Home Authors Posts by Ranjan Das

Ranjan Das

Ranjan Das
1805 POSTS 0 COMMENTS

 କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସଂଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କଲେ

0
କୋରାପୁଟ ୩୦-୧୦(ଓଡିଆ ପୁଅ /ରଂଜନ ଦାସ)ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ସଚେତନତା ସଂଚୟ ରଥକୁ ପତାକା ଦେଖାଇ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଶୁଭାରମ୍ଭ କରିଥିଲେ ।ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ...

ମାଛକୁଣ୍ଡ ଥାନା ଅନ୍ତର୍ଗତ ଜବାଗଡ ପାହାଡରୁ ୧୮୫ କେଜି ଗଞ୍ଜେଇ ଜବତ

0
କୋରାପୁଟ ୨୯-୧୦(ଓଡିଆ ପୁଅ /ରଂଜନ ଦାସ)ମାଛକୁଣ୍ଡ ଥାନା ଅନ୍ତର୍ଗତ ଜବାଗଡ ପାହାଡରେ ଗଞ୍ଜେଇ ମହଜୁଦ ଥିବା କୈାଣସି ସୂତ୍ରରୁ କୋରାପୁଟ ଅବକାରୀ ବିଭାଗକୁ ଖବର ମିଳିଥିଲା ।କୋରାପୁଟ ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର...

କୋରାପୁଟ ରକ୍ତଦାତା ସଂଘ ଓ ଜୟପୁର ହମ ଫୈାଜି ଗ୍ରୂପର ସଦସ୍ୟମାନେ ଡେଙ୍ଗୁ ରୋଗୀଙ୍କ...

0
କୋରାପୁଟ ୨୯-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ  ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧିନ ଦୁଇଜଣ ଡେଙ୍ଗୁ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହିଥିବାରୁ କୋରାପୁଟ ରକ୍ତଦାତା ସଂଘ ଓ ଜୟପୁରର...

କୋରାପୁଟରେ ରୁଣ ସଂଯୋଗୀକରଣ ମେଳା ,୬୩ କୋଟି ଟଙ୍କାର ରୁଣ ମଞ୍ଜୁରୀ

0
କୋରାପୁଟ ୨୯-୧୦(ଓଡିଆ ପୁଅ /ରଂଜନ ଦାସ)ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗ ନିର୍ଦ୍ଦେଶକ୍ରମେ ଲିଡ ବ୍ୟାଙ୍କ ପକ୍ଷରୁ କୋରାପୁଟ ଟାଉନହଲଠାରେ ଦ୍ୱିତୀୟ ରୁଣ ସଂଯୋଗୀକରଣ ମେଳା ଅୟୋଜିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା...

କୋରାପୁଟ ଜିଲ୍ଲାରେ ୧୧୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

0
କୋରାପୁଟ ୨୯-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାଧାରଣରେ ଚିନ୍ତା ପ୍ରକଟ କରାଯାଉଥିବା ଜଣାପଡିଛି ।କୋରାପୁଟ ଓ...

ବାରଜରେ ଭାରତମାଳା ଜମି ସୁରକ୍ଷା ମଂଚ ବୈଠକ

0
କୋରାପୁଟ ୨୮-୧୦(ଓଡିଆ ପୁଅ /ରଂଜନ ଦାସ)ଭାରତମାଳା ପ୍ରକଳ୍ପକୁ ସମର୍ଥନ କରାଯାଉଛି ।ଭାରତମାଳା ଜମି ସୁରକ୍ଷା ମଂଚ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଛି ।କିନ୍ତୁ ପ୍ରାୟ ୧ ବର୍ଷ ହେବ ମଂଚ ତରଫରୁ ଦାବି...

ଜାତୀୟ ସଫଳତା ସର୍ବେକ୍ଷଣ ନିମନ୍ତେ ତାଡିବାଲସା ବିଦ୍ୟାଳୟରେ ପ୍ରସ୍ତୁତି

0
କୋରାପୁଟ ୨୮-୧୦(ଓଡିଆ ପୁଅ /ରଂଜନ ଦାସ)ଜାତୀୟ  ସଫଳତା ସର୍ବେକ୍ଷଣ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି କରାଯାଉଥିବା ଜଣାପଡିଛି ।କୋଟିଆ ଗ୍ରାମପୁଞ୍ଜର ତାଡିବାଲସା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ  ପ୍ରସ୍ତୁତି କରାଯାଉଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ...

