Home Authors Posts by Santosh Nayak

Santosh Nayak

468 POSTS 0 COMMENTS

ବିଧାୟିକା ପ୍ରତିକ୍ରିୟାରେ କାନ୍ଦି ପକେଇଲେ

0
ଟିଟିଲାଗଡ଼ ୨୮-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଚଳିତ ନିର୍ବାଚନରେ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ପୁନଃ ବିଧାୟିକା ଭାବେ ଜୟ ଲାଭ କରି ଥିବା ବେଳେ ତାଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା...

ଅଂଶୁଘାତ ରୋଗୀଙ୍କୁ ମିଳୁନି ସ୍ୱାସ୍ଥ୍ୟ ସେବା, ସରକାରୀ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ କି?

0
ଟିଟିଲାଗଡ଼ ୨୨-୫ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ୬ ଜଣ ଗୁରୁତର ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଛନ୍ତି। ଏପରି କ୍ରମାଗତଭାବେ ଅଂଶୁଘାତର ଶିକାର ହୋଇ...

ତତଲା ସହର ଟିଟିଲାଗଡ଼ର ତାପମାତ୍ର ୪୬ଡିଗ୍ରୀକୁ ଛୁଇଁଲା, ପାଣି ପାଇଁ ଲୋକେ ହନ୍ତସନ୍ତ

0
ଟିଟିଲାଗଡ଼ ୧୨-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼, ଆଜି ବର୍ତ୍ତମାନ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ସୂଚନା କ୍ରମେ ଗତ ବୁଧବାର ଦିନ ୪୪ ଡିଗ୍ରୀ ଥିବାବେଳେ ଗୁରୁବାର ଦିନ ୪୫ଡିଗ୍ରୀ ରହିଥିବା ବେଳେ...

ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିବାକୁ ଦାବି, ମିଳୁନି ସରକାରୀ ସେବା

0
କଳାହାଣ୍ଡି ୧୪-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଳାହାଣ୍ଡି ଜିଲ୍ଲାର ମଟିଆ ଗ୍ରାମ ପଞ୍ଚାୟତରେ ଆଜି ସୁଦ୍ଧା ଏକ ଅଙ୍ଗନବାଡି କେନ୍ଦ୍ରଟିଏ ସ୍ଥାପନ ହୋଇ ପାରି ନ ଥିବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।...

ନିର୍ବାଚନ ୨୦୧୯: ବିଧାୟିକାଙ୍କୁ ଲୋକେ ଗୋଡେଇଲେ, ପୋଲିସ ଉଦ୍ଧାର କଲା ଆଶ୍ରୟ ନେଇଥିବା ଘରୁ

0
ଟିଟିଲାଗଡ଼ ୧୪-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ବିଧାୟିକା ଶ୍ରୀମତୀ ଟୁକୁନି ସାହୁ ଆଜି ବି ଜେ ଡ଼ି ଦଳୀୟ କର୍ମୀଙ୍କୁ ନେଇ ଭୋଟ ଦେବା ନିମନ୍ତେ ସ୍ଥାନୀୟ ହାଟପଦାର ଘର ଘର...

ଘରୋଇ ଶିକ୍ଷାନୁଷ୍ଠାନର ଅର୍ଥ ଶୋଷଣକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବି, ଟ୍ରଷ୍ଟ ସଭାପତିଙ୍କ ସମର୍ଥନ

0
ଟିଟିଲାଗଡ଼- ୫-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ନାମକ ଏକ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ରେ ସରକାରୀ ନିୟମାବଳୀ ର ଖୋଲା, ଖୋଲି ଫିସ ବୃଦ୍ଧି କରିବା ନେଇ...

ବଲାଙ୍ଗୀରରେ ରାଜନୈତିକ ହିଂସା, ଗୋଷ୍ଟି ସଂଘର୍ଷ : ଯୁବକଙ୍କ ହାତ ଟାଙ୍ଗିଆ ଚୋଟରେ ଛିଣ୍ଡି...

