Home କୋରାପୁଟ ଅଲ ଓଡିଶା ଇପିଏଫ ପେନସନରର୍ସ ଆସୋସିଏସନ କୋରାପୁଟ ଜିଲ୍ଲା ଶାଖା କର୍ମକର୍ତା ମନୋନୀତ

ଅଲ ଓଡିଶା ଇପିଏଫ ପେନସନରର୍ସ ଆସୋସିଏସନ କୋରାପୁଟ ଜିଲ୍ଲା ଶାଖା କର୍ମକର୍ତା ମନୋନୀତ

53

କୋରାପୁଟ ୨୭-୧୦(ଓଡିଆ ପୁଅ /ରଂଜନ ଦାସ) ଅଲ ଓଡିଶା ଇପିଏଫ ପେନସନରର୍ସ ଆସୋସିଏସନ କୋରାପୁଟ ଜିଲ୍ଲା ଶାଖା କର୍ମକର୍ତା ମନୋନୀତ ହୋଇଥିବା ଜଣାପଡିଛି ।ପ୍ରଦୀପ ମହାନ୍ତି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ନଳନୀ ରଥ ସଂପାଦକ  ଓ ଦୁର୍ଗା ପ୍ରସାଦ ଦାସ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ଜଣାପଡିଛି  ାପି.ମୁରଲୀ କ୍ରୀଷ୍ଣା , ଗୟାରାମ ପଟନାୟକ , ଉପେନ୍ଦ୍ର ଗରଡା ,ଏସ.ଏନ.ସାହୁ ଓ ବି.କେ.ମହାରଥା କାର୍ଯ୍ୟକାରିଣୀ ସଦସ୍ୟା ଭାବେ ରହିଥିବା ଜଣାପଡିଛି । ଇଂ ରମେଶ ଚନ୍ଦ୍ର ପାତ୍ର , ବିନୋଦ ଦାସ ଓ ବି.ଏନ.ଜାଲି ଉପଦେଷ୍ଟା ଭାବେ ମନୋନୀତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.