ତଳଗଞ୍ଜେଇପଦରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ

0
କୋରାପୁଟ ୨୮-୧୦(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞ୍ଜର ତଳଗଞ୍ଜେଇପଦର ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜୀବନଜୀବିକା ନିମନ୍ତେ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।ବିଡିଓ ସୈାମ୍ୟ ସାର୍ଥକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକ...

କୋରପୁଟ ଏସପିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ବିଜେପି ନେତା ଓ କର୍ମି

0
କୋରାପୁଟ ୨୮-୧୦(ଓଡିଆ ପୁଅ /ରଂଜନ ଦାସ)କଳାହାଣ୍ଡିି ଜିଲ୍ଲାର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ପ୍ରତିବାଦରେ  କୋରାପୁଟ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ  ଶୋଭାଯତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।କୋରାପୁଟ...

ନନ୍ଦପୁରରେ ବର୍ଷାଦିନିଆ ଆଳୁ ଚାଷର କ୍ଷେତ୍ର ଦିବସ ପାଳିତ

0
କୋରାପୁଟ ୨୮-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଆନୁକୁଲ୍ୟରେ ନନ୍ଦପୁର ବ୍ଲକ ଅନ୍ତର୍ଗତ ଖଡଗପୁରଠାରେ ବର୍ଷାଦିନିଆ ଆଳୁଚାଷର କ୍ଷେତ୍ର ଦିବସ ପାଳିତ ହୋଇଯାଇଛି ।ନନ୍ଦପୁର ବିଡିଓ ରଜନୀକାନ୍ତ...

 କୋରାପୁଟ ମ୍ୟୁନସିପାଲଟି ବସ୍ତି ବିକାଶ ବୈଠକ

0
କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟିରେ ୫୮ ଟି ବସ୍ତି ରହିଥିବା ବେଳେ ଏହାର ବିକାଶ ନିମନ୍ତେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ମ୍ୟୁନସିପାଲଟି ନିବ୭ାହୀ ଅଧିକାରୀ ଆଲୋକ...

ମମିତା ମେହେର ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜୟପୁର ଆଇନ କଲେଜ ଛାତ୍ରଛାତ୍ରୀଙ୍କ ଦାବିପତ୍ର...

0
କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟରେ କଳାହାଣ୍ଡି  ଜିଲ୍ଲାର  ଶିକ୍ଷକ ମମିତା ମେହେରଙ୍କ ହତ୍ୟାକାଣ୍ଡ ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ବେଳେ ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜୟପୁର ଆଇନ କଲେଜ ଓ...

ଅଲ ଓଡିଶା ଇପିଏଫ ପେନସନରର୍ସ ଆସୋସିଏସନ କୋରାପୁଟ ଜିଲ୍ଲା ଶାଖା କର୍ମକର୍ତା ମନୋନୀତ

0
କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ) ଅଲ ଓଡିଶା ଇପିଏଫ ପେନସନରର୍ସ ଆସୋସିଏସନ କୋରାପୁଟ ଜିଲ୍ଲା ଶାଖା କର୍ମକର୍ତା ମନୋନୀତ ହୋଇଥିବା ଜଣାପଡିଛି ।ପ୍ରଦୀପ ମହାନ୍ତି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ...

କୋଟିଆ ଗ୍ରାମପୁଞ୍ଜରେ ଓଡିଆ ସୂଚନା ଫଳକ ଲାଗିଲା

0
କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ) ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଓଡିଆ ସୂଚନା ଫଳକ ଲଗାଯାଇଥିବା ଜଣାପଡିଛି ।କୋଟିଆ ଗ୍ରାମପୁଞ୍ଜର ଡୋଲିଆମ୍ବ , ତଳ ଗଞେଇପଦର , ଫାଟୁସେନେରୀ  ଓ ହରମାଣ୍ଡିଙ୍ଗି ଗ୍ରାମରେ...