0
- ଦଳୀୟ ସମର୍ଥନ ନେଇ ଗୋଷ୍ଟି ସଂଘର୍ଷ ବଲାଙ୍ଗୀର ୨-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ସହର ଅନ୍ତର୍ଗତ ରାଜୀବ ନଗରରେ କିଏ ଜିତିବ କିଏ ହାରିବ ନେଇ ଦୁଇ ଗୋଷ୍ଟି ଭିତରେ ସଂଘର୍ଷ...

ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଅନଲାଇନରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ, ଜଣେ ଯୁବକ...

0
ବଲାଙ୍ଗୀର ୩୦-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଏକ ୧୩ ଜଣିଆ ଦଳ ଗଠନ କରି ୧୦ ଜଣ ଯୁବକ ଓ ୩ ଜଣ ମହିଳା ମିଶି ଦୀର୍ଘ ଦିନରୁ ଅନଲାଇନ...

ଗୋଳବାରୁଦ କାରଖାନାରେ ଶ୍ରମିକ ଶୋଷଣ ନେଇ ତଦନ୍ତ ଦାବୀ

0
ବଲାଙ୍ଗୀର ୩୦-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍ଡିଭିଜନ ଅନ୍ତର୍ଗତ ବଡମାଲ ଗୋଳବାରୁଦ କାରଖାନାରେ ଶ୍ରମିକଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ନ କରି ଶୋଷଣ କରିବା ନେଇ ଗୁରୁତର ଅଭିଯୋଗ...

ବଲାଙ୍ଗୀରରେ ପଲସର ଆତଙ୍କ, ସୁନା ଚେନ ଲୁଟି ଯୁବକ ଫେରାର ଗାଡି ଜବତ

0
ବଲାଙ୍ଗୀର ୨୯-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ନିକଟସ୍ଥ ଲକ୍ଷ୍ମୀ ଜୋର ନିକଟରେ ଜଣେ ଯୁବକ ପଟଣାଗଡ଼ରୁ ବଲାଙ୍ଗୀର ଆସିଥିବା ମହିଳାଙ୍କ ବେକରୁ ଏକ ସୁନା ଚେନ ଲୁଟି...

ନିଶା କଫସିରପ ଓ ନିଶା ବନ୍ଦ ପାଇଁ ଖବର ପ୍ରକାଶ ଯୋଗୁଁ ସାମ୍ବାଦିକଙ୍କୁ ହୋଇଥିଲା...

0
ଟିଟିଲାଗଡ ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ବେଆଇନ ନିଶା କଫ ସିରଫ କାରବାର ଚାଲିବା ସହ ଅନେକ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଇବା ନେଇ ପୂର୍ବରୁ ଆମେ...

ପାଣିରେ ବୁଡ଼ୁଥିବା ବାଳକକୁ ଉଦ୍ଧାର କରିବା ପାରେ ଯୁବକଙ୍କର ମୃତ୍ୟୁ

0
ବଲାଙ୍ଗୀର ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ବଡମାଲ ଗ୍ରାମ ରୁ ଭୋଜି କରିବାକୁ ବେଲଗାଁ ଦେଇଯାଇ ଥିବା ତେଲନଦୀ କୁ ଯାଇ ପାଣି ରେ ବୁଡି...

୩ ବର୍ଷ ର ଶିଶୁ ପରିବାର ଲୋକ ଗାଳି ଦେବାରୁ କଲା ବିଷପାନ: ଗୁରୁତର...

0
ଟିଟିଲାଗଡ଼ ୨୪-୩ (ଓଡ଼ିଆ ପୁଅ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦୋରଲୋ ଗ୍ରାମର ଜଣେ ତିନି ବର୍ଷୀୟ ଶିଶୁ ଘରେ କିଛି ବିଷୟରେ ଗାଳି ଦେବାରୁ ରାଗରେ ମାଛି ମରା ଔଷଧ ଖାଇ ଗୁରୁତର...

ରଙ୍ଗ ଖେଳ ଦିନ ରୁ ଜନସେବା ସଂଗଠନ ତରଫରୁ ସେବା ସହାୟତା ନାମକ କାର୍ଯ୍ୟକ୍ରମ...

0
ଟିଟିଲାଗଡ଼ ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସହର ସ୍ଥିତ ନୀଳଚକ୍ର ନଗର ଠାରେ ଆୟୋଜିତ ହୋଲି ମହୋତ୍ସବ ପାଳନ କରାଯାଇଛି। ଏହି ରଙ୍ଗ ର ପର୍ବ କୁ ସ୍ୱତନ୍ତ୍ର ଭାବେ ପାଳନ...

ମିଳୁନି ସରକାରୀ ଏ.ଆର.ଟି.ଓ ଡଟସ ଔଷଧ: ଯକ୍ଷ୍ମା ଅକ୍ରାନ୍ତଙ୍କ ଔଷଧ ନ ପାଇ ଚାଲିଗଲା...

0
ବଲାଙ୍ଗୀର ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସଇଁତଲା ଥାନା ଅନ୍ତର୍ଗତ ଫପସି ଗ୍ରାମର ମକରଧ୍ୱଜ ବେହେରା ନାମକ ଜଣେ ୫୨ ବର୍ଷୀୟ ବ୍ୟକ୍ତିର ସରକାରୀ ଟି.ବି ଔଷଧ ବା ଡ଼ଟସ...

ଟିକଟ ଦୌଡ଼ରେ ଦଳୀୟ ନେତା ଓ କର୍ମୀ: ବିଧାୟକ ଟିକଟ ନ ମିଳିବା ଜାଣି...

0
ଟିଟିଲାଗଡ଼ ୨୦-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଇତି ମଧ୍ୟରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଲା ବେଳେ ଟିକଟ ପାଇବା ପ୍ରତିଦ୍ବନ୍ଦିତା ବଢ଼ିଚାଲିଛି। ସେହିପରି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ଦଳ...

ସାମ୍ବାଦିକଙ୍କୁ ଆକ୍ରମଣର ବିରୋଧ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

0
ଟିଟିଲାଗଡ଼ ୧୫-୩ (ଓଡ଼ିଆ ପୁଅ) ବଲାଙ୍ଗୀର, ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ଓ ସହଯୋଗୀ କ୍ୟାମେରା ମ୍ୟାନଙ୍କୁ ପୂର୍ବରୁ ରାଗ ରଖି କେତେକ ନିର୍ଦ୍ଦିଷ୍ଟ ଗୋଷ୍ଟି ର ଲୋକେ ଖୋଲା ଖୋଲି ସହର...

ବଲାଙ୍ଗୀରରେ ବସ ଚଳାଚଳକୁ ବିରୋଧ କରି ଉତେଜନା, ଡ୍ରାଇଭରକୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

0
ବଲାଙ୍ଗୀର ୧୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ରୁ ବଲାଙ୍ଗୀର ଦେଇ ଭୁବନେଶ୍ୱରକୁ ସିଧା ଏକ ଘରୋଇ ଦ୍ରୁତ ଗାମୀ ବସ ଗତ ୯ ତାରିଖରୁ ଚାଲିବା ଆରମ୍ଭ କରିଥିବା ବେଳେ ଆଜି ଉକ୍ତ...

ବେଆଇନ ନିଶା କଫସିରପର ଖୋଲାଖୋଲି ବ୍ୟବସାୟ, ପ୍ରଶାସନ ସହ ସଲାସୁତୁରାରେ ଚାଲିଛି କାରବାର

0
- ଡ୍ରଗ୍ ଇନିସପେକ୍ଟର ନିରବ କାହିଁକି ବଲାଙ୍ଗୀର ୧୪-୩ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳରେ ବେଆଇନ ନିଶା କଫ ସିରଫ କାରବାର ଖୋଲା ଖୋଲି ଚଳେଇ ବ୍ୟାପକ ଅର୍ଥ...

ବିବାହ ଭୋଜିଖାଇ ଫେରିବା ବାଟରେ ଓଲଟି ପଡ଼ିଲା ଟ୍ରାକ୍ଟର ୧୫ ଗୁରୁତର

0
ଟିଟିଲାଗଡ଼ ୧୫-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଏକ ଟ୍ରାକ୍ଟରରେ ଏକ ବିବାହ ଭୋଜିଖାଇ ଫେରିବା ବାଟରେ ପୀଠାପଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା, ଫଳରେ ୧୫ ଜଣ ଗୁରୁତର ଆହତ...