗ କାର୍ଯ୍ୟକାରୀ କରିବ ତାହା ନେଇ ପ୍ରଶ୍ନବାଚୀ ହୋଇପଡିଛି। ପ୍ରାପ୍ତ ଖବର ଅନୁଯାଇ ମନ୍ଦିର...

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜନ୍ମମାଟିରେ କାନ୍ତକବି ଜୟନ୍ତୀ ପାଳିତ, କାନ୍ତକବି ଆଶାବାଦୀର ଭାଷ୍ୟକାର...

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ତାଳପଦା ଗ୍ରାମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜନ୍ମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ...

ଏଲଖା ଅଂଚଳରେ ଚଢାଉ କରି ବ୍ରାଉନସୁଗାର ଜବତ କଲା ପୁଲିସ୍‌, ଭଡାଘରୁ ନଗଦ ୨୫...

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଏବେ କେବଳ କଳା ହୀରାରୂପୀ କୋଇଲା ମାଫିଆ ଓ ଗୋଚାଲାଣକାରୀ ଭୂସ୍ୱର୍ଗ ନୁହେଁ ଧଳା ଜହର ରୂପୀ ବ୍ରାଉନସୁଗାରର...

ମେଡିକାଲ କଲେଜ ସ୍ଥାପନା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଭଦ୍ରକ ବିଧାୟକ

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକବାସୀଙ୍କ ବହୁ ପ୍ରୀତିକ୍ଷିତ ମେଡିକାଲ କଲେଜ ପ୍ରତିଷ୍ଠାର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ...

ଗୋହିରାଟିକିରିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପର

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତର ଗୋହିରାଟିକିରି ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ଲାଗି ଜିଲ୍ଲା ପ୍ରଶାସନ ତତ୍ପର ଦେଖାଇଛି।...

ଗୁଡ଼୍ ଟଚ୍ ଓ ବ୍ୟାଡ଼୍ ଟଚ୍ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଭଦ୍ରକ ଓ ଶକ୍ତି ସଦନ ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ (ନୁହାସ୍‌) ମିଳିତ ଆନୁକୂଲ୍ୟରେ ପୌରପାଳିକାସ୍ଥିତ...

ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି।...

ଧାନ କିଣାରେ ୮୦୦ ଟଙ୍କାର ଇନ୍‌ପୁଟ୍ ସହିତ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ,...

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ଦ୍ୱାରା ଧାନକ୍ରୟ ଯୋଜନାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନ୍‌ପୁଟ୍...

ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳାର ୨ୟ ସନ୍ଧ୍ୟା, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ସଂକେତ...

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏକଦା ଆମ ଓଡ଼ିଶା ରାଜ୍ୟ ଉତ୍କଳ ନାମରେ ପରିଚିତ ଥାଇ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା।...

୪ ଲକ୍ଷ ମୂଲ୍ୟର ୪୧.୫୫ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ରାତିରେ ଭଦ୍ରକ ଗ୍ରାମାଂଚଳ ଥାନା ପୁଲିସ୍ ନାଇଟ୍ ପାଟ୍ରୋଲିଂ କରୁଥିବାବେଳେ ଆଗରପଡା କୁଆଁସମଢିଆ ଅଂଚଳର ଜଣେ ବାଇକ୍ ଚାଳକକୁ ସନ୍ଦେହଜନକ...

ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉତ୍ପୀଡ଼ିତ ବିରୋଧରେ ହିନ୍ଦୁ ସମାଜର ଦାବିପତ୍ର

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ହିନ୍ଦୁ ସୁରକ୍ଷା ମଂଚ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍‌୍ୟରେ ବାଙ୍ଗଲାଦେଶର ହିନ୍ଦୁ ସମାଜ ଉପରେ ବର୍ବରୋଚିତ ଆକ୍ରମଣ ତଥା ଇସ୍କନର ସନ୍ଥ...

ଭଦ୍ରକରେ ଜାତୀୟସ୍ତରୀୟ ବାଣିଜ୍ୟ ମେଳା ଉଦ୍‌ଘାଟିତ

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବହୁ ପ୍ରୀତିକ୍ଷିତ ଜାତୀୟସ୍ତରୀୟ ଭଦ୍ରକ ବାଣିଜ୍ୟମେଳା ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଉଦ୍‌ଘାଟିତ ହୋଇଛି। ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କୀ...

ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତଙ୍କ ପରଲୋକ

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତ ତଥା ସ୍ୱର୍ଗତ ଗୋକୁଳାନନ୍ଦ ବଡପଣ୍ଡାଙ୍କ ପୁତ୍ର ପରିକ୍ଷିତ ପାଢୀ(ସାଧୁନନା)ଙ୍କର ଗତ ଗୁରୁବାର ରାତିରେ...

ସଫେଇକୁ ସାଥି କରିଛନ୍ତି ଗୟାଧର ବିଶ୍ୱାଳ, ସାଇକେଲରେ ବୁଲି କରୁଛନ୍ତି ସଚେତନ

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡଗରପଡା ଗ୍ରାମର ସାମାଜିକ କର୍ମୀ ଗୟାଧର ବିଶ୍ୱାଳ । ରାତି ପାହିଲେ ସାଇକେଲ୍‌ଟିଏ ଧରି ସ୍ୱଚ୍ଛ...

ଲିଙ୍ଗ ଭିତିକ ହିଂସା ବିରୋଧି ଅଭିଯାନ

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଓ ସୋସାଇଟ୍ ଫର୍ ଉଇକର୍ କୁମ୍ୟୁନିଟ୍ (ଆସିଆନା) ମିଳିତ ଆନୁକୂଲ୍ୟରେ ଚରମ୍ପାସ୍ଥିତ ୟୁନାଇଟେଡ଼୍ ସଭାଗୃହରେ ପୂର୍ବତନ ପ୍ରଶାସନିକ ଅଧିକାରୀ...