ଦୀପାବଳୀ ପାଇଁ ଚଳ ଚଂଚଳ ଝଡିଗୁଡା

0
କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ)ଆସନ୍ତା ମାସ ୪ ତାରିଖରେ  ଆଲୋକର ପର୍ବ ଦୀପାବଳୀ । ଦୀପ ଆଲୁଅରେ ଝଲସିବ ଅମବ୍ୟାସର ଅନ୍ଧକାର ରାତି ।୪ ତାରିଖକୁ ଦୃଷ୍ଟିରେ ରଖି ଝଡିଗୁଡା ଗ୍ରାମର...

ନକ୍ସଲ ପ୍ରଭାବିତ ଅଂଚଳରେ ୪୮୩ ଟି ମୋବାଇଲ ଟାଓାର ସ୍ଥାପନ କରାଯିବ

0
କୋରାପୁଟ୨୭-୧୦(ଓଡିଆ ପୁଅ /ରଂଜନ ଦାସ)ନକ୍ସଲ ପ୍ରଭାବିତ କୋରାପୁଟ ,ମାଲକାନଗିରି ,ରାୟଗଡା,ନବରଙ୍ଗପୁର ,କନ୍ଧମାଳ,କଳାହାଣ୍ଡି,ନୂଆପଡା,ବରଗଡ ଓ ବୈାଦ ଜିଲ୍ଲାରେ ୪୮୩ ଟି ଟାଓାର ସ୍ଥାପନ କରାଯିବ ବୋଲି  ଟେଲିକମ ବିଭାଗର ବରିଷ୍ଠ ଡିଡିଜି ବି.କେ.ନାୟକ ଏକ...

ଆନ୍ଧ୍ର ତରଫରୁ ନେରେଡିବାଲସାରେ ସ୍ୱତନ୍ତ୍ର ଗ୍ରାମସଭା କରାଯାଇ ଜବକାର୍ଡ ପ୍ରଦାନ

0
କୋରାପୁଟ ୨୬-୧୦(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞ୍ଜର ନେରେଡେିବାଲସାରେ ଆନ୍ଧ୍ର ତରଫରୁ ସ୍ୱତନ୍ତ୍ର ଗ୍ରାମସଭା କରାଯାଇ ମହାତ୍ମାଗାନ୍ଧୀ  ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗଡ ଜବକାର୍ଡ ପ୍ରଦାନ କରିଥିବା ଜଣାପଡିଛି ।ଡିଡବ୍ଲୁଏମଏର...

ନେରେଡିବାଲସା ପରିଦର୍ଶନ କଲେ ପଟ୍ଟାଙ୍ଗୀ ବିଡିଓ

0
କୋରାପୁଟ ୨୬-୧୦(ଓଡିଆ ପୁଅ /ରଂଜନ ଦାସ) ଆଦିବାସୀ ଓ ଲୋକ ଉତ୍ସବ ପରବ-୨୧ର ଶୁଭାରମ୍ଭ  କୋଟିଆ ଗ୍ରାମପୁଞ୍ଜର ନେରେଡିବାଲସାଠାରେ ଶୁଭାରମ୍ଭ କରାଯିବା ନିମନ୍ତେ ଗତକାଲି ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଥିଲା ।...

ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶପଥ ପାଠ

0
କୋରାପୁଟ ୨୬-୧୦(ଓଡିଆ ପୁଅ /ରଂଜନ ଦାସ)ଜିଲ୍ଲାସ୍ତରୀୟ ଦୁର୍ନିତି ନିବାରଣ ସପ୍ତାହ ପାଳନ ଅବସରରେ କୋରାପୁଟଠାରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର...

ପାଲିବାଠାରେ ପୁସିଂ ବ୍ରିଜ ନିର୍ମାାଣ କରିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲେ

0
କୋରାପୁଟ ୨୫-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାରଗନ୍ଧଣା,ବନମାଳିପୁଟ ଓ ଉମ୍ବେଲ ପଂଚାୟତର ଗ୍ରାମବାସୀମାନେ ପାଲିବାଠାରେ ଏକ ପୁସିଂ ବ୍ରିଜ ନିର୍ମାଣ କରିବାକୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ...